Home କେନ୍ଦୁଝର ଦେହରେ ଗରମ ପାଣି ପଡି ବାଳକ ଗୁରୁତର

ଦେହରେ ଗରମ ପାଣି ପଡି ବାଳକ ଗୁରୁତର

213

ପାଟଣା ୧୪-୬ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ଖଡ଼ିକାପଡା ଗୋହିରା ସାହିରେ ରଜରେ ଘଟିଛି ଅଘଟଣ। ରଜ ପାଇଁ ଘୁଷୁରୀ କାଟୁଥିବା ସମୟରେ ଦେହରେ ଗରମ ପାଣି ପଡି ଯିବାରୁ ଘଟଣା ସ୍ଥଳରେ ବାଳକ ଗୁରୁତର ହୋଇ ପଡ଼ିଛି। ଗୁରୁତର ବାଳକ ହେଲେ ରାସ ମୁଣ୍ଡା। ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ସହାୟତାରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.