Debadatta Rath
ବିମାନ ଦୁର୍ଘଟଣା: ୨୨ ମୃତ; ୪ ନିଖୋଜ
ନୂଆଦିଲ୍ଲୀ: ୟୁକ୍ରେନରେ ଏକ ଦୁଃଖଦ ବିମାନ ଦୁର୍ଘଟଣା ଘଟିଛି। ୟୁକ୍ରେନରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ...
ଘରୋଇ ବିମାନ ଚଳାଚଳ ଆରମ୍ଭ ହେବା ପରଠାରୁ ଏକ କୋଟିରୁ ଅଧିକ ଯାତ୍ରୀ କରିଛନ୍ତି...
ନୂଆଦିଲ୍ଲୀ: ୨୫, ମେ, ୨୦୨୦ରୁ ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବା ପରେ ସମୁଦାୟ ୧,୦୮,୨୧୦ ବିମାନ ଚଳାଚଳ କରିଛି ଯେଉଁଥିରେ ଏକ କୋଟିରୁ ଅଧିକ ଲୋକ ଏ'ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି...
ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ସୁଗା ୟୋଶିହିଦେଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନ ଯୋଗେ ଜାପାନର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ସୁଗା ୟୋଶିହିଦେଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ ହୋଇଥିବାରୁ ସୁଗାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା...
SBI କଲା ଆଲର୍ଟ୍: ଗ୍ରାହକମାନେ କୃପୟା ଧ୍ୟାନ ଦିଅନ୍ତୁ; ନଚେତ୍ ହୋଇପାରେ ବଡ଼ କ୍ଷତି...
ନୂଆଦିଲ୍ଲୀ: ଦେଶରେ ବ୍ୟାଙ୍କ ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଠକମାନେ ନୂଆ ନୂଆ ଉପାୟରେ ଲୋକଙ୍କୁ ନିଜର ଠକାମୀର ଶିକାର କରୁଛନ୍ତି। ଏଭଳି ଠକେଇକୁ ଏଡ଼ାଇବା ପାଇଁ ଦେଶର...
ଫିଟ୍ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଫିଟ୍ ଇଣ୍ଡିଆ ବାର୍ତ୍ତାଳାପରେ...
ନୂଆଦିଲ୍ଲୀ: ଏକ ଅଭିନବ ପ୍ରୟାସ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି, ୨୪ ସେପ୍ଟେମ୍ବର ୨୦୨୦ ଦିନ ଫିଟ୍ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବର୍ଷପୂର୍ତ୍ତି ଅବସରରେ ଦେଶବ୍ୟାପୀ ଅନଲାଇନ୍ ଫିଟ୍ ଇଣ୍ଡିଆ ଭାବ...
ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଫିଟ୍ନେସ ଉତ୍ସାହୀଙ୍କ ସହ ପିଏମ୍...
- ବୟସ ଉପଯୋଗୀ ଫିଟ୍ନେସ ପ୍ରୋଟକଲ ଉନ୍ମୋଚନ କଲେ ପିଏମ୍ ମୋଦି
- ଫିଟ୍ ଇଣ୍ଡିଆ ଡାଇଲଗ୍ ପ୍ରତ୍ୟେକ ବୟସ ବର୍ଗର ଫିଟ୍ନେସ ଉପରେ ଗୁରୁତ୍ୱ ଦେଉଛି ଏବଂ ଫିଟ୍ନେସ ରକ୍ଷା କ୍ଷେତ୍ରରେ ନବଦିଗନ୍ତ...
ବିଚ୍ ବଜାର ଛକରେ ଲାଗିବ ଦୁଷ୍କର୍ମକାରୀଙ୍କ ପୋଷ୍ଟର !
ନୂଆଦିଲ୍ଲୀ: ମହିଳାଙ୍କ କ୍ଷେତ୍ରରେ ଅପରାଧକୁ ନେଇ ଉତ୍ତରପ୍ରଦେଶ ଯୋଗୀ ସରକାର ଅଧିକ କଠୋର ହୋଇଛନ୍ତି। ଏଣିକି ଯେଉଁମାନେ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ କରନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୁଷ୍କର୍ମକାରୀ...
କୃଷକମାନଙ୍କ ପାଇଁ ଖୁସି ଖବର: ପିଏମ୍ ସମ୍ମାନ ନିଧି ବ୍ୟତୀତ ପ୍ରତିବର୍ଷ ମିଳିବ ନଗଦ...
