Home Authors Posts by Snigdha Ray

Snigdha Ray

7261 POSTS 0 COMMENTS

ଭଦ୍ରକ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟରେ ୮୦ ତମ ସ୍ୱାଧିନତା ଦିବସ ପାଳିତ

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟରେ ୮୦ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟାଳୟରେ ଜାତୀୟ ପତକା ଉତୋଳନ କରିଥିଲେ ଭଣ୍ଡାରିପୋଖରୀ...

ଭାଉଜର ସୁନା ଅଳଙ୍କାର ଚୋରି କଲା ଦିଅର, ଫେରାର ଦିଅର ଗିରଫ, ସମସ୍ତ ଚୋରି...

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଜଳମଣ୍ଡୁଆ ପଂଚାୟତର କରଞ୍ଜି ଗୁଣୁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଖାନା ଯାଇଥିବା...

ଭଦ୍ରକରେ ବନ୍ୟା ପରିସ୍ଥିତି ନେଇ ଛୁଟି ବାତିଲ, କର୍ମଚାରୀଙ୍କୁ ତୁରନ୍ତ ଡ୍ୟୁଟିରେ ଯୋଗଦେବା ପାଇଁ...

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆଜି ଏକ ଜରୁରୀ ନିର୍ଦ୍ଦେଶ...

ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା,ଉତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ: ୧୬ରୁ ୧୮ ଅଗଷ୍ଟ ସମୁଦ୍ର ଅଶାନ୍ତ ରହିବ

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ–ଉତର ଓଡ଼ିଶା ଉପକୂଳ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉପରି ବାୟୁମଣ୍ଡଳରେ ଥିବା...

ଆଖୁଆପଦା ଆନିକଟରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ ସଂଜୀବ ମଲ୍ଲିକ

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାର ଲାଗିଛି। ଫୁଲୁଛି ବୈତରଣୀ ନଦୀ ।...

ଆତ୍ମହତ୍ୟା କଲେ ଭଦ୍ରକର ଯୁବ ଆଇନଜୀବୀ ସୁଶ୍ରୀ ମୋନାଲିସା ମହାପାତ୍ର

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଯୁବ ଆଇନଜୀବି, ଓକିଲ ସଂଘର ସଦସ୍ୟ ସୁଶ୍ରୀ ମୋନାଲିସା ମହାପାତ୍ର ଆତ୍ମହତ୍ୟା କରିଛନ୍ତି। ତେବେ ସେ ନିଜ ପୈତୃକ ଗ୍ରାମ...

ଚାନ୍ଦବାଲିରେ ବଢୁଛି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର, ୪ଟି ପଂଚାୟତରେ ବନ୍ୟା ପରିସ୍ଥିତି...

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ତଳିଆ ଅଂଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ୪ଟି ପଂଚାୟତର ୨୪ଟି ଗାଁ...

ଧାମନଗରରେ ତୃତୀୟ ବନ୍ୟା ଆତଙ୍କ, ତିନିଦିନ ହେଲା ନିଖୋଜ ଚାଷୀ, ସ୍ଥିତି ସମୀକ୍ଷା କଲେ...

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ରେ ଦ୍ୱିତୀୟ ବନ୍ୟା କ୍ଷତିରୁ ଲୋକେ ସମ୍ପୂର୍ଣ୍ଣ ଭାବେ ମୁକୁଳି ନଥିବାବେଳେ ପୁନର୍ବାର ତୃତୀୟ ବନ୍ୟା ଧାମନଗର...

ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି : ୧ ଲକ୍ଷ ୭ ହଜାର ୭୭୩ ଜଣଙ୍କୁ...

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍‌ଭାବନା ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବି ନାରାୟଣ ସାହୁ ଜିଲ୍ଲାର...

୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଭଦ୍ରକରେ ପାଳିତ

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ସ୍ଥାନୀୟ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରର ଖେଳ ପଡିଆଠାରେ ଜିଲ୍ଲାପାଳ ସୋମେଶ କୁମାର...

ମାକ୍ରୋୱେବ ଟେକ୍ନୋଲୋଜିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ, ନବସଂଶୋଧିତ ‘ବନ୍ଦେ ମାତରମ୍‌’ ପରିବେଷଣ ମୁଖ୍ୟ...

