Pramod Kumar Ray
ମୋଦି ସରକାରଙ୍କ କୃଷି ଓ କୃଷକ ବିରୋଧୀ ୩ଟି ବିଲ୍କୁ ପ୍ରତିବାଦ : ଓଡ଼ିଶା...
ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମୋଦି ସରକାରଙ୍କ କୃଷି ଓ କୃଷକ ବିରୋଧୀ ୩ଟି ବିଲ୍କୁ ପ୍ରତିବାଦ କରି ଆଜି ଓଡ଼ିଶା କୃଷକ ସଭା ପକ୍ଷରୁ ଜିଲାପାଳଙ୍କ...
ଧାମରା ପୋର୍ଟ ୱାର୍କ୍ସ ୟୁନିୟନ (ସିଟୁ) ପକ୍ଷରୁ ୧୨ ଦଫା ଦାବି ନେଇ ବିକ୍ଷୋଭ...
ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ବନ୍ଦରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଆଉଟ୍ ସୋର୍ସିଂ କରୁଥିବା କଣ୍ଟ୍ରାକ୍ଟରମାନଙ୍କର ଶୋଷଣ ଓ ଅତ୍ୟାଚାର ପ୍ରତିବାଦରେ ଆଜି ଧାମରା ପୋର୍ଟ ୱାର୍କ୍ସ...
କଂଗ୍ରେସ କିଷାନ ସେଲ୍ ପକ୍ଷରୁ ବିକ୍ଷୋଭ
ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା କଂଗ୍ରେସ କିଷାନ ସେଲ ପକ୍ଷରୁ ଆଜି କେନ୍ଦ୍ର ସରକାରଙ୍କ କୃଷି ବିଲକୁ ପ୍ରତିବାଦ କରି ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ...
ବର୍ଷକୁ ୧୮ କୋଟି ଟଙ୍କାର ରାଜସ୍ୱ ଆଦାୟ : ଲୋକଙ୍କୁ ବସିବାକୁ ଯାଗା ନାହିଁ...
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରୁ ସରକାର ଜମି ଜମା ରେଜିଷ୍ଟ୍ରେସନ ରୁ ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରୁଛନ୍ତି । ହେଲେ...
ବିଦ୍ୟୁତ ବିଭାଗର ପାତରଅନ୍ତର ନୀତି : ଗ୍ରୀଡ଼ ଏସଡ଼ିଓଙ୍କ ମନମାନୀ, ବଳିପଡ଼ିବେ ୩ ନିଯୁକ୍ତ...
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ମହିଳା ମହାବିଦ୍ୟାଳୟ ନିକଟରେ ୧୩୨/୩୦ ଗ୍ରୀଡ଼ ଏଥି ମଧ୍ୟରେ ସ୍ଥାପିତ ହୋଇ କାର୍ଯ୍ୟକ୍ଷମ ହୋଇ...
ଧାମନଗର:ରିଲିଫରୁ ବଂଚିତ ୪ ପଂଚାୟତ : ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳ ପାଇଁ ଚେତାବନୀ ଦେଲେ...
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକରେ ଚଳିତ ବର୍ଷ ଲଗାଣ ବର୍ଷା ପରେ ବନ୍ୟା ଦ୍ୱାରା ବ୍ଲକର ୩୧ ପଂଚାୟତ ଓ ଏନଏସିରେ ବ୍ୟାପକ କ୍ଷୟକ୍ଷତି...
ମୋବାରକପୁର ଗ୍ରାମରେ ଅଗ୍ନିକାଣ୍ଡ
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ପାଟୁଳି ପଞ୍ଚାୟତ ମୋବାରକପୁର ଗ୍ରାମର ଭାସ୍କର ସ୍ୱାଇଁଙ୍କର ଦୁଇବଖରା ଚାଳଘର ଗତକାଲି ବିଳମ୍ବିତ ରାତିରେ ଭସ୍ମୀଭୂତ ହୋଇଯାଇଛି...
ନୂଆ ୧୦୫ ଆକ୍ରାନ୍ତ ଚିହ୍ନଟ
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଳାରୁ ମୋଟ ୧୦୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଜିଲ୍ଲାର ମୋଟ କରୋନା...
ଧାମରା ଜେଜେ ରିସୋର୍ଟ ହୋଟେଲରୁ କର୍ମଚାରୀଙ୍କ ଝୁଲନ୍ତା ଶବ ଉଦ୍ଧାର : ପୁଅକୁ ମାରି...
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ଠାରେ ଥିବା ଜେଜେ ରିସୋର୍ଟ ହୋଟେଲରୁ ଆଜି ଏକ କର୍ମଚାରୀଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି କିନ୍ତୁ ପରିବାରର ଏକମାତ୍ର...
ଶିକ୍ଷକ-ଶିକ୍ଷୟିତ୍ରୀ ଓ ସ୍କୁଲ କର୍ମଚାରୀଙ୍କ ଜୀବନ-ଜୀବିକା ବିପନ୍ନ ଘରୋଇ ବିଦ୍ୟାଳୟ ମହାସଂଘର ସାମ୍ବାଦିକ ସମ୍ମିଳନୀ
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ । ସେମାନଙ୍କୁ ଆରୁଣି ପରି ଜଣେ ଜଣେ ଉପଯୁକ୍ତ ଗୁରୁ ମିଳିଲେ ଏ ସମାଜର...
