Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ପଦଯାତ୍ରାରେ ବାହାରିବେ ଅପରାଜିତା:ଲୋକଙ୍କ ସହ ମିଶିବେ,ଲୋକଙ୍କଠାରୁ ଶୁଣିବେ

0
ଭୁବନେଶ୍ୱର:ବିଜେପି ପକ୍ଷରୁ ଚାଲିଥିବା "ଜନ ପରାମର୍ଶ ପଦଯାତ୍ରା"ରେ ନିଜକୁ ସାମିଲ କରିବେ ଅପରାଜିତା ଷଡ଼ଙ୍ଗୀ।ରାଜନୀତିରେ ପାଦ ଥାପୁ ଥାପୁ ଅପରାଜିତା ଆରମ୍ଭରୁ ହିଁ ସକ୍ରିୟ ହୋଇ ଉଠିଛନ୍ତି।ଏଥିରେ କାର୍ଯ୍ୟକର୍ତ୍ତା ମଧ୍ୟ ଖୁବ୍ ଉତ୍ସାହିତ...

ଡିସେମ୍ବର ୯ : ବିଶାଳ ହିନ୍ଦୁ ସମ୍ମିଳନୀ

0
ଭୁବନେଶ୍ୱର:ଆସନ୍ତା ଡିସେମ୍ବର ୯ ତାରିଖରେ ଓଡ଼ିଶାର ଭୁବନେଶ୍ୱର,ବ୍ରହ୍ମପୁର ଏବଂ ବାଲେଶ୍ୱରଠାରେ ଆୟୋଜିତ ହେବ ବିଶାଳ ହିନ୍ଦୁ ସମ୍ମିଳନୀ।ଅଯୋଧ୍ୟାରେ ରାମ ଜନ୍ମଭୂମି ସ୍ଥଳରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଦାବିରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ...

ଇନିକ୍ସପେକ୍ଟରଙ୍କ ହତ୍ୟା ଘଟଣା:ବଜରଙ୍ଗ ଦଳ ସଂଯୋଜକ ଗିରଫ

0
ବୁନ୍ଦେଲ ସହର:ଉତ୍ତର ପ୍ରଦେଶ ବୁନ୍ଦେଲ ସହରରେ ଗୋହତ୍ୟାକୁ ନେଇ ଘଟିଥିବା ହିଂସା ଘଟଣା ଏବଂ ଇନିକ୍ସପେକ୍ଟର ସୁବେଦ କୁମାର ସିଂଙ୍କ ହତ୍ୟା ଘଟଣାରେ ପୁଲିସ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଯୋଗେଶ ରାଜ୍...

ଆଜି ନୌସେନା ଦିବସ:ଆଜିର ଦିନରେ ପାକିସ୍ଥାନକୁ ଖଣ୍ଡ କରିଦେଇ ଥିଲା ଭାରତ

0
ଭୁବନେଶ୍ୱର:ଆଜି ନୌସେନା ଦିବସ।ଆଜିର ଦିନରେ ଭାରତ ପାକିସ୍ଥାନକୁ ଖଣ୍ଡ କରିଦେଇଥିଲା।ଏହାର ଶ୍ରେୟ ଯାଏ ଭାରତୀୟ ନୌସେନା ଉପରେ।ଭାରତୀୟ ବିମାନ ଘାଟି ଉପରେ ପାକିସ୍ଥାର ଆକ୍ରମଣ ଜବାବରେ ଭାରତୀୟ ନୌସେନା ୪,ଡିସେମ୍ବର,୧୯୭୧ ରାତିରେ ଯୁଦ୍ଧ...

କିଏ ହେବ ମୁଖ୍ୟମନ୍ତ୍ରୀ ପାର୍ଥି?ଜୁଏଲଙ୍କ ମନ୍ତବ୍ୟକୁ ଖଣ୍ଡନ,ପ୍ରତାପଙ୍କ କଥାକୁ ସ୍ୱୀକାର କଲେ ଧର୍ମେନ୍ଦ୍ର!

