Suchitra Dash
ଅଜଣା ରୋଗରେ ପୀଡିତା ଆଦିବାସୀ ଯୁବତୀର ଚିକିତ୍ସା ବ୍ୟବସ୍ଥା କଲା ଜିଲ୍ଲାପ୍ରଶାସନ
ମାଲକାନଗିରି,୫ା୫(ଓଡିଆ ପୁଅ ) ଅଜଣା ରୋଗରେ ପିଡିତା ଜଣେ ଗରିବ ଆଦିବାସୀ ଯୁବତୀ ର ଚିକିତ୍ସା ପାଇଁ ସହାୟତାର ହାତବଢାଇଛି ଜିଲ୍ଲା ପ୍ରଶାସନ ,ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ, ବଚିଂବା ପାଇଁ ଜିଲ୍ଲାପ୍ରଶାସନ...
ମାଲକାନଗିରି ଜିଲ୍ଲାରେ ରାଜସ୍ଥାନ ରୁ ଅଟକିଥିବା ୧୦ଶ୍ରମିକ ଙ୍କୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସ...
ମାଲକାନଗିରି,୫ା୫(ଓଡିଆ ପୁଅ ) କରୋନା ମହାମାରି ପାଇଁ ତିନି ତିନିଥର ଲକ ଡାଉନ ଘୋଷଣା ହୋଇସାରିଛି, ଏହା ଦ୍ୱାରା ଯାନବାହନ ଚଳାଚଳା ବନ୍ଦ ହୋଇ ଯାଇଥିବାରୁ ମାଲକାନଗିରି ଜିଲ୍ଲାରେ ଅଟକିରହି ଯାଇଥିବା ରାଜସ୍ଥାନ...
ଚିକିତ୍ସାରେ ଅର୍ଥସାଜିଛି ବାଧକ,ଅଜଣା ରୋଗରେ ପୀଡିତା ଆଦିବାସୀ ଯୁବତୀର ବଚିଂବା ପାଇଁ ଆକୁଳ ନିବେଦନ
ମାଲକାନଗିରି,୪ା୫(ଓଡିଆ ପୁଅ )ଅଜଣା ରୋଗରେ ପିଡିତା ଜଣେ ଗରିବ ଆଦିବାସୀ ଯୁବତୀ ର ଚିକିତ୍ସାରେ ଅର୍ଥସାଜିଛି ବାଧକ, ସେ ବଚିଂବା ପାଇଁ ଜିଲ୍ଲାପ୍ରଶାସନ ନିକଟରେ ଆକୁଳନିବେଦନ କରିଛନ୍ତିି । ଏପରି ଏକ ହୃଦୟ...
ସୀମାନ୍ତ ମୋଟୁ ଠାରେ ଜିଲ୍ଲାପାଳ, ଏସପି ପହଁଚି ପ୍ରବାସୀ ଫେରନ୍ତା ଶ୍ରମିକମାନଙ୍କ ପରିସ୍ଥିତି ଅନୁଧ୍ୟାନ...
ମାଲକାନଗିରି,୪ା୫(ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ରୂପନେଇଥିବା ବେଳେ ତିନିଥର ପାଇଁ ଲକ ଡାଉନ ହୋଇଥିବାରୁ ବାହାର ରାଜ୍ୟରେ ଥିବା ଶହ ଶହ ପ୍ରବାସୀ ଶ୍ରମିକ ମାନେ ସୀମାନ୍ତ ମୋଟୁ ରାସ୍ତା...
ମାଲକାନଗିରି ବିଧାୟକ ପ୍ରଦାନ କଲେ କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୨୧ଲକ୍ଷ ଟଙ୍କା
ମାଲକାନଗିରି,୪ା୫(ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା ମହାମାରିରେ ଛନ୍ଦିହୋଇ ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଜିଲ୍ଲାରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଆବଶ୍ୟକିୟ...
ଗରିବ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଓଡିଶା ଜୀବିକା ମିଶିନ ପକ୍ଷରୁ ମାସ୍କ ବିକ୍ରୟ...
ମାଲକାନଗିରି,୨ା୫ (ଓଡିଆ ପୁଅ )ସମଗ୍ର ଦେଶରେ କରୋନା ମହାମାରୀ ର ଆତଙ୍କ ସୃଷ୍ଟିକରି ଲକ ଡାଉନ ହୋଇଥିବା ବେଳେ ମୁହଁରେ ମାସ୍କ ଲଗାଇବା ବାଧ୍ୟତା ମୁଳକ କରାଯାଇଛି । ସେଥିନିମନ୍ତେ ଆଦିବାସୀ ଅଧ୍ୟୁଷିତ...
ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ଫଣ୍ଡକୁ...
ମାଲକାନଗିରି,୨ା୫ (ଓଡିଆ ପୁଅ) ସମଗ୍ର ଦେଶରେ କରୋନା ମହାମାରୀ ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍ିତି ସୃଷ୍ଟି ହୋଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଥିବା ମାଲ୍ୟବନ୍ତ ଦେଶିଆ ନାଟଗୁରୁ...