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକସ୍ଥିତ ମାକ୍ରୋୱେବ ଟେକ୍ନୋଲୋଜି ପରିସରରେ ଦେଶର ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶଭକ୍ତିର ଭାବନାରେ ପାଳିତ ହୋଇଛି । ଏହି...

ହଦଗଡ ଡ୍ୟାମ୍‌ରେ ୨ଟି ରେଡିଏଲ୍ ଓ ୩ଟି ଅଣ୍ଡର ସୁଇଚ୍ ଗେଟ୍‌ରେ ୧୦୧ କ୍ୟୁମେକ...

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାଳନ୍ଦୀ ନଦୀର ଉପରମୁଣ୍ଡରେ ଲଗାଣ ଲଘୁଚାପ ଜନିତ ବର୍ଷ ଯୋଗୁଁ ହଦଗଡ ଡ୍ୟାମ୍‌ର ଜଳଭଣ୍ଡାର ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳଭଣ୍ଡାରକୁ...

ଭଦ୍ରକ ସାମ୍ବାଦିକ ଭବନରେ ସ୍ୱାଧୀନତା ଦିବସ ପାଳିତ

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନୂତନ ଭାବେ ଭଦ୍ରକ ଟାଉନ ରେ ଉଦ୍ଘାଟନ ହୋଇଥିବା ଭଦ୍ରକ ସାମ୍ବାଦିକ ଭବନ ସମ୍ମୁଖରେ ଜିଲ୍ଲା ସାମ୍ବାଦିକଙ୍କ ପକ୍ଷରୁ ସ୍ୱାଧୀନତା ଦିବସ...

ସ୍ୱାଧୀନତା ଦିବସ ଅବସରରେ ଭଦ୍ରକ ବରପୁତ୍ରମାନଙ୍କୁ ଅଣଦେଖା

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡ଼ିଶାର ବରପୁତ୍ରମାନଙ୍କ ସ୍ମୃତିଚାରଣ ନିମନ୍ତେ ସହରର ମୁଖ୍ୟ ରାସ୍ତାରେ ଫଟୋଚିତ୍ର ଲଗାଯାଇଛି। ତେବେ ଏହି...

ରାଜ୍ୟ ବରିଷ୍ଠ ସାମ୍ବାଦିକ ସଙ୍ଘ ବୈଠକରେ ଦାବୀ, ସାମ୍ବାଦିକ ପେନସନ ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟଙ୍କ...

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟରେ ବରିଷ୍ଠ ସାମ୍ବାଦିକ ପେନସନ ପ୍ରସଙ୍ଗରେ ମାନ୍ୟବର ଓଡିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଧେଶକୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ...

ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର

0
ଭଦ୍ରକ, ୧୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ଶିବିର ବେଷ୍ଟ୍ ଇଞ୍ଜିନିୟରିଂ କଲେଜରେ...

ବନ୍ତ ଓ ଆଗରପଡାରେ ସାଇବର ସଚେତନତା

0
ଭଦ୍ରକ, ୧୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଆଗରପଡା ଥାନା ପରିସରରେ ଆଜି ବରିଷ୍ଠ ନାଗରିକ ମାନଙ୍କୁ ନେଇ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।...

ଆଗରପଡା କଲେଜରେ ହର୍‌ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

0
ଭଦ୍ରକ, ୧୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଆଗରପଡା ମହାବିଦ୍ୟାଳୟରେ ହର୍‌ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଆନୁଷ୍ଠାନିକ ଭାବେ...

ଜାଗୁଳା ଗ୍ରାମ ପଂଚାୟତ ହାଇସ୍କୁଲରେ ସାଇବର କ୍ରାଇମ ସଚେତନତା

0
ଭଦ୍ରକ, ୧୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଜାଗୁଳା ପଂଚାୟତରେ ଥିବା ଗ୍ରାମ ପଂଚାୟତ ହାଇସ୍କୁଲରେ ଧାମରା ସାମୁଦ୍ରିକ ଥାନା ପକ୍ଷରୁ ଏକ ସାଇବର...

ଧାମରା ଥାନାଧିକାରୀ ପୁଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରା ଡିକ୍ସ ସମ୍ମାନରେ ସମ୍ମାନିତ

0
ଭଦ୍ରକ, ୧୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରା ଥାନାର ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ପୁଲିସ ମହାନିର୍ଦେଶକଙ୍କ ଦ୍ୱାରା ଡିକ୍ସ ସମ୍ମାନରେ ସମ୍ମାନିତ...