Home ଆନ୍ତର୍ଜାତୀୟ ଆଜି ନୌସେନା ଦିବସ:ଆଜିର ଦିନରେ ପାକିସ୍ଥାନକୁ ଖଣ୍ଡ କରିଦେଇ ଥିଲା ଭାରତ

ଆଜି ନୌସେନା ଦିବସ:ଆଜିର ଦିନରେ ପାକିସ୍ଥାନକୁ ଖଣ୍ଡ କରିଦେଇ ଥିଲା ଭାରତ

1410

ଭୁବନେଶ୍ୱର:ଆଜି ନୌସେନା ଦିବସ।ଆଜିର ଦିନରେ ଭାରତ ପାକିସ୍ଥାନକୁ ଖଣ୍ଡ କରିଦେଇଥିଲା।ଏହାର ଶ୍ରେୟ ଯାଏ ଭାରତୀୟ ନୌସେନା ଉପରେ।ଭାରତୀୟ ବିମାନ ଘାଟି ଉପରେ ପାକିସ୍ଥାର ଆକ୍ରମଣ ଜବାବରେ ଭାରତୀୟ ନୌସେନା ୪,ଡିସେମ୍ବର,୧୯୭୧ ରାତିରେ ଯୁଦ୍ଧ ଜାହାଜ ଏବଂ ପଣ୍ଡୁବି ସହାୟତାରେ ପାକିସ୍ଥାନର ଲାଇଫ ଲାଇନ କୁହାଯାଉଥିବା କରାଚୀ-ବନ୍ଦରଗାହକୁ ଧ୍ଵଂସ୍ତ କରିଦେଇଥିଲା।ଅପରେସନ “ଟ୍ରାଇଡେଣ୍ଟ” ଅନୁଯାୟୀ ଭାରତ ପୂର୍ବ ପାକିସ୍ଥାନ(ଏବେକାର ବାଂଲାଦେଶ)କୁ ସେହିଦିନ ପାକିସ୍ଥାନଠାରୁ ଅଲଗା କରିଦେଇଥିଲା।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.