ଲକ ଡାଉନ ସମୟରେ ଆଦିବାସୀ ଗ୍ରାମରେ ରକ୍ତଦାନ ଶିବିର,୭୨ୟୁନିଟ ରକ୍ତ ସଂଗ୍ରହ
ମାଲକାନଗିରି,୨ା୫(ଓଡିଆ ପୁଅ ) ସମଗ୍ର ଦେଶରେ କରୋନା ମହାମାରୀ ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍ିତି ସୃଷ୍ଟି ହୋଇଥିବା ବେଳେ ଗତ ୫ଦିନରେ ତିନୋଟି ଆଦିବାସୀ ଗ୍ରାମରେ ମାଗଣା ରକ୍ତଦିନ ଶିବିର...
ପୁଲିସ ପେଟ୍ରୋଲିଂ ବେଳେ ମଦ ଜବତ,ଜଣେ ଯୁବକ ଗିରଫ
ମାଲକାନଗିରି,୨ା୫(ଓଡିଆ ପୁଅ) ମାଲକାନଗିରି ଆଦର୍ଶ ଥାନା ପୁଲିସ ପକ୍ଷରୁ ପେଟ୍ରୋଲିଂ ଚାଲୁଥିବା ବେଳେ ୧୦ଲିଟର ଦେଶି ମଦ ଜବତ କରିବା ସହ ଜଣେ ଯୁବକ କୁ ଗିରଫ କରିଛନ୍ତି । ଲକ ଡାଉନ...
କମିଶିନର ତଥା କୋଭିଡ୧୯ ନୋଡାଲ ଅଫିସର ଙ୍କ ମାଲକାନଗିରି ଗସ୍ତ,ଜିଲ୍ଲା କୋଭିଡ ହସପିଟାଲ ପରିଦର୍ଶନ...
ମାଲକାନଗିରି,୨ା୫ (ଓଡିଆ ପୁଅ )ସମବାୟ,ଖାଦ୍ୟ ଯୋଗଣ ଖାଉଟିକଲ୍ୟାଣ କମିଶନର ସଚିବ ତଥା କୋଭିଡ୧୯ ନୋଡାଲ ଅଫିସର ବୀରବିକ୍ରମ ୟାଦବ ଆଜି ମାଲକାନଗିରି ଜିଲ୍ଲାଗସ୍ତ ରେ ଆସି ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା ଅସ୍ଥାୟୀ...
ଲକ ଡାଉନ ସମୟରେ ଜିଲ୍ଲାରେ ୧୨୩୨୬ଜଣଙ୍କୁ ରନ୍ଧାଖାଦ୍ୟ ଓ ୧୫୫୧ଜଣଙ୍କୁ ରାସନ ସାମଗ୍ରୀ ଯୋଗାଇ...
ମାଲକାନଗିରି,୩୦ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା କବଳରେ ଥିବା ବେଳେ ଲକ ଡାଉନ ହୋଇ ଯାଇଥିବାରୁ ସହର ଓ ବିଭିନ୍ନ ପଚାଂୟତ ଗୁଡିକରେ ଅଟକିରହି ଯାଇଥିବା ଶ୍ରମିକ ଓ ଅସହାୟ ଲୋକ...
ଦକ୍ଷିଣାଚଂଳ ରାଜସ୍ୱ କମିଶିନର ଙ୍କ ମାଲକାନଗିରି ଗସ୍ତ,ଜିଲ୍ଲା କୋଭିଡ ହସପିଟାଲ ପରିଦର୍ଶନ କରି କରୋନା...
ମାଲକାନଗିରି,୩୦ା୪ (ଓଡିଆ ପୁଅ ) ଦକ୍ଷିଣାଚଂଳ ରାଜସ୍ୱ କମିଶନର ଟି.ଆପାଙ୍ଗ ଆଓ ଆଜି ମାଲକାନଗିରି ଜିଲ୍ଲାଗସ୍ତ କରି ଜିଲ୍ଲା କୋଭିଡ-୧୯ ହସପିଟାଲ ପରିଦର୍ଶନ କରି କରୋନା ସଂକ୍ରମଣ ପ୍ରତିରୋଧ ବ୍ୟବସ୍ଥା ସଂପର୍କରେ ସ୍ଥିତି...
ତେଲାଙ୍ଗାନା,ବେଙ୍ଗାଲୁର, ଆନ୍ଦ୍ର ଫେରନ୍ତା ୫୮ଜଣ ଶ୍ରମିକଙ୍କୁ ସୀମାନ୍ତ ମୋଟୁ ଠାରେ ଡାକ୍ତରୀ ପରୀକ୍ଷା ପରେ...
ମାଲକାନଗିରି,୨୯ା୪(ଓଡିଆ ପୁଅ ) ଲକ ଡାଉନ ପାଇଁ ସମସ୍ତ ରାଜ୍ୟ ସୀମାନ୍ତ ସିଲ ହେବାସ୍ୱତ୍ୟେ ମଧ୍ୟ ରାଜ୍ୟ ବାହାରେ କାମକରୁଥିବା ଶ୍ରମିକମାନେ ଲୁଚିଛପି ଚାଲି ଚାଲି ଆସିବାକୁ ପଛାଉ ନାହାଁନ୍ତି । ଆନ୍ଦ୍ରପ୍ରଦେଶ...
