Home Authors Posts by Dushmanta Kumar Panda

Dushmanta Kumar Panda

325 POSTS 0 COMMENTS

ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଏବଂ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ କଂଗ୍ରେସର...

0
କଳାହାଣ୍ଡି, ତା.୨୮.୧୦.୨୦୨୧ ( ଓଡିଆପୁଅ)  କଳାହାଣ୍ଡି ଜିଲ୍ଲା ର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ଡର ସିବିଆଇ ତଦନ୍ତ,ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବୀ ନେଇ କଂଗ୍ରେସର ଜିଲ୍ଲାସାରା ପ୍ରତିବାଦ କରାଯାଇଛି...

ଇନ୍ଦ୍ରାବତୀ ଦକ୍ଷିଣ ମୂଖ୍ୟ କେନାଲରେ ଘାଇ, ଶହ ଶହ ଏକର ଚାଷ ଜମିରେ ଫସଲ...

0
କଳାହାଣ୍ଡି, ତା.୨୮.୧୦.୨୦୨୧ ( ଓଡିଆପୁଅ)  କଳାହାଣ୍ଡି ଜିଲ୍ଲା ର ବୃହତ ଜଳବିଦ୍ୟୁତ ଯୋଜନା ମାଧ୍ୟମରେ ଜଳସେଚନ ବ୍ୟବସ୍ଥା କରାଯାଉଥିବା ବେଳେ ପ୍ରତିବର୍ଷ କେନାଲ ଘାଇ ହୋଇ ଚାଷ ନଷ୍ଟ ହେବା ଏକ ନିତି...

ମମିତା ହତ୍ୟା ମିଷ୍ଟ୍ରୀ, ସିବିଆଇ ତଦନ୍ତ ଦାବୀରେ ମେହେର ଭୁଲିଆ ସମାଜର ପ୍ରତିବାଦ ଶୋଭାଯାତ୍ରା

0
କଳାହାଣ୍ଡି- ତା.୨୭.୧୦.୨୦୨୧ ( ଓଡିଆପୁଅ ) କଳାହାଣ୍ଡି ର ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବୀ ନେଇ ମେହେର ଭୁଲିଆ ସମାଜ ପକ୍ଷରୁ...

ମମିତା ମର୍ଡର ମିଷ୍ଟ୍ରୀ, ଘଟଣାସ୍ଥଳରେ କ୍ରାଇମ ସିନ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ

0
  କଳାହାଣ୍ଡି, ୨୨.୧୦ (ଓଡିଆ ପୁଅ) ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ କ୍ରାଇମ ସିନ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ। ଶୁକ୍ରବାର...

ମମିତା ମିଷ୍ଟ୍ରୀ, ଅଭିଯୁକ୍ତ ଗୋବିନ୍ଦର ସହେଯାଗୀ ଡ୍ରାଇଭର ଗିରଫ, ଜେସିବି ଡ୍ରାଇଭର ଓ ଷ୍ଟାଡିୟମ  ମୁନସି...

0
କଳାହାଣ୍ଡି, ତା.୨୧.୧୦.୨୦୨୧ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ବହୁ ଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଗୁମର ଖୋଲିବାରେ ଲାଗିଛି । ଏସଂପର୍କରେ ସମ୍ବଲପୁର ଡିଆଇଜି...

ବହୁ ଚର୍ଚ୍ଚିତ ମମିତା ମେହେର ଘଟଣାରେ ଜିଲ୍ଲାସାରା ବିକ୍ଷୋଭ,ଗୃହରାଷ୍ଟ୍ର ମନ୍ତ୍ରୀଙ୍କ କୁଶପୁତଲିକା ଦାହ, ଭାଜପା...

0
କଳାହାଣ୍ଡି, ତା.୨୦.୧୦.୨୦୨୧ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଓ ହତ୍ୟା ଘଟଣାରେ ଗୁମର ଖୋଲିବାରେ ଲାଗିଛି । ସମଗ୍ର କଳାହାଣ୍ଡି ଜିଲ୍ଲା...

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ

0
କଳାହାଣ୍ଡି- ତା.୧୩.୧୦.୨୦୨୧ ( ଓଡିଆପୁଅ) କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ରାଜାରାଜୁଡା ଶାସନ ଅମଳରୁ କଳାହାଣ୍ଡି ରାଜତନ୍ତ୍ର...

ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ଚାପୁଡା ମାଡ, ଥାନାରେ ମାମଲା

0
କଳାହାଣ୍ଡି ତା.୦୨.୧୦.୨୦୨୧ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ଡାକ୍ତରଖାନାରେ ଜନୈକା ଆଶାକର୍ମୀଙ୍କୁ ସେଠାରେ କାର୍ଯ୍ୟରତ ମହିଳା ଡାକ୍ତର ଚାପୁଡା ମାଡ ମାରିବା ଘଟଣା ଥାନାରେ ପହଂଚିଛି । ଘଟଣାରୁ ପ୍ରକାଶ...

