Bikash Biswal
କ୍ୱାରେଣ୍ଟାଇନରେ ବିଶ୍ୱ ଯୋଗ ଦିବସ
ହାଟଡ଼ିହି, ୨୧ । ୬ : ପଞ୍ଚୁଗୋଛିଆ ପଞ୍ଚାୟତର ବରେଶ୍ୱରପ୍ରାଥମିକ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ମାନଙ୍କ ଦ୍ୱାରା ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଅଭୟ କୁମାର ଓଝା,...
ଶାଳଣିଆଁରୁ ପ୍ରଥମ କରୋନା ପଜେଟିଭ ଚିହ୍ନଟ, ୨୨ରୁ ଭଲ ହେଲେଣି ୧୯
ହାଟଡ଼ିହି, ୨୧ । ୬ : ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତରେ ଆଜି ପ୍ରଥମଥର ପାଇଁ ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଆଜି ଆକ୍ରାନ୍ତ ଜଣକ ଶାଳଣିଆଁର ଜଣେ ୩୦ବର୍ଷୀୟ...
ସମଣା ନଦୀଘାଟରୁ ବେଆଇନ ବାଲି ଉଠାଣ
ହାଟଡ଼ିହି, ୨୧ । ୬ : ହାଟଡିହି ତହସିଲ ଅଧିନସ୍ଥ ସମଣା ବାଲିଘାଟରୁ ପୁନର୍ବାର ବେଆଇନ ଭାବେ ବାଲି ଉଠାଣ ହେଉଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ବେଆଇନି ବାଲି...
ଜନସେବକ ଫାଉଣ୍ଡେସନ ପକ୍ଷରୁ ନଦୀବନ୍ଧ ସଫେଇ କାର୍ଯ୍ୟକ୍ରମ
ହାଟଡ଼ିହି, ୨୧ । ୬ : ହାଟଡିହି ବ୍ଲକ ପଞ୍ଚୁଗୋଛିଆ ଗ୍ରାମ ପଞ୍ଚାୟତର ସାମାଜିକ ଅନୁଷ୍ଠାନ ଜନସେବକ ଫାଉଣ୍ଡେସନ ଓ ମିଡିଆ ପାର୍ଟନର ମୁଗୁପୁର ସମାଚାର ପକ୍ଷରୁ ଯଶୋବନ୍ତପୁର ଗ୍ରାମର ନଦୀବନ୍ଧ ସଫେଇ...
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ବଉଳା ଗଠିତ
ହାଟଡ଼ିହି, ୨୧ । ୬ : ହାଟଡିହି ବ୍ଲକର ୮ଟି ପଞ୍ଚାୟତର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ବଉଳା ଗଠିତ ହୋଇଯାଇଛି । ପର୍ଶୁରାମ ପେଡାଙ୍କ ସଭାପତିତ୍ୱରେ...
ସହୀଦ ଯବାନଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା
ହାଟଡିହି- ୨୦ । ୬ : ହାଟଡିହି ବ୍ଲକ ପଢିଆରିପଲ୍ଲୀ ପଞ୍ଚାୟତର କହାଳିଆଗଡ଼ିଆ ଠାରେ ଥିବା ଏସିବି ଫାଉଣ୍ଡେସନ ପକ୍ଷରୁ ଚୀନ ସୀମାନ୍ତରେ ସହିଦ ହୋଇଥିବା ୨୦ ଜଣ ବୀର ଯବାନ ମାନଙ୍କ...
ପରକୀୟା ପ୍ରିତୀକୁ ନେଇ ସରଳାରେ ଉତେଜନା, ପ୍ରେମିକକୁ ନ ଆସିବାକୁ ବାରଣ ପାଇଁ ପୁଲିସକୁ...
ହାଟଡ଼ିହି-୨୦/୬/ ହାଟଡ଼ିହି ବ୍ଲକ ଡ଼ଅଁର ପଂଚାୟତର ସରଳା ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ଉତେଜନା ଦେଖାଦେଇଥିବା ବେଳେ ପ୍ରେମିକକୁ ତାଙ୍କ ଘରକୁ ନ ଆସିବାକୁ ବାରଣ କରିବା ପାଇଁ ସ୍ୱାମୀ ପୁଲିସକୁ ନିବେଦନ...
ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ
ହାଟଡ଼ିହି- ୧୯/୬ ହାଟଡ଼ିହି ବ୍ଲକ ଯଶୋବନ୍ତପୁର ଗ୍ରାମରେ ଆଜି ଅପରାହ୍ନରେ ଜଣେ ନବବଧୂକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାଯାଇଛି ଯେ ଯଶୋବନ୍ତପୁର ଗ୍ରାମର ଶ୍ରୀଧର ରାମଙ୍କ ପୁଅ...
କବିତା ମଞ୍ଜରୀ ସନ୍ୟାସୀ ବିଶ୍ୱାଳ ଚ୍ୟାରେଟିବୁଲ ଟ୍ରଷ୍ଟ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ
ହାଟଡ଼ିହି, ୧୮ । ୬ : କବତା ମଞ୍ଜରୀ ଓ ସନ୍ୟାସୀ ବିଶ୍ୱାଳ ଚ୍ୟାରେଟିବୁଲ ଟ୍ରଷ୍ଟ ପକ୍ଷରୁ ପକ୍ଷରୁ ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ, ସାମ୍ବାଦିକ ମାନଙ୍କୁ କରୋନା ଲଢ଼େଇରେ ନିଜ ନିଜର...
ଗୋଟିଏ ରାତିରେ ଶାଳଣିଆଁ ବଜାରର ୪ଟି ଦୋକାନରୁ ଚୋରୀ
ହାଟଡ଼ିହି, ୧୮ । ୬ : ନନ୍ଦିପଦା ଥାନା ଅଧିନସ୍ଥ ଶାଳଣିଆଁ ବଜାରର ୪ଟି ଦେକାନରୁ ଗତକାଲି ରାତିରେ ଚୋରୀ ହୋଇଥିବା ଜଣାଯାଇଛି । ବଜାରରେ ମିଠା ଦୋକାନ କରିଥିବା ଶରତ ବେହେରାଙ୍କ...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କଲେ ସ୍ୱୟଂ ସହାୟକ ଗୋଷ୍ଠୀ
ହାଟଡ଼ିହି, ୧୮ । ୬ : କୋଭିଡ-୧୯ର ମୁକାବିଲା ପାଇଁ ରାଜ୍ୟ ସରକାର ଆର୍ôଥକ ସମସ୍ୟାରେ ପଡିଥିବାବେଳେ ବିିଭିନ୍ନ ସଂଗଠନ ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ...
ଲଇଛଣପୁର-କରଗୋଳା ରାସ୍ତା ପାଲଟିଛି ମରଣଯନ୍ତା, ଅଞ୍ଚଳବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା,
ହାଟଡ଼ିହି, ୧୭ । ୬ : ରାଜ୍ୟସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ମାତ୍ର ପ୍ରଶାସନର ଉଦାସୀନତା ଯୋଗୁଁ ସ୍ୱାଧୀନତାର ୭୨ବର୍ଷ ପରେ ମଧ୍ୟ ଗ୍ରାମାଞ୍ଚଳର...
ପାଣିଘେରରେ ଆଡହୁରିଆ, ଯଶୋବନ୍ତପୁର ଗ୍ରାମବାସୀ, ଡ୍ରେନ କାଟି ଜଳନିସ୍କାସନ କଲା ବିଜୁ ଯୁବବାହିନୀ
ହାଟଡ଼ିହି, ୧୭ । ୬ : ହାଟଡିହି ବ୍ଲକ ଆଡହୁରିଆ, ଯଶୋବନ୍ତପୁର ଗ୍ରାମବାସୀମାନେ ଦୀର୍ଘ ବର୍ଷ ହେଲା ଜଳବନ୍ଦୀ ଜୀବନ ବିତାଉ ଥିବାବେଳେ ବିଜୁ ଯୁବବାହିନୀର ସଦସ୍ୟ ମାନଙ୍କ ଦୃଢ଼ ପଦକ୍ଷେପ ଓ...