ନୂଆଦିଲ୍ଲୀ: କୃଷି ମୂଲ୍ୟ ଏବଂ ମୂଲ୍ୟ ଆୟୋଗ (CACP) ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (PM- KISAN) ବ୍ୟତୀତ କୃଷକମାନଙ୍କୁ ବାର୍ଷିକ ୫୦୦୦ ଟଙ୍କା ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି। ଆୟୋଗ...
୨୫ରେ ନୂତନ କୃଷି ବିଲ୍ ଉପରେ ଏକ ଓ୍ବେବିନାର ଆଲୋଚନା
ଭୁବନେଶ୍ୱର: ସଂସଦରେ ଐତିହାସିକ କୃଷି ବିଲ୍ ପାରିତ ହୋଇଯାଇଛି। କିନ୍ତୁ ଏହାକୁ ନେଇ ମଧ୍ଯ ଅନେକଙ୍କ ମଧ୍ଯରେ ଦ୍ବନ୍ଦ ରହିଥିବା ବେଳେ ବିରୋଧୀ ଏହାକୁ ନେଇ ହୋହଲ୍ଲା ଜାରି ରଖିଛନ୍ତି। ତେବେ ଏହି...
ହତ୍ୟା କରି ଖଟ ତଳେ ସ୍ୱାମୀଙ୍କ ଶବକୁ ରଖି; ଖଟ ଉପରେ ରାତିସାରା ନିଶ୍ଚିତ...
ନୂଆଦିଲ୍ଲୀ: ସ୍ୱାମୀଙ୍କ ମଦ୍ୟପାନ ଏବଂ ପ୍ରତିଦିନ ଝଗଡ଼ା ହେବାକୁ ନେଇ ସ୍ୱାମୀଙ୍କ ତଣ୍ଟି ଚିପି ହତ୍ୟା କରିଦେଲେ ସ୍ତ୍ରୀ। ତେବେ, ଆଶ୍ଚର୍ଯ୍ୟର କଥା ସ୍ୱାମୀଙ୍କ ମୃତ ଶରୀରକୁ ଖଟ ତଳେ ରଖି ନିଜେ...
ଆପଣଙ୍କ ହ୍ଵାଟ୍ସଆପ୍ ଗତିବିଧି ଟ୍ରାକ୍ କରୁଛି ଏହି ଆପ୍ !
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ସ୍ମାର୍ଟଫୋନ୍ ୟୁଜର୍ସ ସବୁଠାରୁ ତତକ୍ଷଣାତ୍ ମେସେଜିଂ ଆପ୍ ହ୍ଵାଟ୍ସଆପ୍ ବହୁ ପରିମାଣରେ ବ୍ୟବହାର କରନ୍ତି। ବ୍ୟକ୍ତିଗତ କାମ ପାଇଁ ହେଉ କିମ୍ବା ରାଜନୈତିକ କାମ ପାଇଁ ହେଉ ବା...
ବୈଜ୍ଞାନିକଙ୍କ ଦାବୀ: ଆପଣଙ୍କୁ କେବେ ଏହି ରୋଗ ହେଇଥିଲେ, ହେବ ନାହିଁ କରୋନା !
ନୂଆଦିଲ୍ଲୀ: ଚାଇନା ଭାଇରସ୍ କରୋନା ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଛି।ଏବେ ବିଶ୍ୱରେ କରୋନା ଦ୍ୱାରା ଅଧିକ ପ୍ରଭାବିତ ଦେଶ ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ବ୍ରାଜିଲ ତିନି ନମ୍ବରରେ ଏବଂ...
ଫିଟ୍ ଇଣ୍ଡିଆ ମୁଭମେଣ୍ଟ୍: ଦେଶବ୍ୟାପୀ ଫିଟନେସ୍ ଉତ୍ସାହୀଙ୍କ ସହ ମତ ବିନିମୟ କରିବେ ପିଏମ୍...
ନୂଆଦିଲ୍ଲୀ: ଏକ ଅଭିନବ ପ୍ରୟାସ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୪ ସେପ୍ଟେମ୍ବର ୨୦୨୦ ଦିନ ଫିଟ୍ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବର୍ଷପୂର୍ତ୍ତି ଅବସରରେ ଦେଶବ୍ୟାପୀ ଅନଲାଇନ୍ ଫିଟ୍ ଇଣ୍ଡିଆ ଭାବ ବିନିମୟ...
ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ସଫଳତା: ଡିଆରଡିଓ ପକ୍ଷରୁ ଅଭ୍ୟାସର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ/ଭୁବନେଶ୍ୱର: ମଙ୍ଗଳବାର ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର...
ମଜୁରିଆ ବାପର ଝିଅ ଆକାଉଣ୍ଟକୁ ଆସିଲା ୯ କୋଟି ୯୯ ଲକ୍ଷ ଟଙ୍କା! ହେଲେ...
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବାଲିଆ ଜିଲ୍ଲାର ବାଁସଡିହ ରୁକୁନପୁରା ଗାଁର ଜଣେ ମଜୁରିଆ ବାପର କିଶୋରୀ ଝିଅଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାୟ ଦଶ କୋଟି ଟଙ୍କା ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।...
ବିଏସଏଫ୍ ଏବଂ ସିଆରପିଏଫ୍ ଆଦି ସେଣ୍ଟ୍ରାଲ ଫୋର୍ସରେ ଏକ ଲକ୍ଷ ପଦବୀ ଖାଲି; ଶୀଘ୍ର...
ନୂଆଦିଲ୍ଲୀ: ବିଏସଏଫ୍ ଏବଂ ସିଆରପିଏଫ୍ ସେଣ୍ଟ୍ରାଲ୍ ଫୋର୍ସରେ ଏକ ଲକ୍ଷରୁ ଅଧିକ ପଦବୀ ଖାଲି ପଡ଼ିଛି। ଯାହା ସରକାର ଖୁବ୍ ଶୀଘ୍ର ପୂରଣ କରିବାକୁ ଯାଉଛନ୍ତି। ପ୍ରକାଶ ଯେ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ...
‘D’ ମାନେ ଡ୍ରଗ୍ସ; ‘D’ ମାନେ ଦୀପିକା: ଡ୍ରଗ୍ସ୍ କନେକ୍ସନରେ ଦୀପିକା ପାଦୂକୋଣେଙ୍କ ନାମ...
ନୂଆଦିଲ୍ଲୀ: ବଲିଉଡ ଡ୍ରଗ୍ସ ମାମଲାରେ ସବୁଠୁ ବଡ଼ ନାମ ଖୁଲାସା ହୋଇଛି। ରିୟା ଚକ୍ରବର୍ତ୍ତୀ, ସାରା ଅଲ୍ଲୀ ଖାନ, ରାକୁଲ ପ୍ରୀତ ସିଂ ଏବଂ ଶ୍ରଦ୍ଧା କପୁରଙ୍କ ପରେ ଏବେ ଦୀପିକା ପାଦୂକୋଣେଙ୍କ...
ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଖାତାଧାରୀଙ୍କୁ ବୀମା ସୁବିଧା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ- ଧନ ଯୋଜନା (ପିଏମଜେଡିୱାଇ) ଅଧୀନରେ ଆକାଉଣ୍ଟଧାରୀଙ୍କୁ ୧ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁବିଧା ସହିତ ଏକ ମାଗଣା ରୁପେ ଡେବିଟ୍ କାର୍ଡ ପ୍ରଦାନ କରାଯାଇଛି । ୨୮,...
ସଂସଦ ପରିସରରେ ଧାରଣାରେ ନିଲମ୍ବିତ ସାଂସଦ
ନୂଆଦିଲ୍ଲୀ: କୃଷି ବିଲ୍ ଆଲୋଚନା ବେଳେ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭାରୁ ସସ୍ପେଣ୍ଡ ହୋଇଥିବା ୮ ଜଣ ସାଂସଦ ଆଜି ଧାରଣାରେ ବସିଛନ୍ତି। ଏହି ସାଂସଦମାନେ ହେଲେ ଡେରିକ ଓ ବ୍ରାଏନ, ସଞ୍ଜୟ...
ସଂସଦରେ କୃଷି ବିଲ୍ ପାରିତ ହେବା ନେଇ କୃଷକ ମାନଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ୍...
ନୂଆଦିଲ୍ଲୀ: ସଂସଦରେ କୃଷି ବିଲ୍ ପାରିତ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଏହାକୁ ଭାରତୀୟ କୃଷି ଇତିହାସରେ ଏକ ସ୍ମରଣୀୟ ମୂହୁର୍ତ୍ତ ବୋଲି କହିଛନ୍ତି।...