Santosh Kumar Pati
ପାଟଣା ବ୍ଲକରେ ୟୁରିଆ ସାରର କଳା ବଜାରୀ ପ୍ୟାକେଟ ପିଛା ୫୦୦ ଟଙ୍କାରେ ବିକ୍ରି
ପାଟଣା ୧୪-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ପାଟଣା ଓ ରାଜନଗର ଲ୍ୟାମ୍ସ ଅଧିନରେ ଥିବା ଡୁମୁରିଆ, ପାଟଣା, କେନ୍ଦେଇପଶି, ଏରେଣ୍ଡଇ, ରାଜନଗର, ଯମୁନାପଶି ଓ ଚେମେଣା...
୬ ଦଫା ଦାବି ନେଇ ଆୟୁଷ ଡାକ୍ତରଙ୍କ ପ୍ରତିବାଦ ଧର୍ମଘଟ
ପାଟଣା ୬-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ୬ ଦଫା ଦାବି ନେଇ କାର୍ଯ୍ୟରତ ଆୟୁଷ ଡାକ୍ତର ସାରା ରାଜ୍ୟରେ ଧର୍ମଘଟକୁ ଓହ୍ଲାଇଛନ୍ତି। କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜୀ ଲଗାଇ ଆୟୁଷ...
ବୃଦ୍ଧଙ୍କ ଉପରେ ଚଢ଼ିଗଲା ଚାଉଳ ବୋଝେଇ ଟ୍ରକ – ଦୁର୍ଘଟଣା ଘଟାଇ ଗାଡି ଫେରାର
ପାଟଣା ୧-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) - ପାଟଣା କେନ୍ଦୁଝର ରାସ୍ତାର କେନ୍ଦେଇପଶି ପୋଷ୍ଟ ଅଫିସ ନିକଟରେ ଆଜି ସନ୍ଧ୍ୟାରେ ଏକ ଚାଉଳ ବୋଝେଇ ଟ୍ରକ ଜଣେ ବୃଦ୍ଧଙ୍କ ଉପରେ ଚଢିଯିବାରୁ ବୃଦ୍ଧଙ୍କ...
ପ୍ରକାଶ ପାଇଲା ମ୍ୟାଟ୍ରିକ ଫଳାଫଳ ରଶ୍ମିତା ବ୍ଲକ ଟପର
ପାଟଣା ୨୯-୭ (ଓଡ଼ିଆ ପୁଅ/ସନ୍ତୋଷ ପତି) : ସାରା ରାଜ୍ୟରେ ମ୍ୟାଟ୍ରିକ ପରୀକ୍ଷା ର ଫଳ ବୁଧବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲା ପାଟଣାବ୍ଲକ ର ବେସରକାରୀ ବିଦ୍ୟାଳୟ ର ପରୀକ୍ଷା ଫଳ...
କ୍ୱାରେଣ୍ଟାଇନ ସେଣ୍ଟରରୁ ଅବଧି ଶେଷ ପୂର୍ବରୁ ପଳାଇ ଆସିଥିବା ବ୍ୟକ୍ତିଙ୍କ କରୋନା ପିଜେଟିଭ ଚିହ୍ନଟ...
ପାଟଣା- ୨୭-୭ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲାରେ ଦିନ କୁ ଦିନ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଥିବା ବେଳେ ଗତ ଶନିବାର ସାହାରପଡା ବ୍ଲକର ରାମଚନ୍ଦ୍ରପୁର ଟି ଏମ୍ ସି...
ବଜ୍ରପାତରେ ବୋହୂ ମୃତ, ଶାଶୁ ସମେତ ଦୁଇ ଗୁରୁତର
ପାଟଣା ୨୪-୭ (ଓଡ଼ିଆ ପୁଅ/ସନ୍ତୋଷ ପତି) - କେନ୍ଦୁଝର ଜିଲ୍ଲା ପାଟଣା ଥାନା ରାଇଡିହl ପଞ୍ଚଯାତ ଜରକାଣି ଗ୍ରାମର କାଳନ୍ଦୀ ମାଝୀଙ୍କ ପତ୍ନୀ ସନ୍ଧ୍ୟାରାଣୀ କିସ୍କୁଙ୍କ ବଜ୍ରଘାତରେ ମୃତ୍ୟୁ ଘଟିଛି। ଗୁରୁବାରଦିନ ନିଜ...