ଓରାଳି ଗ୍ରାମରୁ ବିଦେଶୀ ମଦ ଜବଦ
ହାଟଡ଼ିହି, ୧୭ । ୬ : ହାଟଡିହି ବ୍ଲକ ଓରାଳି ଗ୍ରାମରୁ ଆଜି ନନ୍ଦିପଦା ପୁଲିସ ୩ପେଟି ବୋତଲ ବିଦେଶୀ ମଦ ଜବଦ କରିଛି । ଓରାଳି ଗ୍ରାମରେ ଗ୍ରାମବାସୀଙ୍କ ବାରଣ ଯୋଗୁଁ...
ଭିନ୍ନକ୍ଷମଙ୍କୁ ମାଡ ଘଟଣାରେ ଦୁଇ ଶିକ୍ଷକଙ୍କ ସମେତ ୫ଗିରଫ
ହାଟଡ଼ିହି, ୧୭ । ୬ : ଜଣେ ଭିନ୍ନକ୍ଷମଙ୍କୁ ମାଡ ମାରିବା ଅଭିଯୋଗରେ ନନ୍ଦିପଦା ପୁଲିସ ଦୁଇଜଣ ଶିକ୍ଷକଙ୍କ ସମେତ ୫ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ସେମାନେ କରିଥିବା ଅଭିଯୋଗ...
ଆଇତିପୁରରୁ ପୁଣି ଜଣେ ପଜେଟିଭ
ହାଟଡ଼ିହି, ୧୬ । ୬ : କେନ୍ଦୁଝର ଜିଲ୍ଲାରେ ଆଜି ୫ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ତନ୍ମଧ୍ୟରୁ ହାଟଡିହି ବ୍ଲକ ଆଇତିପୁରର ଜଣେ ଥିବା ଜଣାପଡିଛି । ଫଳରେ ହାଟଡିହି ବ୍ଲକରେ ଏବେ...
କୀଟନାଶକ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା
ହାଟଡ଼ିହି, ୧୬ । ୬ : ନନ୍ଦିପଦା ଥାନା ଅଧିନସ୍ଥ କୁଆଡ-ଗୋବିନ୍ଦପୁର ରାସ୍ତା ନିକଟସ୍ଥ ଏକ ପଡିଆରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ବନ୍ତ ଥାନା...
ସପୋଟିଭ ହ୍ୟାଣ୍ଡ ଯାଜପୁର ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ହାଟଡ଼ିହି, ୧୬ । ୬ : ଦିନ ନାହିଁ ରାତି ନାହିଁଁ କରୋନା ମୁକାବିଲା କ୍ଷେତ୍ରରେ ନିଜକୁ ସାମିଲ କରି ସଂଘର୍ଷ ଜାରି ରଖିଥିବା ପଞ୍ଚୁଗୋଛିଆ ପଞ୍ଚାୟତର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସାମ୍ବାଦିକ, ପଞ୍ଚାୟତର...
ଘରେପସି ମୋବାଇଲ ଚୋରୀ ଅଭିଯୋଗରେ ଜଣେ ଗିରଫ
ହାଟଡ଼ିହି, ୧୫ । ୬ : ଘରେ ପସି ମୋବାଇଲ ଚୋରୀ କରିବା ଅଭିଯୋଗରେ ନନ୍ଦିପଦା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଛି । ଖବରରୁ ଜଣାଯାଇଛି ଯେ ନନ୍ଦିପଦା...
ସର୍ପାଘାତରେ ୨ବର୍ଷର ଶିଶୁକନ୍ୟା ମୃତ
ହାଟଡ଼ିହି, ୧୫ । ୬ : ସୋସୋ ଥାନା ହଦଗଡ ପଞ୍ଚାୟତର ବାଘୁଆସାହିରେ ଆଜି ମଧ୍ୟାହ୍ନରେ ଏକ ବିଷାକ୍ତ ସାପ କାମୁଡାରେ ଜଣେ ଶିଶୁକନ୍ୟାର ମୃ୍ୁ୍ୟ ଘଟିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି...





