Home କେନ୍ଦୁଝର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୧୧, ୪୦୦ ଟଙ୍କା ସହାୟତା ରାଶି ପ୍ରଦାନ କଲେ ମହିଳା...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୧୧, ୪୦୦ ଟଙ୍କା ସହାୟତା ରାଶି ପ୍ରଦାନ କଲେ ମହିଳା ମହାସଙ୍ଘ ର ସଦସ୍ୟା

113

ପାଟଣା ୨୮-୪ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତର ମହିଳା ମହାସଙ୍ଘ ପକ୍ଷରୁ କରୋନା ମହାମାରୀ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୧୧, ୪୦୦ ଟଙ୍କା ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ ଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଏଥି ସହ ଜନସାଧାରଣ ଙ୍କୁ କରୋନାର ମୁକାବିଲା ପାଇଁ ସରକାରଙ୍କ ନୀତିନିୟମ ମାନି ଚଳିବା ଏବଂ ସାମାଜିକ ଦୂରତା କୁ ଧ୍ୟାନ ଦେବା ପାଇଁ ମହିଳା ମହାସଙ୍ଘ ର ସଦସ୍ୟା ମାନେ ଅନୁରୋଧ କରିଛନ୍ତି।ବର୍ତ୍ତମାନ ଘଡିସନ୍ଧି ମୁହୂର୍ତ୍ତ ରେ ରାଜ୍ୟ କରୋନା ମହାମାରୀ ସହିତ ଲଢେଇ କରୁଥିବା ବେଳେ ମହିଳା ମାନଙ୍କ ସହାୟତା ମନୋଭାବ କୁ ପାଟଣା ବ୍ଲକ ଅଞ୍ଚଳରେ ବେଶ ପ୍ରସଂଶା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.