Home ଓଡ଼ିଶା ନୟାଗଡ଼: ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

ନୟାଗଡ଼: ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

265

ନୟାଗଡ଼, ୨୧ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାର ଗର୍ବ ଓ ଗୌରବ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଆଇଏଏସ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ ନୟାଗଡ଼ରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜ୍ୟ କୃଷିମନ୍ତ୍ରୀ ଡ ଅରୁଣ କୁମାର ସାହୁ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ସେ ଜଣେ ନୟାଗଡ଼ର ସୁଯୋଗ୍ୟ ସନ୍ତାନ ବୋଲି କହିଛନ୍ତି। ସ୍ୱର୍ଗତ ପଟ୍ଟନାୟକ ହେଉଛନ୍ତି ନୟାଗଡ଼ ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ ସ୍ୱର୍ଗତ ଗୋପାଳ ପଟ୍ଟନାୟକଙ୍କ ପୁତ୍ର ଓ ତାଙ୍କ ଘର ନୟାଗଡ଼ ଉପକଣ୍ଠ ଝୁମ୍ପୁରି ଗ୍ରାମରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.