Snigdha Ray
ବିଟିପୁର ଝୁଲଣ ଯାତ୍ରା ଉଦ୍ଯାପିତ
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶ୍ରାବଣ ମାସ ଶୁକ୍ଳ ପକ୍ଷର ଏକାଦଶୀ ଠାରୁ ପବିତ୍ର ଝୁଲଣ ଯାତ୍ରା ଆରମ୍ଭ ହୋଇ ଗହ୍ମା ପୂର୍ଣ୍ଣମିରେ ଶେଷ ହୋଇଥାଏ ।...
ଋଣଭାର ଓ ବନ୍ୟା କ୍ଷତି ,ଧୂଷୁରୀରେ ଚାଷୀଙ୍କ ଚରମ ପଦକ୍ଷେପ, ଗଛରେ ଝୁଲୁଛି ମୃତଦେହ
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରକୃତିର କରାଳ ରୂପ ଏବଂ ବର୍ଦ୍ଧିତ ଋଣଭାର ବୋଝ ସହି ନପାରି ଶେଷରେ ଜୀବନ ହାରିଛନ୍ତି ଜଣେ ଦିଗହରା ଚାଷୀ। ଭଦ୍ରକ...
ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲିଫି ସାମଗ୍ରୀ ହଡ଼ପକୁ ନେଇ ତାତିଲେ ବିପନ୍ନ,ଅର୍ଦ୍ଧାଧିକ ସାମଗ୍ରୀ ନଥିବାରୁ ଫେରାଇ...
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀ ଓ ସାଳନ୍ଦୀ ନଦୀରେ ଆସିଥିବା ୪ଥର ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଥିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର, ଓଳଗ, ନାନ୍ଦପୁର,...
ଓଲଟିଲା କୁକୁଡ଼ା ବୋଝେଇ ଗାଡ଼ି
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥର ଅର୍ଣ୍ଣପାଳ ଠାରେ ଏକ କୁକୁଡ଼ା ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ରାତିରେ ଅସୁରାଳି ଆଡୁ...
ଚାଷୀ ପଞ୍ଜିକରଣ ଅବଧି ୭ ଦିନ ବୃଦ୍ଧି, ଉପକୃତ ହେବେ ୪୦ ହଜାରରୁ ଉର୍ଦ୍ଧ୍ୱ...
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାଷୀ ପଞ୍ଜିକରଣର ଅବଧି ସରକାର ଆଉ ୭ଦିନ ବୃଦ୍ଧି କରିବା ପରେ ଜିଲ୍ଲାର ଚାଷୀ ମହଲରେ ସନ୍ତୋଷ ପ୍ରକାଶ ପାଇଛି। ଆସନ୍ତାକାଲି...
ରାଜପଥ ପାଶ୍ୱର୍ରୁ ଅଜଣା ମୃତଦେହ ଉଦ୍ଧାର
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଛତାବର ଛକ ନିକଟ ଇଣ୍ଡିଆନ ଅଏଲ ପେଟ୍ରେଲ ପମ୍ପ...
ପୋଲିସ ଅଧିକାରୀଙ୍କୁ ବାନ୍ଧିଲା ପୋଲିସ,ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ, ଟାଉନ୍ ଥାନା...
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଜଣେ କାର୍ଯ୍ୟରତ ପୋଲିସ ସବ୍-ଇନ୍ସପେକ୍ଟରଙ୍କୁ ତାଙ୍କ ନିଜ ବିଭାଗର ପୋଲିସ ଗିରଫ...
ଚାଷୀଙ୍କ ସଙ୍କଟ ସମୟରେ ସାହାଯ୍ୟର ହାତ ବଢ଼ାଇଲେ ଯୁବ ସମାଜସେବୀ ଦେବୀ ପ୍ରସାଦ,ଅସ୍ଥାୟୀ ବନ୍ଧ...
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଦଶମୌଜା କେନାଲର ଘାଇ ଏବଂ ମାଲେରିୟାରୁ ଧଳି ପର୍ଯ୍ୟନ୍ତ ଯାଇଥିବା ନାଳରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ମୁକୁନ୍ଦପୁର, ଝିଙ୍କିରୀୟା,...
ଓଟିପି ନେଇ ଭୋଟର ତାଲିକାରେ କାରସାଦି ଅଭିଯୋଗ,୧ ରେ ଏନଏସି ଅଫିସ ଆଗରେ ଧାମନଗର...
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭୋଟର ତାଲିକାରୁ ଯୋଗ୍ୟ ନାଗରିକଙ୍କ ନାମ କାଟିବା ପାଇଁ ଜାଲିଆତି ଓ ଚଞ୍ଚକତା କରାଯାଉଥିବା ନେଇ ଧାମନଗର ନଗର ବିଜୁ ଜନତା...
ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଶନିବାର ଦିବା ୧୧ଟା ସମୟରେ ଅଧ୍ୟକ୍ଷ ଡ. ନିତ୍ୟାନନ୍ଦ ମିଶ୍ରଙ୍କ ପୌରୋହିତ୍ୟରେ ସଂସ୍କୃତ ସପ୍ତାହର ଉଦ୍ଯାପନୀ ସମାରୋହ...
