Suchitra Dash
ବିଶ୍ୱ ହେପାଟାଇଟିସ୍ ଦିବସ ଅବସରେ ଜନ ସଚେତନତା ରଥ ଉଦଘାଟିତ
ମାଲକାନଗିରି,୨୯ା୭ ( ଓଡିଆ ପୁ୍ଅ ) ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରେ ବିଶ୍ୱହେପାଟାଇଟିସ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରେ ହେପାଟାଇଟିସ୍ ନିୟନ୍ତ୍ରଣ ଜନ ସଚେତନତା ରଥ କୁ ରାଜ୍ୟ ଶିଶୁସ୍ୱାସ୍ଥ୍ୟ...
ପୋଖରୀ ରୁ ଅଜଣା ଯୁବକର ମୃତ ଶରୀର ଉଦ୍ଧାର
ମାଲକାନଗିରି,୨୯ା୭ (ଓଡିଆ ପୁଅ ) ମାଲକାନଗିରି ଥାନାସ୍ଥ ପଦ୍ମଗିରି ପଚାଂୟତ ବଇଲାପାରି ପୋଖରୀ ରୁ ପୁଲିସ ଜଣେ ଅଜଣା ଯୁବକର ମୃତଶରୀର ଉଦ୍ଧାର କରିଛି । ଗତ କାଲି ସନ୍ଧ୍ୟାରେ ପଦ୍ମଗିରି ପଚାଂୟତ...
ମାଲକାନଗିରି ଜିଲ୍ଲା ରେ ସାମ୍ବାଦିକ ମାନଙ୍କ ସମନ୍ୱୟ କମିଟି ଗଠନ,ବିଭିନ୍ନ ସମସ୍ୟା ଉପରେ ଆଲୋଚନା
ମାଲକାନଗିରି,୨୯ା୭(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ କରାଯାଇଛି । ରାଜ୍ୟ ଏବଂ ଜିଲ୍ଲାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପରେ ବିଭିନ୍ନ...
ମାଲକାନଗିରି ଜିଲ୍ଲାରେ ସାଧାରଣ ବଟଂନ ରେ ସ୍ୱାସ୍ଥ୍ୟବର୍ଦ୍ଦକ ଭିଟାମିନଯୁକ୍ତ ଚାଉଳ ବଟଂନର ସୁଭାରମ୍ଭ
ମାଲକାନଗିରି,୨୯ା୭ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ ସାଧାରଣ ବଟଂନରେ ସ୍ୱାସ୍ଥ୍ୟବର୍ଦ୍ଦକ ଭିଟାମିନ ଯୁକ୍ତ ଚାଉଳ ବଟଂନ ବ୍ୟବସ୍ଥାର ସୁଭାରମ୍ଭ କରାଯାଇଛି । ଆଜି ସନ୍ଧ୍ୟା ୫ଟାରେ ଭୁବନେଶ୍ୱର ଠାରେ...
ଗରିବ ଛାତ୍ରୀଙ୍କୁ କଲେଜରେ ନାମ ଲେଖାଇ ସାଇକେଲ ଯୋଗାଇଲେ ସମାଜ ସେବୀ
ମାଲକାନଗିରି ,୨୭ା୭(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ ଅନେକ ମେଧାବି ଛାତ୍ର ଛାତ୍ରୀ ଅର୍ଥଅଭାବରୁ ଉଚ୍ଚଶିକ୍ଷା ଲାଭକରିପାରୁ ନଥିବାର ଦେଖିବାକୁ ମିଳିଛି । ଏପରି ଜଣେ ଗରିବ ଛାତ୍ରୀ ଫାଷ୍ଟ...
ଜିଲ୍ଲା ଶିକ୍ଷାଅଧିକାରୀଙ୍କ କୋଠରୀରେ ତାଲା,ନୂତନ ଶିକ୍ଷାଅଧିକାରୀ କିରାଣୀଙ୍କ କୋଠରୀ ରେ ବସିଲେ
ମାଲକାନଗିରି ,୨୬ା୭(ଓଡିଆ ପୁୁଅ ) ମାଲକାନଗିରି ଜିଲ୍ଲାଶିକ୍ଷାଅଧିକାରୀ ଙ୍କ କୋଠରୀରେ ତାଲା ପଡିଥିବାରୁ ନୂତନ ଜିଲ୍ଲାଶିକ୍ଷାଅଧିକାରୀ କିରାଣିଙ୍କ କୋଠରୀରେ ବସି କାର୍ଯ୍ୟ ତୁଲାଉଛନ୍ତି । ସୁଚନା ଯୋଗ୍ୟ ଯେ ରାଜ୍ୟଗଣଶିକ୍ଷା ବିଭାଗ ପକ୍ଷରୁ...