ଜୁନାଗଡ ସିଡବଲ୍ୟୁସି ଗୋଦାମରେ ଶ୍ରମିକଙ୍କ ଇପିଏଫ  ଟଙ୍କା ବାଟମାରଣା ଅଭିଯୋଗ

0
କଳାହାଣ୍ଡି – ତା.୦୮.୦୯.୨୦୨୧  (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଜୁନାଗଡସ୍ଥିତ କେନ୍ଦ୍ରିୟ ପଣ୍ୟାଗାର   ( ସିଡବଲ୍ୟୁସି ଗୋଦାମ) ରେ ଶ୍ରମିକ ମାନଙ୍କ ଇପିଏଫ ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ଗୋଦାମରେ ଚାଉଲ...

 କେସିଙ୍ଗା ପୋଲିସ ଦ୍ୱାରା ଗଞ୍ଜେଇ ଚାଲାଣ ଗାଡି ଜବତ, ଏନଏଚ-୨୬ ଗଞ୍ଜେଇ ଚାଲାଣର ମୂଖ୍ୟ...

0
କଳାହାଣ୍ଡି ତା.୦୭.୦୯.୨୦୨୧ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାର ଜାତୀୟ ରାଜପଥ ୨୬ ଗଞ୍ଜେଇ ଚାଲାଣର ମୂଖ୍ୟ ରାଜପଥ ପାଲଟିଛି । ଗତକାଲି ବୋଇତି କଖାରୁ ବୋଝେଇ ସ୍ୱରାଜ ମଜଡା ମିନି ଟ୍ରକ ଭିତରେ ୫୭୩...

ଜାଲ ସାର୍ଟିଫିକେଟଧାରୀ  ଶିକ୍ଷକଙ୍କ ସଂପର୍କରେ ତଦନ୍ତ ପାଇଁ ଶିକ୍ଷା ବିଭାଗର ନିର୍ଦ୍ଦେଶ

0
କଳାହାଣ୍ଡି,- ୦୧.୦୯.୨୦୨୧ ( ଓଡିଆପୁଅ)  ଜାଲ ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ସଂପର୍କରେ ଉଚିତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ କଳାହାଣ୍ଡି ସମେତ ଓଡିଶାର ସମସ୍ତ ଜିଲ୍ଲା...

        ମନ୍ତ୍ରୀଙ୍କ ଜନ୍ମ ଦିନରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ,ନର୍ସିଂ ହୋମ ଲୋକାର୍ପଣ  

0
କଳାହାଣ୍ଡି,- ତା.୨୮.୦୮.୨୦୨୧ (ଓଡିଆପୁଅ) ରାଜ୍ୟ ମନ୍ତ୍ରୀ ମଣ୍ଡଳରେ କଳାହାଣ୍ଡି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ୫୨ତମ ଜନ୍ମ ଦିବସ ଉପଲକ୍ଷେ ସମଗ୍ର ଜିଲ୍ଲାରେ ବିଭିନ୍ନ...

ଇନ୍ଦ୍ରାବତୀ ଜଳଭଣ୍ଡାରରେ ସର୍ବନିମ୍ନ ଜଳସ୍ତର, ଜଟିଳସ୍ଥିତି ଆଶଙ୍କା

0
କଳାହାଣ୍ଡି,- ତା.୨୮.୦୮.୨୦୨୧ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାର କୃଷି କ୍ଷେତ୍ରରେ ବୈପ୍ଲିବିକ ପରିବର୍ତନ ଆଣିଥିବା ବୃହତ ଇନ୍ଦ୍ରାବତୀ ଜଳବିଦ୍ୟୁତ ଯୋଜନା ର ଜଳଭଣ୍ଡାରରେ ଦୀର୍ଘ ୨୨ ବର୍ଷ ମଧ୍ୟରେ ସର୍ବନିମ୍ନ ଜଳସ୍ତର ରହିଥିବା ଜଣାପଡିଛି...

   ପାଂଚ ଲକ୍ଷ ଶିଶୁଙ୍କ ପାଇଁ ନଅ ଜଣ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର

0
କଳାହାଣ୍ଡି,-ତା.୨୦.୦୮.୨୦୨୧ ( ଓଡିଆପୁଅ) ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ କଳାହାଣ୍ଡି ଭଲି ଅନୁନ୍ନତ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପରିଲକ୍ଷିତ ହୋଇପାରିନାହିଁ । ଆଜିମଧ୍ୟ କଳାହାଣ୍ଡିର ଜନସାଧାରଣଙ୍କ ପାଇଁ ଉନ୍ନତ ମାନର...