ମୁଖ୍ୟମନ୍ତ୍ରୀଙ୍କୁ ସୁଭାଦ୍ରା ମା ଙ୍କ କୃତଜ୍ଞତା
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶୁକ୍ରବାର ମା ମାନଙ୍କୁ ସୁଭଦ୍ରା ଅର୍ଥର ପଚଂମ କିସ୍ତି ମିଳିଛି । ଏନେଇ ବନ୍ତ ବ୍ଲକ ମହତାବ ମଣ୍ଡଳ ବିଜେପି ଅଧିନ...
ପୂଜକ ରାମଚନ୍ଦ୍ର ଦାଶଙ୍କ ସ୍ମୃତିସଭା
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗରପଡା ଭବାନୀଗଞ୍ଜ ଗ୍ରାମର ମନ୍ଦିର ପୂଜକ ରାମବନ୍ଦ୍ର ଦାଶଙ୍କ ଏକାଦଶାହ ଅବସରରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଗୋପାଳକୃଷ୍ଣ ଦାଶଙ୍କ ଆବାହକତ୍ୱରେ...
ଆଦର୍ଶ ଶିକ୍ଷକ ସୁରେଶ ଦାଶଙ୍କ ପରଲୋକ
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ ଅଣିଜୋ ପଚାଂୟତ ଇଟୁଆ ଗ୍ରାମର ଆଦର୍ଶଶିକ୍ଷକ ତଥା ସଫଳ କ୍ରୀଡାବିତ୍ ସୁରେଶ ଦାଶ(୬୮)ଙ୍କ ହୃଦ୍ଘାତରେ ପରଲୋକ...
ରକ୍ଷାବନ୍ଧନ ବନ୍ଧୁତା ଓ ଦୀର୍ଘାୟୁର ଅବିସ୍ମରଣୀୟ ପର୍ବ
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତି, ଭଦ୍ରକ ଓ କେତେକ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ସଦସ୍ୟଙ୍କ ସହଯୋଗୀତାରେ ଭଦ୍ରକସ୍ଥ ଚାରିଘରିଆ...
ସରସ୍ୱତୀ ବେଦପାଠଶାଳାରେ ଶ୍ରାବଣୀ ଉପାକର୍ମ ଓ ବାର୍ଷିକୋତ୍ସବ
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରସ୍ୱତୀ ବୈଦିକ ବିଦ୍ୟାପୀଠରେ ଶ୍ରାବଣୀ ପୂର୍ଣ୍ଣିମା ଉପାକର୍ମ ଓ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଡ଼. ସଦାନନ୍ଦ ଦୀକ୍ଷିତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ସରସ୍ୱତୀ...
କୋଡ଼ବରୁଆଁ ଗ୍ରାମରେ ଶ୍ରଦ୍ଧା ଓ ଉଲ୍ଲାସର ସହ ପାଳିତ ହେଉଛି ପବିତ୍ର ଝୁଲଣ ଯାତ୍ରା,ଜମୁଛି...
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡ଼ବରୁଆଁ ଗ୍ରାମରେ ଧୂମଧାମରେ ପାଳିତ ହେଉଛି ଶ୍ରୀ ଶ୍ରୀ ରାଧା ଗୋବିନ୍ଦଙ୍କ ପବିତ୍ର ଝୁଲଣ ଯାତ୍ରା ମହୋତ୍ସବ।...
ଗେଲଟୁଆରେ ଶ୍ରୀ ଶ୍ରୀ ଗୋପାଲ ଜୀଉଙ୍କ ଝୁଲଣ ଯାତ୍ରା,ସାତ ଦିନ ଧରି ଭକ୍ତି ଓ...
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପରମ୍ପରା, ଭକ୍ତି ଓ ଭାଇଚାରାର ଅନନ୍ୟ ସମନ୍ୱୟରେ ଭଦ୍ରକ ବ୍ଲକ ଅନ୍ତର୍ଗତ ଗେଲଟୁଆ ପଂଚାୟତର ସାନ ମହାନ୍ତି ସାହିରେ ଶ୍ରୀ ଶ୍ରୀ...
ସଂଗୀତ ବିଦ୍ୟାଳୟ ଦ୍ୱାରା ଗଙ୍ଗାଧର ମେହେର ଜୟନ୍ତୀ ପାଳିତ
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ସଂସ୍କୃତି ଭବନରେ ଅର୍ଣ୍ଣପାଳସ୍ଥ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ସଂଗୀତ ବିଦ୍ୟାଳୟ ଆନୁକୁଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଏକ...
ତିହିଡି଼ ସତ୍ୟସାଇ ସେବା ସମିତି ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସମିତିର ଆବାହକ ସଞ୍ଜୟ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତ...
ଇନଭର୍ଟର ଓ ବ୍ୟାଟେରୀ ଚୋରି ଅଭିଯୋଗରେ ୩ଯୁବକ ଗିରଫ
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ଅଧୀନ ପୀରହାଟ ମଝିବଜାରରେ ରହୁଥିବା ଡା.ବଲେଇ ଚନ୍ଦ୍ର ମିଶ୍ରଙ୍କ ଘରୁ ବ୍ୟାଟେରୀ ଓ...
























