Pramod Kumar Ray
ଆଦିବାସୀଙ୍କ ଜମିରୁ ବେଆଇନ ମୋରମ ମାଟି ଖନନ : ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହାନି,...
ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅନ୍ତର୍ଗତ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଜିଲ୍ଲାର ସୀମାବର୍ତ୍ତୀ ମହାନ୍ତିପଡ଼ା ପଞ୍ଚାୟତ ପତଡ଼ା ଗ୍ରାମଟି ନିକଟସ୍ଥ ଗିରି...
ରାଣୀତାଲ ସାହିତ୍ୟ ସଂସ୍କୃତି ପରଷଦ ପକ୍ଷରୁ ରକ୍ତଦାନ ଶିବିର, ୭୩ ୟୁନିଟ ରକ୍ତ ସଂଗ୍ରହ
ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କୋଭିଡ ମହାମାରୀ ସମୟରେ ରକ୍ତ ଭଣ୍ଡାରର ଆବଶ୍ୟକତା ଅନୁଭବ କରି ପରିଷଦର ସଦସ୍ୟ ତିଳୋତ୍ତମା ନାୟକ , ସମାଜ ସେବୀ ତଥା...
ସହରାଞ୍ଚଳ ଥାନା ପକ୍ଷରୁ ୪ ପେଟି ଆସ୍କା ଫଟି ଓ ୫୦ ଲିଟର ଦେଶୀ...
ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ୪ ପେଟି ଆସ୍କା ଫଟି ସହ ୫୦ ଲିଟର ଦେଶୀ ମଦ ଜବତ କରିଛି ଭଦ୍ରକ ସହରାଞ୍ଚଳ ପୁଲିସ୍ ।...
ଆଉ ୩୬ ପଜିଟିଭ୍ରେ ବୃଦ୍ଧି, ମୋଟ ସଂଖ୍ୟା ୫୫୦୬
ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଳାରୁ ଆଜି ନୂଆ ଆକ୍ରାନ୍ତ ୩୬ଜଣ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୫୫୦୬ରେ । ସେହିପରି...
ଅଗ୍ନିକାଣ୍ଡରେ ୮ ବଖରା ପୋଡି ପାଉଁଶ
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ୍ ପାଟଣା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ପରିବାରର ୮ ବଖରା ଘର ଭସ୍ମୀଭୂତ ହୋଇଯାଇଛି ।...
ଧାମନଗର:ବିଭିନ୍ନ ସ୍ଥାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ନିକଟସ୍ଥ ଗାନ୍ଧୀଘାଟ ଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଧାମନଗର ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀଙ୍କ...
ମହତାବ କୋଠିରେ ପବିତ୍ର ଗାନ୍ଧି ଜୟନ୍ତୀ ପାଳିତ
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ଐତିହାସିକ ପୀଠ ମହତାବ କୋଠି ପରିସରରେ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଗାନ୍ଧି ଜୟନ୍ତୀ କମିଟିର ଜିଲ୍ଲା...
ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ଗାନ୍ଧୀ ଜୟନ୍ତୀ
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । ତେବେ ଚଳିତ ବର୍ଷ...
ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ : ଗାନ୍ଧୀ ପଡିଆ ସ୍ଥିତ ଗାନ୍ଧିମୂର୍ତ୍ତି...
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ନୂଆବଜାର ଗାନ୍ଧୀ ପଡିଆ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ସୌନ୍ଦର୍ଯ୍ୟ କରଣ କରାଯାଇ ଆଜି ତାହାକୁ ଲୋକାର୍ପିତ କରାଯାଇଛି ।...
ଭଦ୍ରକ ଜିଲ୍ଲାରୁ ନୂଆ ଆକ୍ରାନ୍ତ ୮୨ ଚିହ୍ନଟ
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ୮୨ଜଣ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ...
କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲା କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ଜିଲାପାଳୟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ...
ମାଛ କଲା ଲକ୍ଷପତି ; ୧ ଲକ୍ଷ ୭୬ ହଜାରରେ ବିକ୍ରି ହେଲା ୨୨...