ଉଦଘାଟନର ବର୍ଷେ ନପୁରୁଣୁ ମେଗାଲିପ୍ଟ କେନାଲରେ ଘାଇ, ନିମ୍ନ ମାନର କାର୍ଯ୍ୟ ଅଭିଯୋଗ

0
କଳାହାଣ୍ଡି ତା.୦୧.୦୮.୨୦୨୧ ( ଓଡିଆପୁଅ ) କଳାହାଣ୍ଡି ଜିଲ୍ଲାରେ ବହୁମୂଖି ଇନ୍ଦ୍ରାବତୀ ଜଳବିଦ୍ୟୁତ ଯୋଜନା ର କୋକସରାରୁ ବେହେରା ଯାଇଥିବା ମେଗାଲିଫ୍ଟ କେନାଲ ରେ ଆରଡି ୩୪  ମାଝୀଗୁଡା ଠାରେ ହୁଡାଭାଙ୍ଗିଯାଇ ଘାଇ...

କଳାହାଣ୍ଡି ପୋଲିସ ଦ୍ୱାରା ୪୪.୭ କେଜି ଗଞ୍ଜେଇ ଜବତ  

0
କଳାହାଣ୍ଡି, ତା.୩୧.୦୭.୨୦୨୧ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା କୋକସରା ପୋଲିସ ପକ୍ଷରୁ ଏକ ବୋଲେରୋ ଗାଡିରୁ ୪୪.୭ କେଜି ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି । କୋରାପୁଟ ଜିଲ୍ଲାରୁ ଛତିଶଗଡ କୁ ଚୋରାରେ...

      କଳାହାଣ୍ଡି ଗସ୍ତରେ ମୂଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ କାର‌୍ୟ୍ୟକ୍ରମର...

0
କଳାହାଣ୍ଡି, ତା.୩୧.୦୭.୨୦୨୧ ( ଓଡିଆପୁଅ ) ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର ମୂଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୂଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କାର୍ତୀକେୟନ ପାଣ୍ଡିୟାନ ଓ ସ୍ୱତନ୍ତ  ସଚିବ ଭିନିଲ...

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ, ବିଭିନ୍ନ କାର୍ଯ୍ୟର ସମୀକ୍ଷା

0
କଳାହାଣ୍ଡି ତା.୨୫.୦୭.୨୦୨୧ (ଓଡିଆପୁଅ)କଳାହାଣ୍ଡିର ବିକାଶର ପରବର୍ତୀ ପର‌୍ୟ୍ୟାୟକୁ ନେବା ପାଇଁ ନିର୍ଦ୍ଦିଷ୍ଟ କାର‌୍ୟ୍ୟ ଯୋଜନା ପ୍ରସ୍ତୃତ କରିବାକୁ ଜିଲ୍ଲା ପ୍ରଶାସନକୁ  ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା...

ପୋଲିସ କବଜାରେ ଜୀବନ୍ତ ବୋମା, ଗୁଳି ଓ ଦେଶି ବନ୍ଧୁକ ସହ ଅସାମାଜିକ ବ୍ୟକ୍ତି

0
କଳାହାଣ୍ଡି ତା.୨୧.୦୭.୨୦୨୧ ( ଓଡିଆପୁଅ)  କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ପୋଲିସ ସେହି ଅଂଚଳର ଜଣେ ହାଡକୋର ଅସାମାଜିକ ବ୍ୟକ୍ତି  ହେମନ୍ତ ସାହୁ (୨୦) ଙ୍କୁ ଜୀବନ୍ତ ବୋମା,ଗୁଳି ସମେତ ଦେଶୀ ବନ୍ଧୁକ,...

ବକେୟା ସବସିଡି ପ୍ରଦାନ ଏବଂ ଏଫସିଆଇ ଦ୍ୱାରା ଧାନ ଉଠାଣ ଦାବୀରେ ବିଜେଡିର ଧାରଣା

0
କଳାହାଣ୍ଡି ତା.୨୦.୦୭.୨୦୨୧ (ଓଡିଆପୁଅ)  କଳାହାଣ୍ଡି ଜିଲ୍ଲା ର କେସିଙ୍ଗା ଓ ଜୁନାଗଡ ଠାରେ ଥିବା ଏଫସିଆଇ ଅଫିସା ସାମନାରେ ଜିଲ୍ଲା ବିଜେଡି ପକ୍ଷରୁ ଧାରଣା ଦିଆଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବୀପତ୍ର...