Home ଜିଲ୍ଲା ପରିକ୍ରମା ସମାଜସେବୀ ବିଷ୍ଣୁମୋହନ ସାହୁଙ୍କ ସ୍ମୃତିଚାରଣ ସଭା

ସମାଜସେବୀ ବିଷ୍ଣୁମୋହନ ସାହୁଙ୍କ ସ୍ମୃତିଚାରଣ ସଭା

2
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମାଜସେବୀ ବିଷ୍ଣୁମୋହନ ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠିତ ଏହି ଶ୍ରାଦ୍ଧବାର୍ଷିକୀରେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ ଯୋଗଦେଇ ସମାଜସେବା କ୍ଷେତ୍ରରେ ଶ୍ରୀ ସାହୁଙ୍କ ଅବଦାନ ସଂପର୍କରେ ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ସମାଜସେବୀ ରାଧା ଦାସ, ଆଇନ୍‌ଜୀବୀ ରାଧା ଦାସ, ପୂର୍ବତନ ଜିଲା ପରିଷଦ ସଦସ୍ୟ ଅସିତ୍ ପାଣିଗ୍ରାହୀ, ଶରତ ପଢିହାରୀ, ରଜନ ସ୍ୱାଇଁ, ରତିକାନ୍ତ ପରିଡା, ସମାଜସେବୀ ବିଭୁ ପ୍ରସାଦ ଜେନା, ପଙ୍କଜ ବଳ, ପ୍ରଭାତ ମହାନ୍ତି, ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ସାହୁଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ସ୍ମୃତିଚାରଣ କରିଥିଲେ। ଏହି ସ୍ମୃତିଚାରଣ ସଭାକୁ ଜିତେନ୍ଦ୍ର ସାହୁ, ସମରେନ୍ଦ୍ର ସାହୁ, ଅମରେନ୍ଦ୍ର ସାହୁ, କବିତା ମହାପାତ୍ର ଓ ପରିବାର ବର୍ଗ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.