ଜିଲ୍ଲାରେ ୧୦ଟି କେନ୍ଦ୍ର ରେ ୩୩୬ଜଣ ଛାତ୍ର ଛାତ୍ରୀ ମାଟ୍ରୀକ ପରୀକ୍ଷା ଦେବେ
ମାଲକାନଗିରି ,୨୬ା୭(ଓଡିଆ ପୁଅ ) ଚଳିତ ବର୍ଷ ମାଟ୍ରୀକ ପରୀକ୍ଷାରେ ଫେଲ ହୋଇଥିବା ଛାତ୍ର ଛାତ୍ରୀ ମାନେ ପୁଣିଥିରେ ଆସନ୍ତା ୩୦ ତାରିଖ ରେ ମାଟ୍ରୀକ ପରୀକ୍ଷା ଆରମ୍ଭ ହେଉଛି । ମାଟ୍ରୀକ...
କୋଭିଡ ନିୟମ ପାଳନ କରି ୧୦ମ ଓ ଯୁକ୍ତଦୁଇ ଶ୍ରେଣୀରେ ପାଠ ପଢାଆରମ୍ଭ
ମାଲକାନଗିରି ,୨୬ା୭(ଓଡିଆ ପୁଅ ) ଆଜି ଠାରୁ ଜିଲ୍ଲାର ୧୨୪ଟି ହାଇସ୍କୁଲରେ ୧୦ମ ଓ ମହାବିଦ୍ୟାଳୟ ଗୁଡିକରେ ଯୁକ୍ତଦୁଇ ଶ୍ରେଣୀରେ କୋଭିଡ କଟକଣା ମଧ୍ୟରେ ପାଠପଢା ଆରମ୍ଭ ହୋଇଯାଇଛି ।ବିଶେଷ କରି ଜିଲ୍ଲାସଦର...
ଅଜଣା ଗାଡି ଧକ୍କାରେ ହେଟା ବାଘର ମୃତ୍ୟୁ,ବନବିଭାଗର ତଦନ୍ତ ଆରମ୍ଭ
ମାଲକାନଗିରି ,୨୬ା୭(ଓଡିଆ ପୁଅ ) ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ କତାମେଟା ନାୟକଗୁଡା ରାସ୍ତାରେ ଅଜଣା ଗାଡି ଧକ୍କାରେ ଏକ ଜଙ୍ଗଲି ହେଟାବାଘର ମୃତ୍ୟୁ ଘଟିଛି । ଆଜି ସକାଳେ ମୃତ...
ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପୋଲିସଙ୍କ ଅତ୍ୟାଚାରକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ...
ମାଲକାନଗିରି ତା ୨୫.୭.(ଓଡିଆ ପୁଅ ) କେନ୍ଦ୍ରାପଡା ଜିଲ୍ଲାରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଉପରେ ପୁଲିସର ଆକ୍ରମଣ ଘଟଣାକୁ ନିନ୍ଦାକରିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଆଜି ଜିଲ୍ଲାପାଳ...
ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ ବୈଠକ
ମାଲକାନଗିରି ,୨୪ା୭(ଓଡିଆ ପୁଅ) ମାଲକାନଗରି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଜିଲ୍ଲା ସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ ଏକ ଜରୁରୀ କାଳିନ ବୈଠକ କୋଭିଡ ନିୟମ ପାଳନ...
ବିଦ୍ୟୁତ ସଂଯୋଗ କାଟିଲେ ଟାଟା ପାଓ୍ୟାର କମ୍ପାନୀ, ଅନ୍ଧାରରେ ଜିଲ୍ଲାକ୍ରୀଡା ଛାତ୍ରବାସ
ମାଲକାନଗିରି ,୨୪ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସରକାରି କାର୍ଯ୍ୟାଳୟରେ ବିଦ୍ୟୁତ ବକେୟା ଥିବାରୁ ଟାଟା ପାଓ୍ୟାର କମ୍ପାନୀ ପକ୍ଷରୁ ବିଦ୍ୟୁତ ସଂଯୋଗ କଟିଦେବା କାର୍ଯ୍ୟ ଆରମ୍ଭ ହୋଇଯାଇଛି ।...
ସାମ୍ବାଦିକ ଙ୍କୁ ପୁଲିସର ଆକ୍ରମଣ ବିରୋଧରେ ମାଲକାନଗିରି ସାମ୍ବାଦିକ ଙ୍କ ଦୃଢ ନିନ୍ଦା ଓ...
ମାଲକାନଗିରି ,୨୩ା୭(ଓଡିଆ ପୁଅ ) କେନ୍ଦ୍ରାପଡା ଜିଲ୍ଲାରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଜଣେ ମହିଳା କନେଷ୍ଟବଳ ଦୃବ୍ୟବହାର ଦେଖାଇ ମାଡମାରିଥିଲେ । ଏହି ଘଟଣା ଦୁଇଦିନ ବିତି ଯାଇଥିଲେ ମଧ୍ୟ ସଂପୃକ୍ତ...
ସୀମାନ୍ତ ମୋଟୁ ଠାରେ ପାପ୍ ମଚଂର ସାମ୍ବାଦିକ ସମ୍ମଳନୀ,ପୋଲାଭରମ ପ୍ରକଳ୍ପକୁ ବିରୋଧକରି ୪ଟି ରାଜ୍ୟବାସୀ...