0
ଭୁବନେଶ୍ୱର:ଓଡ଼ିଶାରେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥି?ଏନେଇ କିଛି ଦିନ ହେଲା ଆଲୋଚନା ହୋଇ ଆସୁଛି।ଏବଂ ଧର୍ମେନ୍ଦ୍ର ହିଁ ମୁଖ୍ୟମନ୍ତ୍ରୀ ପାର୍ଥି ଭାବରେ ଦଳ ଭିତରେ ପ୍ରଚାର ହୋଇ ଆସୁଥିଲା।ଏପରି ପ୍ରଚାରକୁ କେହି...

ଆରମ୍ଭରୁ ଆକ୍ସନ ମୁଡରେ ଅପରାଜିତା!କାର୍ଯ୍ୟକର୍ତ୍ତା ଉତ୍ସାହିତ

0
ଭୁବନେଶ୍ୱର:ଆରମ୍ଭରୁ ଅପରାଜିତା ଷଡ଼ଙ୍ଗୀ ପୂରା ଆକ୍ସନ ମୁଡରେ। ଶନିବାର ଦିନ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ଅପରାଜିତାଙ୍କ ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅପରାଜିତା କହିଥିଲେ ମୁଁ ପ୍ରତିଶୃତି ଦେଉଛି ପ୍ରଶାସନିକ ସେବା କ୍ଷେତ୍ରରେ...

ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାର ସଂକଳ୍ପ ନେଇ ଆସିଛି:ଅପରାଜିତା

0
★ବିକାଶ ଏବଂ ପ୍ରଗତି ଏଠି ପଥଚ୍ୟୁତ ହୋଇ ଯାଇଛି ★ପରିବର୍ତ୍ତନର ସମୟ ଆସି ଯାଇଛି ★ଓଡ଼ିଶାରେ କେବଳ ବିଜେପି ହିଁ ଶାସନିକ ବିକଳ୍ପ ଦେଇ ପାରିବ ଭୁବନେଶ୍ୱର:ଅପରାଜିତା ଷଡ଼ଙ୍ଗୀ ବିଜେପିରେ ସାମିଲ ହେବା ପରେ ଭୁବନେଶ୍ୱର ସ୍ଥିତ...

ବିଜେପିକୁ ଆସିବେ ଆଉ ଜଣେ ପ୍ରତିଭା!

0
ଭୁବନେଶ୍ୱର:ଅପରାଜିତା ଷଡ଼ଙ୍ଗୀ ରାଜନୀତିକୁ ଆସିବା ପରେ ରାଜନୀତି କ୍ଷେତ୍ର ପ୍ରତି ଏକ ଆଗ୍ରହ ସୃଷ୍ଟି ହେଇଛି।ଏଥିରେ ଉତ୍ସାହିତ ହୋଇ ଏବେ ଜଣେ ପ୍ରତିଭା ରାଜନୀତି ତଥା ବିଜେପିକୁ ଆସିବାର ସମ୍ଭାବନା ରହିଛି।ସମ୍ପୃକ୍ତ ବ୍ୟକ୍ତି...

ବିଜେପି ସୋସିଆଲ ମିଡିଆ ଏବେ ଏତେ କୃପଣ କାହିଁକି?

0
ଭୁବନେଶ୍ୱର:କେଉଁ ରାଜନୈତିକ ଦଳ ଯଦି ସୋସିଆଲ ମିଡିଆରେ ସବୁଠୁ ସକ୍ରିୟ ଥାଏ,ସିଏ ହେଲା ବିଜେପି।ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସୋସିଆଲ ମିଡିଆକୁ ଖୁବ୍ ଗୁରୁତ୍ୱ ଦେଉଛନ୍ତି।ଓଡ଼ିଶାରେ ମଧ୍ୟ ବିଜେପି ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ।ଏପରିକି...