ପାଟଣା ବ୍ଲକରୁ କାଳିଆ ଟଙ୍କା ଫେରାଇବେ ୪୪୪ ଜଣ ହିତାଧିକାରୀ
ପାଟଣା - ୨୪-୭ (ଓଡ଼ିଆ ପୁଅ/ସନ୍ତୋଷ ପତି) ନିର୍ବାଚନ ପୂର୍ବରୁ କାଳିଆ ଯୋଜନାରେ ମିଳିଥିବା ସହାୟତା ରାଶି ଫେରାଇବାକୁ ପଡ଼ିବ। ଅଯୋଗ୍ୟ ହିତାଧୀକାରୀଙ୍କୁ ଚିହ୍ନଟ କରି ଶୀଘ୍ର ଟଙ୍କା ଆଦାୟ କରିବାକୁ ରାଜ୍ୟ...
ଦେହରେ ଗରମ ପାଣି ପଡି ବାଳକ ଗୁରୁତର
ପାଟଣା ୧୪-୬ (ଓଡ଼ିଆ ପୁଅ/ସନ୍ତୋଷ ପତି) - କେନ୍ଦୁଝର ଜିଲ୍ଲା ଖଡ଼ିକାପଡା ଗୋହିରା ସାହିରେ ରଜରେ ଘଟିଛି ଅଘଟଣ। ରଜ ପାଇଁ ଘୁଷୁରୀ କାଟୁଥିବା ସମୟରେ ଦେହରେ ଗରମ ପାଣି ପଡି ଯିବାରୁ...
ଅଟେଇ ସଂରକ୍ଷିତ ଜଙ୍ଗଲରୁ ଶାଗୁଆନ ଗଛ ଚୋରା ଚାଲାଣ ହେଉଥିବା ବେଳେ କାଠ ଜବତ...
ପାଟଣା ୧୪-୬ (ଓଡ଼ିଆ ପୁଅ/ସନ୍ତୋଷ ପତି) - କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ କାଳିଘାଇ ଅଟେଇ ସଂରକ୍ଷିତ ଜଙ୍ଗଲରୁ ବିଲମ୍ବିତ ରାତିରେ ଶାଗୁଆନ ଗଛ ଚୋରା ଚାଲାଣ ହେଉଥିବା ବେଳେ କାଳିଘାଇ ବନ...
ଲ୍ୟାମ୍ପରେ ଧାନ ବିକ୍ରି କରି ଟଙ୍କା ପାଇ ପାରିଲେନି ଚାଷୀ ପ୍ରତିବାଦରେ ବ୍ଲକ ଅଫିସ...
ପାଟଣା ୨୬-୫ (ଓଡ଼ିଆ ପୁଅ/ସନ୍ତୋଷ ପତି) - ଦୁଇମାସ ହେଲା ଲ୍ୟାମ୍ପ ରେ ଧାନ ବିକ୍ରି କରି ମଧ୍ୟ ଏଯାଏଁ ଧାନ ବିକ୍ରି ଟଙ୍କା ଚାଷୀ ପାଇ ପାରି ନାହାନ୍ତି କେନ୍ଦୁଝର ଜିଲ୍ଲା...
ପାଟଣା ବ୍ଲକରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ
ପାଟଣା ୨୬-୫ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ରେ ଜଣେ ଗୁଜୁରାଟ ଫେରନ୍ତା ଯୁବକଙ୍କର କରୋନା ପିଜେଟିଭ ଚିହ୍ନଟ ହୋଇଛି। ପାଟଣା ବ୍ଲକ୍ ପ୍ରଶାସନ, ପାଟଣା ସ୍ବାସ୍ଥ୍ୟ...
ଧାନ ବିହନ ବଣ୍ଟନ ବେଳେ ଉତ୍ତେଜନା
ପାଟଣା ୨୬-୫ (ଓଡ଼ିଆ ପୁଅ/ସନ୍ତୋଷ ପତି) - ପାଟଣା ଲ୍ୟାମ୍ପରେ ଧାନ ବିହନ ବଣ୍ଟନ ବେଳେ ଲ୍ୟାମ୍ପ ସମ୍ମୁଖରେ ପ୍ରବଳ ଉତ୍ତେଜନା ଦେଖାଦେଉଛି। ମଙ୍ଗଳ ବାର ଚାଷୀଙ୍କୁ ବିହନ ଧାନ ବଣ୍ଟନ କରାଯାଉଥିବା...
ରସିକିଆ ଜି.ଆର.ଏସ୍ କୁ ଗିରଫ କଲା ପୋଲିସ
ପାଟଣା ୧୪-୫ (ଓଡ଼ିଆ ପୁଅ/ସନ୍ତୋଷ ପତି) - ତୁରୁମୁଙ୍ଗା ଥାନା ଯମୁନା ପଶି ପଞ୍ଚାୟତରେ ଗତ ଶନିବାର ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ହାତ ବନ୍ଧା ଫୋଟ ଭାଇରଲ ହୋଇଥିଲା। ଉକ୍ତ ଯୁବକ...
