Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ଜାତୀୟ ରାଜପଥ ଅବରୋଧ ଡାକରା ସ୍ଥଗିତ ରହିଲା

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଜବରଦଖଲ ଉଚ୍ଛେଦ ଦାବି କରି ମହାବୀର ଆଞ୍ଚଳିକ ପରିଷଦ, ବିଷ୍ଣୁପୁର, ବହୁଦରଡା ପକ୍ଷରୁ ଆସନ୍ତା କାଲି...

ମାଚ୍ୟୁରିଟି ଟଙ୍କା ପାଇଁ ସାହାରା ଇଣ୍ଡିଆ ଜମାକାରୀ ହତାଶ

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାହାରା ଇଣ୍ଡିଆ ଭଦ୍ରକ ଶାଖାରେ ଟଙ୍କା ଜମା ରଖିଥିବା ଜମାକାରୀ ଏବେ ଦୁଶ୍ଚିନ୍ତା ମଧ୍ୟରେ ଅଛନ୍ତି । କାରଣ ସହସ୍ରାଧିକ ଜମାକାରୀ...

ପ୍ରସ୍ତାବିତ ମଦ ଦୋକାନ ସ୍ଥାନାନ୍ତର ନେଇ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର, ପୁନଃ ଭିସି ମାଧ୍ୟମରେ...

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଏକ ପ୍ରସ୍ତାବିତ ମଦ ଦୋକାନ ସ୍ଥାନାନ୍ତର ପ୍ରତିବାଦରେ ହସନାବାଦ ଓ ଧୁଷୁରୀ ଗ୍ରାମପଞ୍ଚାୟତର ବହୁ ଲୋକ ବିଶିଷ୍ଟ କୃଷକ ନେତା...

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ତୁହାକୁ ତୁହା ବର୍ଷା ଓ ବଜ୍ରପାତ ଜନ ଜୀବନକୁ ବିପର୍ଯ୍ୟସ୍ତ କରିଥିବାବେଳେ ଆଗରପଡା ନିକଟସ୍ଥ ସୋସୋ ଗ୍ରାମର ଜଣେ ଚାଷୀର...

ଭଦ୍ରକରେ ‘ଆଇ ଲଭ୍ ଭଦ୍ରକ’ ର ଶୁଭ ଉଦ୍‌ଘାଟନ

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ପବିତ୍ର ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ଯୋଜନାରେ ‘ଆଇ ଲଭ୍...

ଭଦ୍ରକ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ନନ୍ଦୋତ୍ସବ ଉଦ୍‌ଯାପିତ

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ସହରର କୁଆଁସସ୍ଥିତ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାବୃତ ସଂଘ ପକ୍ଷରୁ ଇସ୍କନ ମନ୍ଦିରରେ ୫୨୪୭ତମ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ...

ଗୋପିନାଥପୁର ପଂଚାୟତରେ ଟିକାକରଣ

0
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସରକାର କରୋନାକୁ ପ୍ରତିହତ କରିବା ପାଇଁ ଟିକାକରଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ବିଭିନ୍ନ ଯୋଜନା ମାଧ୍ୟମରେ ଟିକାକରଣର ସଫଳ ରୂପାୟନ ପାଇଁ ଚେଷ୍ଟିତ...

ନିର୍ବାଚନ ସମୟରେ ନେତାଙ୍କ ମନେପଡ଼େ ପାଣିଛତ୍ର ଗାଁ କଥା!, ସ୍ୱାଧିନତାର ୭୪ ବର୍ଷ ପରେ...

0
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଗାଁର ବିକାଶ କରିବାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିବାର ଡ଼ିଣ୍ଡିମ ପିଟୁଥିବାବେଳେ ସ୍ୱାଧିନତାର ୭୪...

ଧାମନଗର ଯାଦବ ମହାସଭା ଆନୁକୂଲ୍ୟରେ ଜନ୍ମାଷ୍ଟମୀ ପାଳନ

0
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ଯାଦବ ମହାସଭା ଆନୁକୂଲ୍ୟରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଧାମନଗର ବ୍ଲକ ଅନ୍ତର୍ଗତ ଦେହୁଡି ଆନନ୍ଦପୁର ସ୍ଥିତ ମାନଲାପୁର ରାଧାକୃଷ୍ଣ...

ପ୍ରଦୀପ ମଲ୍ଲିକଙ୍କ ନେତୃତ୍ୱରେ ବିଜେଡ଼ିର ବିଭିନ୍ନ ପଂଚାୟତରେ ସାଂଗଠନିକ ବୈଠକ

0
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟରେ ଆଗାମୀ ୨୦୨୨ରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଉପଲକ୍ଷେ ବିଜେଡ଼ି ଦଳପକ୍ଷରୁ ଧାମନଗର ବ୍ଲକ ଅଂଚଳର ବିଭିନ୍ନ ପଂଚାୟତ...

ଚିନ୍ତା ଚେତନା ସାହିତ୍ୟ ସଂସଦର ବର୍ଷା ଆସର

0
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗରପଡ଼ାସ୍ଥ ଚିନ୍ତା ଚେତନା ସାହିତ୍ୟ ସଂସଦର ବର୍ଷାନ୍ତ କବିତା ଆସର ଅନୁଷ୍ଠାନର ଉପସଭାପତି ଚିତ୍ତରଂଜନ ସାମନ୍ତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। କୃଷ୍ଣଚନ୍ଦ୍ର...

