Pramod Kumar Ray
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ କରାଯାଉ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ...
ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଭଦ୍ର୍ରକ ଜିଲ୍ଲା ଗସ୍ତ ଅବସରରେ ଆଜି ସଦ୍ଭାବନା ସଭାଗୃହରେ ଏକ ପ୍ରଶାସନିକ...
‘ସହି ହେଉନାହିଁ କି କହି ହେଉନାହିଁ’- ପୌର କର୍ମଚାରୀ
ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏବେ ଭଦ୍ରକ ପୌରପାଳିକା ଗତ କିଛିଦିନ ହେବ ବିବାଦରେ ଛନ୍ଦିହୋଇ ଚର୍ଚ୍ଚାରେ ରହିଥିବାବେଳେ ଆଜି ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ...
ପାରିବାରିକ କଳହକୁ ନେଇ ହତ୍ୟା ଅଭିଯୋଗ
ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ପୀରହାଟ ଥାନା ଦୌଲତପୁର ପଞ୍ଚାୟତ ଅଧିନ ଖେଦରପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ପାରିବାରିକ କଳହକୁ ନେଇ...
ମୋବାଇଲ ଦୋକାନରୁ ଚୋରି; ଘଟଣାସ୍ଥଳରୁ ଧରିଲେ ଦୋକାନୀ
ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ସମ୍ମୁଖ ଗଣେଶ ବଜାର ମାଷ୍ଟର କମ୍ୟୁନିକେସନ ଦୋକାନରୁ ଗତକାଲି ରାତ୍ର ପ୍ରାୟ ୧୧.୩୦ମି. ସମୟରେ ଚୋରି...
ପୂଣ୍ୟାତ୍ମା ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଦିବସରେ ନିଶା ନିବାରଣ ସଚେତନତା ସଭା
ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଥିଲେ ସମାଜର ଗରିବ ମେହନତି, ଦଳିତ, ଆଦିବାସୀଙ୍କର ତ୍ରାଣକର୍ତ୍ତା। ସେ...
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ
ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ମଠସାହି ଭଦ୍ରକ ଆନୁକୂଲ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ବିକଶିତ ଭାରତ ପାଇଁ ସମାଧାନ ଭିତ୍ତିକ...
ନାରୀ ସଚେତନତା ବିନା ସମାଜର ପ୍ରଗତି ଅସମ୍ଭବ, ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରା ଆଇନ୍...
ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାକୁ ରାଜ୍ୟ ମହିଳା ଆୟୋଗଙ୍କ ଦୁଇଦିନିଆ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଅନ୍ତିମ ଦିବସରେ ଟାଉନ୍ ହଲ ଠାରେ ଏକ...
ଭଦ୍ରକ : ମେଟ୍ରିକ୍ ସମେଟିଭ୍ ଆସମେଣ୍ଟ-୧ (ଏସ୍ଏ) ପରୀକ୍ଷା ଆରମ୍ଭ
ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମାଧ୍ୟମିକ ଶିକ୍ଷା ନ୍ୟୁଜ୍ (ବୋର୍ଡ) ଦ୍ୱାରା ପରିଚାଳିତ ପ୍ରଥମ ପର୍ଯ୍ୟାୟ ମେଟ୍ରିକ୍ ପରୀକ୍ଷା ସମେଟିଭ୍ ଆସମେଣ୍ଟ-୧ (ଏସ୍ଏ) ଆଜିଠାରୁ ଆରମ୍ଭ ହୋଇଛି।...
ଉଚ୍ଚ ନ୍ୟାୟାଳୟ ବିଚାରପତି ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କ ଭଦ୍ରକ କୋର୍ଟ ପରିଦର୍ଶନ
ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶାର ଉପକୂଳ ଜିଲା ଭଦ୍ରକ ବିଚାରପତିମାନଙ୍କର ପ୍ରକୃତ ପାଠଶାଳା। ଭଦ୍ରକ ଜିଲାରେ ନିଯୁକ୍ତି ପାଇଥିବା ବିଚାରପତିମାନେ ଭଦ୍ରକର ବିଜ୍ଞ ଓକିଲମାନଙ୍କ ପାଖରୁ...
ବଦଳିଛି ଚାନ୍ଦବାଲିର ରୂପରେଖ – ବାଁଶଡ଼ା ଓ ତିନିତର ସେତୁ ଉପରେ ଫୋକସ୍, ଚାନ୍ଦବାଲି...
ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା କଟକଣା ପାଇଁ କିଛି ବର୍ଷ ଧରି ବନ୍ଦ ଥିବା ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଆଜି...
ଶିଶୁ ପାଇଁ ଦିନଟିଏ – ବାଲ୍ୟବିବାହ ନିଷେଧ ପାଇଁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ,...
ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ତଥା ଜିଲ୍ଲା ଟାସ୍କ ଫୋର୍ସର ଜିଲ୍ଲାସ୍ତରୀୟ ତ୍ରୈମାସିକ ବୈଠକ ଜିଲ୍ଲା ସଦ୍ଭାବନା...
ଆଳୁ ବିହନ ବଣ୍ଟନର ଶୁଭାରମ୍ଭ – ୨୯୨୫ କ୍ୱିଣ୍ଟାଲ ବିହନ ବଣ୍ଟାଯିବା ଲକ୍ଷ୍ୟ
ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ ଭଦ୍ରକଙ୍କ କାର୍ଯ୍ୟାଳୟ ପରିସରରେ ଚଳିତ ବର୍ଷ ରବି ଋତୁ ପାଇଁ ଚାଷୀମାନଙ୍କୁ ୭୫% ଶତକଡ଼ା ସବ୍ସିଡ଼ିରେ...
ନାର୍କୋଟିକ୍ ଡ଼୍ରଗସ୍ ପ୍ରତିଷେଧ ପାଇଁ ଜିଲ୍ଲାସ୍ତରୀୟ ପ୍ରଥମ ବୈଠକ
ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବ୍ରାଉନ୍ସୁଗାର, ହେରୋଇନ୍, ଚରସ୍, ଗଞ୍ଜା ଆଦିଭଳି ମାନବ ସମାଜ ପାଇଁ ଅତୀବ କ୍ଷତିକାରକ ମାଦକ ଦ୍ରବ୍ୟ ସହ ଅନ୍ୟ ନିଶା ଦ୍ରବ୍ୟ...
ଓଡ଼ିଶା ରାଜ୍ୟ ମିହଳା ଆୟୋଗଙ୍କ ଶିବିର ଅଦାଲତ
ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଏହି...
ଖବରଦାତାଙ୍କ ବିୟୋଗରେ ଶୋକ
ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ଖବରଦାତା ବିଭୁ ପ୍ରସାଦ ବେହେରା (୪୪) ଙ୍କ ଆଜି ପୂର୍ବାହ୍ନରେ ମୃତ୍ୟୁ ଘଟିଛି। ସେ ୨ ବର୍ଷ ହେଲା...
ଆଖଣ୍ଡଳମଣିଙ୍କ ମନ୍ଦିର ପ୍ରଶାସନର କଟକଣା ଫୁ କଲେ ପ୍ରଭାବଶାଳୀ ସେବାୟତ, ଗର୍ଭଗୃହରେ ପଶିଲେ ଅଣସେବାୟତ...
ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ କିଛିଦିନ ହେବ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କିଛି ପ୍ରଭାବଶାଳୀ ସେବାୟତ ବିଭିନ୍ନ ସମୟରେ ଭକ୍ତଙ୍କ ନାନା ପ୍ରକାରର...
ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡ
ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଅତିରିକ୍ତ ଜିଲା ତଥା ଦୌରା ଜଜ୍ ଆଶିଷ କୁମାର ତ୍ରିପାଠୀ ଏକ ହତ୍ୟା ମାମଲାର ବିଚାର କରି ବାସୁଦେବପୁର ଥାନା...
ପୁରୁଣାବଜାର କିମ୍ବା ଚନ୍ଦନବଜାରରେ ଏସ୍ବିଆଇ ଶାଖା ଖୋଲିବା ପାଇଁ ୬ଷ୍ଠ ଦାବିପତ୍ର
ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଚନ୍ଦନବଜାର କିମ୍ବା ପୁରୁଣାବଜାରରେ ଏକ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଖୋଲିବା ପାଇଁ ଆଜି ୧୦ ଘଟିକା ସମୟରେ...
କୃଷି ବିଭାଗ ପକ୍ଷରୁ ରୋଗପୋକ ନିୟନ୍ତ୍ରଣ ପାଇଁ କ୍ଷେତ୍ରୀୟ ପରିଦର୍ଶନ କଲେ ଅନୁଧ୍ୟାନକାରୀ ଦଳ
ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅମଳ ହେବାକୁ ଥିବା ଚାଷରେ ରୋଗ ପୋକ ଉପଦ୍ରବ ସମସ୍ୟାର ସମାଧାନ ସକାଶେ ଜିଲା କୃଷି ବିଭାଗ ପକ୍ଷରୁ କୃଷି ବିଜ୍ଞାନ...
ଭଦ୍ରକରେ ବିଶ୍ୱ ମତ୍ସ୍ୟ ଚାଷ ଦିବସ ପାଳିତ
ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ମତ୍ସ୍ୟ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ବିଶ୍ୱ ମତ୍ସ୍ୟଚାଷ ଦିବସ ପାଳିତ ହୋଇଯାଇଛି। ଜିଲା ମତ୍ସ୍ୟ ଅଧିକାରୀ ମାନସ ରଂଜନ...
