ମାଲକାନଗିରି,୨୩ା୭ (ଓଡିଆ ପୁଅ ) ପୋଲାଭରମ ପ୍ରକଳ୍ପ ନିର୍ମାଣକୁ ନେଇ ଗତ କିଛିବର୍ଷହେଲା କେନ୍ଦ୍ର ଓ ରାଜ୍ୟସ୍ତରୀୟ ନେତା ମନ୍ତ୍ରୀ ଓ ଜନତା ଙ୍କ ମଧ୍ୟରେ ଯୋରଦାର ଆନ୍ଦୋଳନ ତେଜିଥିଲା । କିଛି...
ବିଶ୍ୱ କୋୟା ଗୋଣ୍ଡି ଭାଷା ଦିବସ ପାଳିତି, ଲିପି ଓ ପୁସ୍ତକ ପ୍ରଚଳିତ କରିବା...
ମାଲକାନଗିରି ,୨୨ା୭ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଅନୁସୁଚିତ ଜାତି ଓ ଜନଜାତି କର୍ମଚାରୀ ସଂଘ ସମ୍ମିଳନୀ କକ୍ଷରେ ଓଡିଶା କୋୟା ସମାଜ ପ କ୍ଷରୁ ବିଶ୍ୱ କୋୟା ଗୋଣ୍ଡି ଭାଷାଦିବସ...
ପାଣିନାଳ ପାର ହୋଇହୋଇ ଚାଷ ଜମିକୁ ଯାଉଥିବା ବେଳେ ଜଳସ୍ରୋତରେ ଭାସି ଯାଇ ଚାଷୀର...
ମାଲକାନଗିରି,୨୨ା୭ (ଓଡିଆ ପୁଅ )ଚାଷ ଜମିକୁ ହଳକରିବାକୁ ଯାଉଥିବା ସମୟରେ ଜଳସ୍ରୋତରେ ଭାସି ଯାଇ ଜଣେ ଚାଷୀର ମୃତ୍ୟୁ ଘଟିଛି । ଏପରି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାସ୍ଥ ପଡିଆ ଥାନା...
୧୨ଲକ୍ଷଟଙ୍କାର ଗଜେଂଇ ସହ ୨ଟି ଗାଡି ଜବତ, ୫ ଜଣ ଗିରଫ
ମାଲକାନଗିରି,୨୨ା୭ (ଓଡିଆ ପୁଅ )ମାଲକାନଗିରି ଆଦର୍ଶ ଥାନା ଓ ଓରକେଲ ଥାନା ପୁଲିସ କୁ ମିଳିଛି ବଡ ସଫଳତା,ଏହି ଦୁଇଟି ଥାନାପୁଲିସ ପୃଥକ ପୃଥକ ସ୍ଥାନରେ ଚଢଉକରି ୧୨ଲକ୍ଷଟଙ୍କାର ଗଜେଂଇ ୨ଟି ଗାଡି...
କରୋନା କଟକଣା ମଧ୍ୟରେ ଶ୍ରୀଜିଉ ଙ୍କ ବାହୁଡା ଯାତ୍ରା
ମାଲକାନଗିରି,୨୦ା୭ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପି ଜନଜୀବନକୁ ଅତ୍ୟବ୍ୟସ୍ତ କରିପକାଇଥିବା ବେଳେ ସର୍ବସାଧାରଣ ରେ ବାହୁଡା ଯାତ୍ରା ନ ହୋଇ ମାଲକାନଗିରି ଜଗନ୍ନାଥ ମନ୍ଦିର ବେଢାରେ ପଟିଦିଅଁ...
ନାବାର୍ଡ ସଂସ୍ଥାର ୪୦ତମ ପ୍ରତିଷ୍ଟା ଦିବସରେ ମାଲକାନଗିରି ର ଆଦିବାସୀ ଯୁବତୀ ସମ୍ମାନିତ
ମାଲକାନଗିରି,୨୦ା୭ (ଓଡିଆ ପୁଅ ) ନାବାର୍ଡ ସଂସ୍ଥାର ୪୦ତମ ପ୍ରତିଷ୍ଟା ଦିବସ ପାଳନ ଅବସରେ ମାଲକାନଗିରି ଜିଲ୍ଲା ର ସମାରୀ ମୁଦୁଲି ନାମ କ ଜଣେ ଆଦିବାସୀ ଯୁବତୀଙ୍କୁ ତାଙ୍କର ଉଲେଖ୍ୟନିୟ ସଫଳତା...
ଔଷଧ ଦୋକାନରେ ଇଜେଂକସନ ନେବାପରେ ନାବାଳିକାର ମୃତ୍ୟୁ,ମେଡିକାଲ ଷ୍ଟୋର ସିଲ୍,ମାଲିକ ଥାନାରେ ଅଟକ
ମାଲକାନଗିରି,୧୯ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ଆମ୍ବାଗୁଡା ପଚାଂୟତ ମାଡକାମିଗୁଡା ଗ୍ରାମର ରାମଚନ୍ଦ୍ର ବାରିକଙ୍କ ୧୪ବର୍ଷର ଝିଅ ନିଳିମା ବାରିକ ଙ୍କ ଦେହ ହାତ ପେଟ ବଥାହେବାରୁ ପରିବାର...