ବୟୋଜ୍ୟେଷ୍ଠ ମହିଳାଙ୍କ ସ୍ମୃତିଚାରଣ

0
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ବ୍ଳକ ବୋଡକ ଗ୍ରାମ ପଞ୍ଚାୟତ ଅଣ୍ଡରାଇ ଗ୍ରାମର ମନମୋହନ ମଳିକଙ୍କ ଧର୍ମପତ୍ନୀ ଅଞ୍ଚଳର ମହିୟସୀ ମହିଳା ସ୍ୱର୍ଗତା...

ଶିଶୁ ସାହିତ୍ୟିକ ହରମୋହନ କୁଅଁରଙ୍କ ୭ଗୋଟି ପୁସ୍ତକ ଉନ୍ମୋଚିତ

0
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶିଷ୍ଟ ଶିଶୁ ସାହିତ୍ୟିକ ହରମୋହନ କୁଅଁରଙ୍କର ଏକ କାଳୀନ ୭ଗୋଟି ପୁସ୍ତକ ଆଜି ଲୋକାର୍ପିତ ହୋଇ ଯାଇଛି। ଏଥି ନିମନ୍ତେ ଭଦ୍ରକ...

ଭଦ୍ରକ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପ୍ରତିଷ୍ଠା ଦିବସ, ଜନ୍ମାଷ୍ଟମୀ ଓ ବଳିଦାନ ଦିବସ ପାଳିତ

0
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶ୍ୱ ହିନ୍ଦୁ ପରିଷଦ, ଭଦ୍ରକ ନଗର ପକ୍ଷରୁ ୫୭ ତମ ସ୍ଥାପନା ଦିବସ ସହ, ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ଏବଂ...

ଧାମରା ପଂଚାୟତରେ ପଂଚାୟତି ରାଜ ମଧ୍ୟରେ ହୀନ ରାଜନୀତି, ଲୋକଙ୍କୁ ଦେଖାଇ ଖୋଲି ନେଲେ...

0
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ପଂଚାୟତ ଏବେବି ଅବହେଳିତ ଯେଉଁଠାରେ ସାଧାରଣ ଜନତା ବଳି ପଡୁଥିବା ବେଳେ ହୀନ ଚକ୍ରାନ୍ତର ଶିକାର ହେଉଛନ୍ତି। ଏହାର ଏକ...

ପୌରପାଳିକାର ସ୍ୱାୟତ୍ତ ଶାସନ ଦିବସ ପାଳନ ଧର୍ମକୁ ଆଖିଠାର!, ଉଠା ମାଛ, ମାଂସ ଓ...

0
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାତି ପାହିଲେ ଆମ ରାଜ୍ୟର ସ୍ୱାୟତ୍ତ ଶାସନ ଦିବସ। ବିଭିନ୍ନ ପୌରପାଳିକା ପକ୍ଷରୁ ପାଳିତ ହେବ। ଏଥିପାଇଁ ପ୍ରାୟ ଏକମାସ ପୂର୍ବରୁ...

ଝୁଲନ୍ତା ଅବସ୍ଥାରେ ଗଛରୁ ମୃତଦେହ ଉଦ୍ଧାର

0
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ସହରର ଚରମ୍ପାସ୍ଥିତ ୧୧୯ ନଂ ରେଲ୍ୱେ ଗେଟ୍ ନୂଆ ମାଲଗୋଦାମ ନିକଟରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ...

ଧାମରା- ଭଦ୍ରକ ରେଳପଥରେ ବାଂଶଡା ଠାରେ ଟ୍ରେନରେ କଟି ଯୁବକ ମୃତ

0
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା-ଭଦ୍ରକ ରେଳପଥରେ ବାଂଶଡା ଠାରେ ରେଳରେ କଟି ଏକ ଯୁବକର ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଆଜି ସକାଳ ସମୟରେ ବାଂଶଡା...

ଆଦିବାସୀ ପରିବାରର ବହୁ ସଦସ୍ୟ ରାସନସାମଗ୍ରୀରୁ ବଞ୍ôଚତ

0
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ନପଙ୍ଗ ପଞ୍ଚାୟତ ଜୋରାଗଡିଆ ଗ୍ରାମର ବହୁ ଆଦିବାସୀ ପରିବାର ସଦସ୍ୟମାନେ ରାସନ ସାମଗ୍ରୀରୁ ବଞ୍ôଚତ ହୋଇଛନ୍ତି । ପରିବାର...

ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଓ ଆଶ୍ରମ ଅନ୍ତେବାସୀଙ୍କୁ ରନ୍ଧାଖାଦ୍ୟ ପ୍ରଦାନ

0
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଖଡିପଦା ପଂଚାୟତ କାଂଜିଆପାଳ ମହାପୁରୁଷ ଆଶ୍ରମ ପରିସରରେ ଓଡିଶାର ସର୍ବପୁରାତନ ସାମ୍ବାଦିକ ସଂଘ ଉତ୍କଳ...