ଶ୍ରମିକଙ୍କୁ କରୋନା ଦେଲା କରୁଣ ଦୁଃଖ : ୩୫୦ କି ମି ଦୂର ଭିଟାମାଟିକୁ...
ପାଟଣା ୧-୫ (ଓଡ଼ିଆ ପୁଅ/ସନ୍ତୋଷ ପତି) : ଆଜି ଶ୍ରମିକ ଦିବସ ଶ୍ରମିକମାନଙ୍କ ପାଇଁ ଦିନଟିଏ। କିନ୍ତୁ ଶ୍ରମିକମାନଙ୍କୁ କରୋନା ଦେଇଛି କରୁଣ ଦୁଃଖ। ଯାଜପୁର ଡୁବୁରୀ ସ୍ଥିତ ଟାଟା ଷ୍ଟିଲରେ ଶ୍ରମିକ...
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୧୧, ୪୦୦ ଟଙ୍କା ସହାୟତା ରାଶି ପ୍ରଦାନ କଲେ...
ପାଟଣା ୨୮-୪ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତର ମହିଳା ମହାସଙ୍ଘ ପକ୍ଷରୁ କରୋନା ମହାମାରୀ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି...
ଯାଜପୁର ଅଞ୍ଚଳର ୧୯ଜଣ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖିଲା ପ୍ରଶାସନ
ପାଟଣା ୨୭-୪ (ଓଡ଼ିଆ ପୁଅ/ସନ୍ତୋଷ ପତି) - କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳର ୧୯ ଜଣ ଶ୍ରମିକ ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ ଶ୍ରମିକ ଭାବେ ମାଟି କାମ କରୁଥିବା...
ବାରିଆ ପୋଲିସ ଉପରକୁ ପଥର ଫିଙ୍ଗି ୩ ଯୁବକ ଗିରଫ
ପାଟଣା ୨୬-୪ (ଓଡ଼ିଆ ପୁଅ/ସନ୍ତୋଷ ପତି) - କରୋନା ମହାମାରୀ ପାଇଁ ସରାରାଜ୍ୟ ଲକ ଡାଉନ ଥିବା ବେଳେ ପୋଲିସ ପକ୍ଷରୁ ସୀମା ଗୁଡିକ ସିଲ କରି ଚେକିଂ ପ୍ରକ୍ରିୟା ଜୋରଦାର ଜାରି...
କରୋନା ଭୂତାଣୁ ସଂକ୍ରମଣର ସଚେତନତା କଲେ ବିଧାୟକ
ପାଟଣା ୨୧-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) - କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଭାଗୃହ ଠାରେ ବ୍ଲକ ସ୍ତରୀୟ କରୋନା ଭୂତାଣୁ ସଂକ୍ରମଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପାଟଣା ବ୍ଲକ ଅଧ୍ୟକ୍ଷ...
ପୁଣି ତାତିଲେ ଚାଷୀ : ଟୋକନ ପାଇ ଧାନ ବିକ୍ରି ନ କରିପାରି ଲ୍ୟାମ୍ପରେ...
ପାଟଣା ୧୮-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) - ଟୁକୁନ ପାଇ ମଧ୍ୟ ଧାନ ବିକ୍ରି କରି ନ ପରିବାରୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଲ୍ୟାମ୍ପ ର ଚେମେଣା ଶାଖା କକାର୍ଯ୍ୟାଳୟ...
ବିଦ୍ୟୁତ ଟ୍ରାନ୍ସଫର୍ମର ବସାଇବା ଦାବିରେ ବିଦ୍ୟୁତ ଅଫିସ ରେ ତାଲା ପକାଇଲେ ଗ୍ରାମବାସୀ
ପାଟଣା ୧୮-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) - କେନ୍ଦୁଝରଜିଲ୍ଲା ପାଟଣାବ୍ଲକ ତୁରୁମୁଙ୍ଗା ସ୍ଥିତ ବିଦ୍ୟୁତ କାର୍ଯ୍ୟଳୟରେ ବୁଧବାର ତାଲା ପକାଇ ଛନ୍ତି ବୁଢ଼ୀକାପୁଡି ପଞ୍ଚାୟତ ପୁରନ୍ଦରପୁର ଗ୍ରାମର ମହାନ୍ତ ସାହି ର ଲୋକେ।୧୫ଦିନ...