“ସବକା ସାଥ ସବକା ବିକାଶ”:ଅପରାଜିତାଙ୍କ ଡକ୍ୟୁମେଣ୍ଟାରୀ ଭିଡିଓ ଜାରି

0
ଭୁବନେଶ୍ୱର:ଅପରାଜିତା ଷଡ଼ଙ୍ଗୀ ରାଜନୀତିକୁ ଆସିବା ପରଠାରୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା।ତାଙ୍କୁ ନେଇ ଅନେକ ଆଶା ଏବଂ ସମ୍ଭାବନା ନେଇ ବିଜେପି ଦଳ ଭିତରେ ଏବେ ଜୋରଦାର ଆଲୋଚନା ଚାଲିଛି।"ମୁଁ ନୁହେଁ,ଆମେ" ଟ୍ୱିଟ...

ନିଜ ଘରକୁ ଆସି ଯାଇଛି,ବହୁତ ଖୁସି:ଅପରାଜିତା

0
ଭୁବନେଶ୍ୱର:ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗ ଦେବା ପରେ ଆଜି ଭୁବନେଶ୍ୱରରେ ଆସି ପହଁଚିଛନ୍ତି।ଭୁବନେଶ୍ୱର ଏୟାରପୋର୍ଟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।ଏହାପରେ ସେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ...

ଭିନ୍ନ ଏକ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଏବଂ ସଭାପତି ପରିବର୍ତ୍ତନ ଚର୍ଚ୍ଚା ବିଜେଡି ପ୍ରାୟୋଜିତ!

0
ବିଜେପିର ଅନ୍ତଃସ୍ୱରକୁ ବିଜେଡି ଚକ୍ରାନ୍ତର ନାମ?ଭୁବନେଶ୍ୱର:କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥି?କିଛି ଦିନ ହେଲା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ଏ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ପ୍ରଚାର କରାଯାଇ ଆସୁଥିଲା।କିନ୍ତୁ ଏବେ...

୨ୟ ମହିଳା ମୁଖ୍ୟମନ୍ତ୍ରୀ!ଚର୍ଚ୍ଚାରେ ଅପରାଜିତା;କ’ଣ ପାଇଁ ଏତେ ଚର୍ଚ୍ଚା?

0
ମୁଖ୍ୟମନ୍ତ୍ରୀ ରେସରେ ନୂଆ ଏକ ଚେହେରା ଭୁବନେଶ୍ୱର:ନନ୍ଦିନୀ ଶତପଥୀଙ୍କ ପରେ ଓଡ଼ିଶା କ'ଣ ଦେଖିବାକୁ ପାଇବ ଦୂତୀୟ ୨ୟ ମହିଳା ମୁଖ୍ୟମନ୍ତ୍ରୀ?ଏହିପରି ଏକ ଆଲୋଚନା ଓଡ଼ିଶାର ରାଜନୀତି ମହଲରେ ଚର୍ଚ୍ଚା ହେଉଛି।ଅପରାଜିତା ରାଜନୀତିରେ ପାଦ...

କିଏ ହେବ ବିଜେପି ମୁଖ୍ୟମନ୍ତ୍ରୀ ପାର୍ଥି?ପୂର୍ଣ୍ଣଛେଦ ନୁହେଁ,ଜୁଏଲଙ୍କ ମନ୍ତବ୍ୟ ଅପରାଜିତାଙ୍କ ସମ୍ଭାବନା ବଢ଼ାଉଛି!

0
ଭୁବନେଶ୍ୱର:କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥି?ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଚେହେରା କରି ଲଢ଼ିବ,ନାଁ ଚେହେରା କେବଳ ଜଣେ ନରେନ୍ଦ୍ର ମୋଦୀ ଏବଂ ସଙ୍ଗଠନ ଆଧାରରେ ଲଢ଼ିବ?ଏ ନେଇ କିଛି ଦିନ ହେଲା ଆଲୋଚନା...

ଦୁଷ୍କର୍ମ ପିଡ଼ିତା ନାବାଳିକା ହେଲା ମା’:ଘଟଣା ଚପେଇ ଦେବାକୁ ଉଦ୍ୟମ

0
ଭୁବନେଶ୍ୱର:ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଜଣେ ନାବାଳିକା ଦୁଷର୍ମର ଶିକାର ହୋଇ ଏବେ ମା' ହୋଇଯାଇଛି।ପଡ଼ୋଶୀ ଘରକୁ ଟିଭି ଦେଖିବାକୁ ଯାଇଥିବା ସମୟରେ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ ଏବଂ ଆଜି...