ଆଇନଜୀବୀ ତଥା ସମାଜସେବୀ ଗୁରୁ ମହାନ୍ତିଙ୍କ ଏକାଦଶାହ ସ୍ମୃତିସଭା
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ କୋର୍ଟର ଆଇନଜୀବୀ ତଥା ସମାଜସେବୀ ସ୍ୱର୍ଗତ ଗୁରୁପ୍ରସାଦ ମହାନ୍ତିଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିସଭା ବାଇପାସ୍ କାନ୍ତିବିହାର ଠାରେ ଅନୁଷ୍ଠିତ...
ଭଦ୍ରକ ଓକିଲ ସଂଘ ପକ୍ଷରୁ ଆଇନ୍ଜୀବୀ ବିବେକାନନ୍ଦ ମହାନ୍ତିଙ୍କ ବିୟୋଗରେ ଶୋକସଭା
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଓକିଲ ସଂଘର ସମ୍ମିଳନୀ କକ୍ଷରେ ଓକିଲ ସଂଘର ସଦସ୍ୟ ତଥା ବରିଷ୍ଠ ଆଇନ୍ଜୀବୀ ବିବେକାନନ୍ଦ ମହାନ୍ତିଙ୍କର କରୋନା ମହାମାରୀରେ...
ଐତିହାସିକ ଜଗନ୍ନାଥ ପଟ୍ଟନାୟକ ଅଷ୍ଟାଦଶ ସ୍ମୃତି ଶ୍ରଦ୍ଧାଞ୍ଜଳି : ଇତିହାସକୁ ଲୋକପ୍ରିୟ କରିବା ଦିଗରେ...
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶ୍ୱରେ ସଂସ୍କୃତି ଓ ସଭ୍ୟତାର ଜ୍ୱଳନ୍ତ ପ୍ରତୀକ ଭାବେ ଇତିହାସର ଭୂମିକା ଯୁଗେ ଯୁଗେ ଅତୁଳନୀୟ । ସାମାଜିକ ଜୀବନର ପ୍ରତିଫଳନକୁ...
ଗୋପିନାଥପୁର ବାଲିଘାଟ ନିଲାମକୁ ବିରୋଧ କଲେ ପଞ୍ଚାୟତ ପ୍ରତିନିଧି
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଅପରାହ୍ନରେ ପଂଚାୟତ କାର୍ଯ୍ୟାଳୟଠାରେ ସରପଂଚ ଅଶୋକ ଦାସଙ୍କ ପୌରହିତ୍ୟରେ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି...
ବିଦ୍ୟୁତ ଆଘାତରେ ଶ୍ରମିକ ଗୁରୁତର
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଦକ୍ଷିଣବାଡ ପଞ୍ଚାୟତ ମଠସାହି ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘର ଛାତ ପକାଇବା କାର୍ଯ୍ୟରେ ନିୟୋଜିତ ଦକ୍ଷିଣବାଡ ଗ୍ରାମର...
ବିରୋଧୀ ଦଳର କର୍ମୀଙ୍କୁ ରିଲିଫ୍ ମନା : ଆଇନ୍ରେ ଆଶ୍ରୟ ନେବେ ବନ୍ୟା ବିପନ୍ନ
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ବ୍ଲକ୍ ରାଜନଗର ପଂଚାୟତ ଅଧୀନ ଗୁରୁଦାସପୁର ଗାଁର ୭ଟି ମୂଳ ପରିବାର ରିଲିଫ୍ ପାଇବାରୁ ବଂଚିତ ହୋଇଥିବା...
ଚୋରା ମଦ ବେପାରୀକୁ କାବୁକଲେ ମହିଳା : ବୋତଲ ଭାଙ୍ଗିଲେ, ଛାଞ୍ଚୁଣିରେ ପିଟିଲେ
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଣେ ଚୋରା ମଦ ବେପାରୀକୁ କେତେକ ଗ୍ରାମୀଣ ମହିଳା କାବୁ କରି ଛାଞ୍ଚୁଣୀ ଓ ହାତରେ ନିର୍ଘାତ ଛେଚିବା ସହ ମଦବୋତଲ...
କୋବିଡ ହସ୍ପିଟାଲରେ ଅଗ୍ନି ନିରାପତ୍ତା ନେଇ ସ୍ୱତନ୍ତ୍ର ବୈଠକ ଓ ତାଲିମ
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମ୍ପ୍ରତି କଟକର ଏକ କୋବିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ପରେ ରାଜ୍ୟ ସରକାର ସମସ୍ତ କୋବିଡ ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା...
ଆଜି ଚିହ୍ନଟ ହେଲେ ୧୩୬ ନୂତନ କରୋନା ଆକ୍ରାନ୍ତ
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରୁ ଆଜି ନୂଆ ୧୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ୭୫ହଜାର ୮୦୭ଜଣଙ୍କ ନମୁନା ପରୀକ୍ଷା କରାଯିବା...
ପୁଣି ଧସିଲା ଜାତୀୟ ରାଜପଥ ଆପ୍ରୋଚ ରୋଡର ପଥର ପ୍ୟାକିଂ : ବଛିନ୍ନ ହେବ...
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଆରଡି ନିକଟସ୍ଥ ବୋଡକ ନିକଟରେ ପୁଣି ଗତକାଲି ରାତିରେ ବୈତରଣୀ ନଦୀ ମଧ୍ୟକୁ ଜାତୀୟ ରାଜପଥ...