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବର୍ତ୍ତମାନର କରୋନା ଭୟାବହତା ମଧ୍ୟରେ ଏକ ମାଛ ମାଛଧରାଳୀଙ୍କୁ କରିଛି ଲକ୍ଷପତି । ଏଭଳି ଏକ ଘଟଣା ଘଟିଛି ଚାନ୍ଦବାଲି ଅଂଚଳରେ...
ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଭଦ୍ରକ ଡାକ୍ତରଖାନାରେ ଉତ୍ତେଜନା : ଡାକ୍ତରଙ୍କ ଅବହେଳାକୁ...
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା ଜନିତ ମୃତ୍ୟୁକୁ ନେଇ ବହୁ ଅଭିଯୋଗ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଆସୁଥିବାବେଳେ...
ଭଦ୍ରକ : ଯୁବକଙ୍କୁ ପିଟି ପିଟି ହତ୍ୟା; ଭିଡିଓ ଭାଇରାଲ
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ...
ଖଣି ରୟାଲ୍ଟି ଦେୟ ସ୍ଥଗିତ ପାଇଁ ଆଦାନୀ ଓ କୁଇନ୍ସଲ୍ୟାଣ୍ଡ ସରକାର ମଧ୍ୟରେ ଚୁକ୍ତି...
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କେନ୍ଦ୍ରୀୟ କୁଇନ୍ସଲ୍ୟାଣ୍ଡର କାର୍ମାଇକେଲ ଖଣିରେ ରୟାଲ୍ଟି ଦେୟ ସ୍ଥଗିତ ରଖିବା ପାଇଁ କୁଇନ୍ସଲ୍ୟାଣ୍ଡ ସରକାର ଖଣି କମ୍ପାନୀ...
କରୋନା ଯୋଦ୍ଧା ଡ. ନରହରି ବେହେରାଙ୍କ ପରଲୋକ
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେବଳ ଭଦ୍ରକ ନୁହେଁ ସମଗ୍ର ରାଜ୍ୟର ଜଣେ ଉଚ୍ଚକୋଟିର ସାହିତ୍ୟିକ, ସୁବକ୍ତା ତଥା ଏହି ଜିଲାର ଧାମନଗରର ଗୋଷ୍ଠୀ ଉନ୍ନୟନ ଅଧିକାରୀ...
ଦୈବ ହେଲା ବଇରୀ; ଭଣ୍ଡାରିପୋଖରୀ ପୂର୍ବତନ ବିଡିଓ ବନମାଳୀ ତରାଇଙ୍କ ପରଲୋକ
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ଜୁନ ମାସ ଅବସର ଗ୍ରହଣ କରିôତବା ଭଣ୍ଡାରିପୋଖରୀର ପୂର୍ବତନ ମିଷ୍ଟଭାଷୀ ବିଡିଓ ବନମାଳୀ ତରାଇଙ୍କର ପରଲୋକ ହୋଇଯାଇଛି । ଭଣ୍ଡାରିପୋଖରୀ...
କରୋନା ମେଡିସିନ୍ ଫେଭିପିରାଭିର କାହା ପାଇଁ! : ସନ୍ଦେହ ଘେରରେ ୩ଟି ଦୋକାନକୁ ବିକ୍ରି...
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନାକୁ ନେଇ ସବୁଠି ଆତଙ୍କ । କେବେ ବାହାରିବ ଭେକସିନ୍ ତାହାକୁ ନେଇ ଲୋକଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା । ଋଷରୁ...
ମାରୁତି ସେନା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟକୁ ତୁରନ୍ତ ଲୋକଲୋଚନକୁ ଆଣିବା ପାଇଁ ବନ୍ତ ବ୍ଲକ୍ର ସାମାଜିକ ସଂଗଠନ ମାରୁତି ସେନା ପକ୍ଷରୁ...
ଅସହାୟା ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ବହନ ପାଇଁ ପ୍ରତିଶୃତି ଦେଲା ହାପିକ୍ଲବ୍
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ୍ର ସ୍ୱେଚ୍ଛାସେବୀ ସଂଗଠନ ହାପି କ୍ଲବ୍ର ସଭ୍ୟ ମାନେ ଜଣେ ରୋଗାଗ୍ରସ୍ତ ମହିଳାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ...