ବୈଜୟନ୍ତ ଜଣାଇଲେ ଅପରାଜିତାଙ୍କୁ ଶୁଭେଛା

0
ଭୁବନେଶ୍ୱର:ଅପରାଜିତା ଷଡ଼ଙ୍ଗୀ ଆଜି ବିଧିବଧ ଭାବରେ ରାଜନୀତି ତଥା ବିଜେପିରେ ଯୋଗ ଦେବା ପରେ ତାଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶୁଭେଛା ଜଣାଇଛନ୍ତି।ବୈଜୟନ୍ତ ଟ୍ୱିଟ କରିଛନ୍ତି ଅପରାଜିତାଙ୍କୁ ତାଙ୍କର ନୂଆ ଯାତ୍ରା...

ବିଜେପିରେ ଯୋଗ ଦେବା ଗୋଟେ ବିଚାର ସମତ ନିଷ୍ପତି:ଅପରାଜିତା

0
●"ମୁଁ ନୁହଁ,ଆମେ" ର ସନ୍ଦେଶ ●ପ୍ରଗତି ହୁଏ,ବିକାଶ ହୁଏ କିନ୍ତୁ ଦେଖିବାର ଅଛି ପ୍ରଗତିରେ ଗତି ଅଛି କି ନାହିଁ"-ଅପରାଜିତା ଭୁବନେଶ୍ୱର:ପୂର୍ବତନ ଆଇଏଏସ ଅପରାଜିତା ଷଡ଼ଙ୍ଗୀ ବିଧିବଧ ଭାବରେ ବିଜେପିରେ ଯୋଗ ଦେଇଛନ୍ତି।ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ...

ଟ୍ରେନ ବଗିରେ ନିଆଁ

0
କୁରୁକ୍ଷେତ୍ର:ହରିୟାଣାର କୁରୁକ୍ଷେତ୍ର ନିକଟରେ ଧିରପୁର ରୁ ଧୋଡ଼ା ଖେଇଡ଼ି ଯାଉଥିବା କଲକା ହାଉଡ଼ା ଏକ୍ସପ୍ରେସ ଟ୍ରେନର ଆଗ କୋଚ୍ ବି/ଡବ୍ଲୁ ରେ ହଠାତ ନିଆଁ ଲାଗିଯାଇଥିଲା।ମୃତାହତ ନେଇ ଏପର୍ଯ୍ୟନ୍ତ କିଛି ସୂଚନା ମିଳିନି।ତେବେ...

ଆଗ ମାଟି,ପରେ ପାର୍ଟି;ଏଇଠି ଜନ୍ମ ଏଇଠି ମରଣ:ଦିଲ୍ଲୀପ ରାୟ

0
ଭୁବନେଶ୍ୱର:"ଆଗ ମାଟି ପରେ ପାର୍ଟି"।ଏଇଠି ଜନମ ଏଇଠି ମରଣ।ଏଇ ରାଉରକେଲା ମାଟିରେ ଜନ୍ମ ନେଇଛି,ଦିନେ ଏଇ ରାଉରକେଲା ମାଟିରେ ହିଁ ମରିବି।ପାର୍ଟି,ବିଧାୟକ,ମନ୍ତ୍ରୀ ହେବା କିମ୍ବା ରାଜନୀତି ମୋର ପ୍ରାଥମିକତା ନୁହଁ।ରାଉରକେଲା ପାଇଁ କିଛି...

ରିଲିଜ ହେଲା ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ “୨.୦” ଗୀତ “ତୁ ହି...

0
ମୁମ୍ବାଇ:ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ "୨.୦"ର ନୂଆ ଗୀତ "ତୁ ହି ରେ" ରିଲିଜ ହୋଇଛି।ଆବ୍ବାସ ଟାୟାରବାଲାଙ୍କ ଦ୍ଵାରା ଲିଖିତ ଏହି ଗୀତର ସଙ୍ଗୀତକାର ହେଲେ ଏ ଆର ରହମାନ।କଣ୍ଠଦାନ...