Home ଓଡ଼ିଶା ବିଶ୍ୱ କୋୟା ଗୋଣ୍ଡି ଭାଷା ଦିବସ ପାଳିତି, ଲିପି ଓ ପୁସ୍ତକ ପ୍ରଚଳିତ କରିବା ପାଇଁ...

ବିଶ୍ୱ କୋୟା ଗୋଣ୍ଡି ଭାଷା ଦିବସ ପାଳିତି, ଲିପି ଓ ପୁସ୍ତକ ପ୍ରଚଳିତ କରିବା ପାଇଁ ଦାବି

84

ମାଲକାନଗିରି ,୨୨ା୭ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଅନୁସୁଚିତ ଜାତି ଓ ଜନଜାତି କର୍ମଚାରୀ ସଂଘ ସମ୍ମିଳନୀ କକ୍ଷରେ ଓଡିଶା କୋୟା ସମାଜ ପ କ୍ଷରୁ ବିଶ୍ୱ କୋୟା ଗୋଣ୍ଡି ଭାଷାଦିବସ ପାଳିତ ହୋଇଯାଇଛି । କେଉଁ ଆବାହନ କାଳରୁ ପ୍ରଚଳିତ ଏହି ଭାଷାକୁ ପ୍ରଚାର ପ୍ରସାର କରିବା ସହିତ ଏହାକୁ ୮ମ ଅନୁସୁଚିରେ ସାମିଲ କରିବା ସହିତ ଲିପି ପ୍ରଚଳିତ କରିବା ଓ କୋୟା ଗୋଣ୍ଡି ଭାଷାକୁ ବିଭିନ୍ନ ବିଦ୍ୟାଳୟରେ ପାଠ୍ୟପୁସ୍ତକ ରେ ସ୍ଥାନରଖିବା ପାଇଁ ଏହି ଅବସରେ ମଚାଂସିନ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଏହି ଅବସରେ ଦେବାପଡିଆମି,ଆନନ୍ଦ ମାଢି,ଦେବେନ୍ଦ୍ର ମାଡକାମି,ବୁଦ୍ରା କବାସୀ,ଭୀମସେନ ଓ୍ୟାଜଂମି,ଇର୍ମା ମାଡକାମି,କଷା ମାଡକାମି,ଲାକ ମାଢି, ନନଜ୍ଝେଦ୍ର କବାସୀ ପ୍ରମୁଖ ୁପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.