Snigdha Ray
ଜ଼ିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହାୟତାରେ ଗର୍ଭବତୀ ମହିଳାଙ୍କ ସଫଳ ଉଦ୍ଧାର,ଧାମନଗର...
ଭଦ୍ରକ, ୩୦ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ବନ୍ୟା ପରିସ୍ଥିତି ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ଯୋଗୁଁ ଆଜି ଜଣେ ପ୍ରସବ ବେଦନାରେ ପୀଡ଼ିତ ଗର୍ଭବତୀ...
ସୋମେଶ କୁମାର ଉପାଧ୍ୟାୟ ହେଲେ ଭଦ୍ରକର ନୂତନ ଜିଲାପାଳ
ଭଦ୍ରକ, ୩୦ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ୨୦୧୭ ମସିହାର ଆଇଏଏସ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭଦ୍ରକ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ...
ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କଲେ ଜିଲ୍ଲାପାଳ
ଭଦ୍ରକ, ୩୦ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାରେ ଲାଗି ରହିଥିବା ବନ୍ୟା ପରିସ୍ଥିତି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଓ ଦିଲୀପ ରାଉତରାୟ ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ଖଣ୍ଡତଡା ଓ...
ଗାନ୍ଧୀ ବିଚାର ମଞ୍ଚର ଗାଡ଼ି ମାଲିକ ସଂଘକୁ ନୈତିକ ସମର୍ଥନ
ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘ ସାତ ଦିନ ଧରି ଆମରଣ ଅନଶନ ରତ ଭଦ୍ରକ ଜିଲ୍ଲା ବିକାଶ ପରିଷଦ ଓ ଭଦ୍ରକ ଜିଲ୍ଲା ଟିପ୍ପର ମାଲିକ...
ଭଣ୍ଡାରିପୋଖରୀର ବନ୍ୟାଞ୍ଚଳ ବୁଲିଲେ ବିଧାୟକ ସଂଜୀବ, ଗାଡ଼ିରେ ବାଣ୍ଟିଲେ ଶୁଖିଲା ଖାଦ୍ୟ ଓ ଔଷଧ
ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଫୁଲୁଛି ବୈତରଣୀ ନଦୀ। ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ଜଳ ଯୋଗୁଁ ଜଳବନ୍ଦୀ ଅବସ୍ଥାରେ ବହୁ ଲୋକ ତ୍ରାହି ତ୍ରାହି...
ଭଦ୍ରକ ପୌରପାଳିକା ଓ ପଂଚାୟତର ବହୁ ପରିବାର ଜଳବନ୍ଦୀ, ସ୍ଥିତି ଅନୁଧ୍ୟାନ କଲେ ଭଦ୍ରକ...
ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାରା ଓଡ଼ିଶାରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଭଦ୍ରକ ସହରର ବିଭିନ୍ନ ଅଂଚଳ, ବିଶେଷକରି ୧ ରୁ ୫, ୧୦,...
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା
ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ସରସ୍ୱତୀ ଶିସୁ ବିଦ୍ୟା ମନ୍ଦିର ଭଦ୍ରକ ବନ୍ତରେ ଶ୍ରୀ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ...
ଶରଧା ବାଲି ସମ୍ମାନରେ ତୁଳସୀ ମଞ୍ଜରୀ ନାୟକ
ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶରଧାବାଲି ପୁରୀ ଠାରେ ମହାପ୍ରଭୁଙ୍କ ସୁନାବେଶ ଅବସରରେ ଆମ ପରିବାର ଓ ରାଜଧାନୀ ସଂଗ୍ରାମୀ ସେବା ସଂଘର ମିଳିତ ଆୟୋଜନରେ ସେବା...
କିଶୋର ନ୍ୟାୟ ଆଇନ ଶୀର୍ଷକ କର୍ମଶାଳା, ଶିଶୁଙ୍କ ସର୍ବୋତମ ସ୍ୱାର୍ଥକୁ ନିଶ୍ଚିତ କରିବା ଦିଗରେ...
ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସଂଯୋଗ, କଟକ ପକ୍ଷରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ କମିଟି, ଭଦ୍ରକଙ୍କ ମିଳିତ...
ଧାମନଗରରେ ଅଭାବନୀୟ ଘଟଣା, ବନ୍ୟା ପାଣିରୁ ସାମଗ୍ରୀ ସୁରକ୍ଷିତ ରଖିବା ବେଳେ ବିଦ୍ୟୁତ୍ ଆଘାତରେ...
ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ଏନ.ଏ.ସି. ଅନ୍ତର୍ଗତ ୯ ନମ୍ବର ୱାର୍ଡର ପଠାନ ମହଲା ସାମସୁଦିନି ଖାଁ ଧାମନଗର - ଫଳପୁର ରାସ୍ତା ପାଖରେ ରହୁ...
ଧାମନଗରରେ ବୈତରଣୀ ଓ ଗେଙ୍ଗୁଟି ବନ୍ୟାର ପ୍ରଳୟଙ୍କାରୀ ରୂପ: ୨୭ଟି ପଂଚାୟତ ଜଳବନ୍ଦୀ, ବାହ୍ୟ...
ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଲଗାତାର ପାଂଚ ଦିନର ଅବିଶ୍ରାନ୍ତ ବର୍ଷା ଏବଂ ବୈତରଣୀ–ଗେଙ୍ଗୁଟି - କୋଚିଳା ନଦୀର ପ୍ରଳୟଙ୍କାରୀ ବନ୍ୟାଜଳ ଆଜି ଧାମନଗର ବ୍ଲକର ଜନଜୀବନକୁ...
ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି : ୫ଟି ବ୍ଲକର ୩୨୨ଟି ଗ୍ରାମ ପ୍ରଭାବିତ, ୫୪...
ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଭଦ୍ରକଙ୍କ...
ସହକାରୀ ଅଧ୍ୟାପକ ଡ. ଅଭିମନ୍ୟୁ ଦାସଙ୍କ ଅକାଳ ବିୟୋଗରେ ସରକାରୀ ଶିକ୍ଷକ ସଂଘର ଶୋକସଭା
ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଭୁବନେଶ୍ୱରର ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଡ଼. ଅଭିମନ୍ୟୁ ଦାସଙ୍କ ପୁରୀରେ ବାହୁଡ଼ା ଯାତ୍ରା...
ରାମେଶ୍ୱର ସାହିତ୍ୟ ସଂସଦର ବର୍ଷା ଆସର
ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ରାନ୍ଦିଆସ୍ଥିତ ସନ୍ତୋଷ ଭବନରେ ରାମେଶ୍ୱର ସାହିତ୍ୟ ସଂସଦର ବର୍ଷା ଆସର ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଦୁଃଶାସନ...
ସେବାଗୌରବ ସମ୍ମାନରେ ସମ୍ମାନିତ ହେଲେ ଭଦ୍ରକ ଜିଲ୍ଲାପାଳ, ସଂଗ୍ରାମୀ ମାୟାଧର ଦାସ ପୁସ୍ତକ ଲୋକାର୍ପିତ,ସେବା...
ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରୀକଳର ନିୟମ, ନିର୍ଦ୍ଦେଶ ଓ ସାହିତ୍ୟ, ସଂସ୍କୃତିକୁ ସମ୍ମାନ ଦେଇ ନିଜର କର୍ତବ୍ୟକୁ ଗୁରୁତ୍ୱ ଦେଇ ନିରହଂକାର କାର୍ଯ୍ୟଦକ୍ଷତା , ଲୋକାଭିମୁଖୀ...
ବନ୍ୟାସ୍ଥିତି ଅନୁଧ୍ୟାନ କଲେ ବିଧାୟକ ସଂଜୀବ୍ ମଲ୍ଲିକ
ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉପର ମୁଣ୍ଡରେ ଲଗାଇ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ ନଦୀ । ଭଣ୍ଡାରିପୋଖରୀ ବନ୍ତ ର ତେସିଙ୍ଗ ଗ୍ରାମ ପଂଚାୟତ ର...
ଲଗାଣ ବର୍ଷାରେ ଅନେକ ଗାଁ ଜଳବନ୍ଦୀ, ଓଳମ-ଡଅଁର, କାଦବରାଙ୍ଗ-ବନ୍ତଳା ଯୋଗାଯୋଗ ବିଚ୍ଛିନ୍ନ, ପାଣି ଘେରରେ...
ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସୋମବାର ମଧ୍ୟାହ୍ନରେ ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ଏହି ଜିଲ୍ଲା ଦେଇ ଯାଇଥିବା ବୈତରଣୀ, ସାଳନ୍ଦୀ,...
ଭଦ୍ରକରେ ଲଗାଣ ବର୍ଷାର ତାଣ୍ଡବ, ସାଳନ୍ଦୀ ନଦୀ ବନ୍ଧର ୧୦୦ ଫୁଟ ଧସିଲା, ବନ୍ୟା...
ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଏବଂ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ବନ୍ୟା ପରିସ୍ଥିତି ଉଦ୍ୱେଗଜନକ ରୂପ ନେଇଛି। ଗତ...
ଲଗାଣ ବର୍ଷା ପ୍ରଭାବ: ଆଜି ଓ ଆସନ୍ତକାଲି ଭଦ୍ରକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ...
ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରେ ଲଗାତାର ବର୍ଷା ଜାରି ରହିଥିବାରୁ ଜିଲାପାଳ ଡ. ଦିଲୀପ ରାଉତରାଏଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ...
ପ୍ରବଳ ବର୍ଷା: ଧାମନଗରରେ ସର୍ବାଧିକ ୧୫୫ ମି.ମି. , ବୈତରଣୀ ଓ କୋଚିଳା ନଦୀର...
ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ଜିଲ୍ଲାରେ ହାରାହାରି ୧୦୪.୬୩ ମିଲିମିଟର ବର୍ଷା...
