ମାଲକାନଗିରି ବନବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ସାଗୁଆନ କାଠ ଜବତ ୪ ଆସାମୀ...
ମାଲକାନଗିରି,୨୯.୪ (ଓଡିଆ ପୁଅ )ସମଗ୍ର ଦେଶ ରେ କରୋନା ମହାମାରି ରୂପନେଇ ଲକଡାଉନ ପରିସ୍ଥିତି ସୃଷ୍ଠିହୋଇଥିବା ବେଳେ ମାଲକାନଗିରି ଓ ଛତିଶଗଡ ରାଜ୍ୟର କିଛି କାଠ ମାଫିଆ ମାନେ ମୂଲ୍ୟବାନ ସାଗୁଆନ କାଠ...
ଲକ ଡାଉନ ପାଇଁ ଘର ଘର ବୁଲି ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲବହି ବାଟିଂଲେ
ମାଲକାନଗିରି,୨୮ା୪ (ଓଡିଆ ପୁଅ ) କରୋନା ମହାମାରି କୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଲକ ଡାଉନ ଘୋଷଣା କରାଯାଇଥିବାରୁ ସମସ୍ତ ସ୍କୁଲ ଗୁଡିକ ବନ୍ଦରହିଛି,ଏହାର ପ୍ରଭାବ ସିଧାସଳଖ ଭାବେ ଛାତ୍ର ଛାତ୍ରୀ...
କରୋନା ଯୁଦ୍ଧା ସବଇନିସପେକ୍ଟର ଙ୍କ ବଦାନ୍ୟତା,୪୧ଡିଗ୍ରୀ ଖରାରେ ଡହଳ ବିକଳ ହେଉଥିବା ଭିନ୍ନକ୍ଷମ ବୃଦ୍ଧାଙ୍କୁ...
ମାଲକାନଗିରି,୨୮ା୪ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍ିତି ସୃଷ୍ଟି ହୋଇଥିବା ବେଳେ ୪୧ଡିଗ୍ରୀ ଖରାରେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିବା ଜଣେ...
ପଶ୍ଚିମବଙ୍ଗ ଫେରନ୍ତା ୩୭ଜଣଙ୍କୁ ଡାକ୍ତରି ପରୀକ୍ଷା ପରେ କ୍ୱାରେଟାଂଇନ ଗୃହକୁ ପଠାଇ ଦିଆଗଲା
ମାଲକାନଗିରି,୨୭ା୪(ଓଡିଆ ପୁଅ )୪୨ଜଣ ପଶ୍ଚିମବଙ୍ଗ ଫେରନ୍ତା ମାଲକାନଗିରି ଜିଲ୍ଲାରେ ପ୍ରବେଶ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁପ୍ତଭାବେ ରହିଥିବାର ବିଏସଏନଏଲ ମୋବାଇଲ ଟ୍ରାକ ମାଧ୍ୟମରେ ଜଣାପଡିଛି ବୋଲି ଗତ କାଲିଠାରୁ ମୋବାଇଲରେ ଏହି...
କାଳବୈଶାଖୀର ତାଣ୍ଡବ,ଉଡିଲା ଛପର, ଟଳିଲା ଗଛ
ମାଲକାନଗିରି,୨୭ା୪(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଜିଲ୍ଲାର ଅନେକ ସ୍ଥାନରେ ଘର ଛପର ଉଡି ଯାଇଥିବା ବେଲେ ବଡ ବଡ ଗଛ ଟଳିପଡିଛି । ଗତ...
କରୋନା ପାଇଁ ବାହାର ରାଜ୍ୟର ଶ୍ରମିକ ଙ୍କୁ କେନ୍ଦୁପତ୍ର ଫଡି ମନା,ଗ୍ରାମର ଯୁବକ ସମ୍ଭାଳିଲେ...
ମାଲକାନଗିରି,୨୭ । ୪(ଓଡିଆ ପୁଅ ) କରୋନା ମହାମାରୀ ପାଇଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା କେନ୍ଦୁପତ୍ର ଫଡି ରେ କାମ କରିବାକୁ ଆସୁଥିବା ବାହର ରାଜ୍ୟର ଶ୍ରମିକ ମାନଙ୍କୁ...
ଲକ ଡାଉନ ସମୟରେ ଦୋକାନ ଖୋଲା କୁ ନେଇ କଟକଣା ଜାରିକଲେ ଜିଲ୍ଲାପାଳ
ମାଲକାନଗିରି,୨୭ । ୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ରୂପନେଇଥିବା ବେଳେ ଏହାର ସଂକ୍ରମଣରୁ ରକ୍ଷା ପାଇଁ ପ୍ରତିଶେଧକ ମୂଳକ ବ୍ୟବସ୍ଥା ନିମନ୍ତେ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ...