Chitta Ranjan Das
ଆଳି ସାର ଦୋକାନୀକୁ ଗୁଳିକରି ହତ୍ୟା ଘଟଣାରେ ହାଇଦର ପୁଅ ମୁନାକୁ ଆଜୀବନ କାରାଦଣ୍ଡ
କେନ୍ଦ୍ରାପଡ଼ା ୪ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଆଳି ବଜାର ସାର ଦୋକାନୀକୁ ଗୁଳିକରି ହତ୍ୟା କରିବା ଘଟଣାରେ କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ ଗୋପାଳ ଚନ୍ଦ୍ର ବେହେରା ଗ୍ୟାଙ୍ଗଷ୍ଟର ମୁନା ଓରଫ...
ଆନ୍ଦୋଳନ ରତ କୃଷକଙ୍କୁ ହତ୍ୟା କରିବା ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଗଣବିକ୍ଷୋଭ
କେନ୍ଦ୍ରାପଡ଼ା ୪ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ରବିବାର ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଠାରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରୁଥିବା କୃଷକ ମାନଙ୍କ ଉପରେ ସ୍ଥାନୀୟ...
ଗାଙ୍ଗପଡା ପଞ୍ଚାୟତରେ କୋଭିଡ ଟୀକାକରଣ କେନ୍ଦ୍ର ଉଦଘାଟିତ
କେନ୍ଦ୍ରାପଡ଼ା ୪ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଞ୍ଚାୟତର ଗୋଗୁଆ କମ୍ୟୁନିଟି ସେଂଟରରେ କୋଭିଡ ଟୀକାକରଣ କେନ୍ଦ୍ର ସମିତିସଭ୍ୟା ମମତାରାଣୀ ଧଳଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।...
କିଶୋର ତରାଇ ପାଟଣା ଓ କେଉଁଝର ସଦର ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ
କେନ୍ଦ୍ରାପଡ଼ା ୪ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ଲୋକପ୍ରିୟ ନେତା କିଶୋର ଚନ୍ଦ୍ର ତରାଇଙ୍କୁ କେଉଁଝର ଜିଲ୍ଲାର ପାଟଣା...
କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଓସା ପକ୍ଷରୁ ସଚେତନତା
କେନ୍ଦ୍ରାପଡ଼ା ୪ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡିଶା ସୂଚନା ଅଧିକାର ଅଭିଯାନ(ଓସା)କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପି ସୂଚନା ଅଧିକାର ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାରେ...
କେନ୍ଦ୍ରାପଡାରେ ବିଶ୍ୱ ଜଳାତଙ୍କ ଦିବସ ପାଳିତ
କେନ୍ଦ୍ରାପଡ଼ା ୩୦ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଜଳାତଙ୍କ...
କେନ୍ଦ୍ରାପଡା ଜିଲ୍ଲାରେ ସ୍ୱଚ୍ଛତା ରଥ ପରିକ୍ରମା
କେନ୍ଦ୍ରାପଡ଼ା ୩୦ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ସ୍ୱଚ୍ଛଭାରତ ମିଶନରେ “ଆଜାଦି କା ଅମୃତ ମହୋତ୍ସବ” ପାଳନ ପରିପ୍ରେକ୍ଷୀରେ ସ୍ୱଚ୍ଛତା ରଥ ଅଭିଯାନ...
ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରାସ୍ତାର ଅବସ୍ଥା ଶୋଚନୀୟ
କେନ୍ଦ୍ରାପଡ଼ା ୩୦ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ଲଗାଣ ବର୍ଷା ଛାଡିବା ପ୍ରାୟ ୨୦ଦିନ ବିତିଗଲାଣି। କିନ୍ତୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସଂଯୋଗ ରାସ୍ତାରୁ ପାଣି ନିଷ୍କାସନ ହୋଇପାରୁନଥିବାରୁ ସେହି ରାସ୍ତାରେ ଆଣ୍ଠୁଏ...
ଲୁଟିଆକୁ କାବୁ କରି ପୋଲିକୁ ହସ୍ତାନ୍ତର କଲେ ଦମ୍ପତ୍ତି
କେନ୍ଦ୍ରାପଡ଼ା ୩୦ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ମହାନ୍ତି ସାହିରେ ରହୁଥିବା ଆଇନ୍ଜୀବୀ ଭାରତ ଭୂଷଣ ପଟ୍ଟନାୟକ ଓ ତାଙ୍କ ପତ୍ନୀ ଶିକ୍ଷୟିତ୍ରୀ ଚାରୁବାଳା...
ଫସଲ କ୍ଷୟକ୍ଷତିର ଆକଳନ ପାଇଁ ତହସିଲଦାରଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା, ୨୯ା୯ (ଓଡ଼ିଆ ପୁଅ) : ଚଳିତ ଲଘୁଚାପଜନିତ ବର୍ଷାରେ କେନ୍ଦ୍ରାପଡା ତହସିଲ ଅଧିନ ଭାଗବତପୁର ଓ ଭରତପୁର ରାଜସ୍ୱ ସର୍କଲ ଅନ୍ତର୍ଗତ ମୈାଜା ଗୁଡିକରେ ଧାନଫସଲ ସଂପୂର୍ଣ୍ଣ ବର୍ଷାପାଣିରେ ବୁଡି ରହିଥିବାରୁ...
ଖରସ୍ରୋତାରେ ମେଗା ପାନୀୟ ଜଳ ପ୍ରକଳ୍ପ ବିବାଦ : ସର୍ଭେ କରିନାହିଁ ଆଇଆଇଟି ହାଇଦ୍ରାବାଦ୍...
କେନ୍ଦ୍ରାପଡ଼ା ୨୮ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଖରସ୍ରୋତାରେ ପ୍ରକଳ୍ପ ବିବାଦ ଘଟଣା ଏକ ଗୁରୁତ୍ୱପୁର୍ଣ୍ଣ ମୋଡ ନେଇଛି। ପାନୀୟ ଜଳ ପ୍ରକଳ୍ପ ପାଇଁ ଆଇଆଇଟି ହାଇଦ୍ରାବାଦର ଟିମ୍ ନା ପ୍ରକଳ୍ପ...
ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖାର ସ୍ୱନକ୍ଷତ୍ର ଦିବସ ଓ ରାଧାନାଥ ଜୟନ୍ତୀ ପାଳିତ
କେନ୍ଦ୍ରାପଡ଼ା ୨୮ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କବିବର ରାଧାନାଥ ରାୟ ଆଧୁନିକ ଓଡିଆ ସାହିତ୍ୟର ଯୁଗସ୍ରଷ୍ଟା। ବିଦେଶୀ ସାହିତ୍ୟର ସମୃଦ୍ଧ କଥାବସ୍ତୁ ଗୁଡିକୁ ନିଜର ଅତୁଳନୀୟ ସୃଷ୍ଟିଶୀଳତା ମାଧ୍ୟମରେ ସଂଖ୍ୟାଧିକ ଅମର...
କେନ୍ଦ୍ରାପଡା ଜିଲାରେ ବାଲ୍ୟ ବିବାହ ବନ୍ଦ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା ୨୮ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସମ୍ପ୍ରତି ବାଲ୍ୟ ବିବାହ ବହୁ ମାତ୍ରାରେ ଅବାଧରେ ଚାଲୁଥିବା ବେଳେ ବାଲ୍ୟ ବିବାହ ନିଷେଧ ଆଇନ-୨୦୦୬ର କାର୍ଯ୍ୟକାରିତା ନେଇ ଏକ ସଚେତନତା କାର୍ଯ୍ୟକ୍ରମ...
ତୁଳସୀ ମହିଳା ମହାବିଦ୍ୟାଳୟରେ ପୋଷଣମାସ ପାଳିତ
କେନ୍ଦ୍ରାପଡ଼ା ୨୮ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଭାରତ ସରକାରଙ୍କ ନିର୍ଦେଶ କ୍ରମେ ତୁଳସୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆଜି ପୋଷଣମାସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ...
ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା
କେନ୍ଦ୍ରାପଡ଼ା ୨୫ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ଲକ୍ଷ୍ମୀନାରାୟଣ ଯୁବକ ସଙ୍ଘ ସହଯୋଗରେ ପ୍ରତିବର୍ଷ ପରି ଚଳିତବର୍ଷ ବନ୍ୟା ବିପନ୍ନମାନଙ୍କୁ...
କେନ୍ଦ୍ରାପଡାରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ
କେନ୍ଦ୍ରାପଡ଼ା ୨୫ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ବିଶ୍ୱ ଦିବ୍ୟ ଜୀବନ ସଂଘର ସ୍ରଷ୍ଠା ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ପଟ୍ଟଶିଷ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ୧୦୫ତମ ଜୟନ୍ତୀ ଉତ୍ସବ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ...
କର୍କଟ ରୋଗରେ ପିଡିତ ବାବୁରାମଙ୍କୁ ସରକାରୀ ସହାୟତା ଦାବି
କେନ୍ଦ୍ରାପଡ଼ା ୨୨ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଞ୍ଚାୟତର ସୁବଳ ଗ୍ରାମର ବାବୁରାମ ଦାସ ଜଣେ ଅତ୍ୟନ୍ତ ଗରିବ ଦିନମଜୁରିଆ। ସରକାରଙ୍କ ଆବାସ...
ଆର.ଟି.ଆଇ.ରେ ସୂଚନା ନଦେବାରୁ ଗରଦପୁର ବ୍ଲକର ପୂର୍ବତନ ଏବିଡିଓ ଏବଂ ଏମ.ଆଇ.ଙ୍କୁ ଜରିମାନା ନିର୍ଦେଶ
କେନ୍ଦ୍ରାପଡ଼ା ୨୨ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସୂଚନା ଅଧିକାର ଆଇନରେ ସଠିକ ସମୟରେ ସୂଚନା ପ୍ରଦାନ ନକରିବା ଏବଂ ଆବେଦନକାରୀଙ୍କ ପ୍ରତି ଅବହେଳା କରିଥିବାରୁ ରାଜ୍ୟ ସୂଚନା କମିଶନର କେନ୍ଦ୍ରାପଡା...
ଘରଛାତରୁ ଖସିପଡି ଶିକ୍ଷୟିତ୍ରୀଙ୍କ ମୃତ୍ୟୁ
କେନ୍ଦ୍ରାପଡ଼ା ୨୨ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନଙ୍କୁ ମୋବାଇଲରୁ ମେସେଜ ପଠାଉଥିବା ବେଳେ ଛାତ ଉପରୁ ତଳକୁ ଖସିପଡି ଶିକ୍ଷୟିତ୍ରୀ ତଥା ସି.ଆର.ସି.ସି. ଶୁଭ୍ରକାନ୍ତି ନାୟକଙ୍କର ମୃତ୍ୟୁ...
ମିଳୁନି ଦରମା : ସମୂହ ଛୁଟିରେ ଗଲେ ‘ଆତ୍ମା’ କର୍ମଚାରୀ
କେନ୍ଦ୍ରାପଡ଼ା ୨୦ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସରକାରଙ୍କ କୃଷି ବିଭାଗ ଅଧିନ କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା ‘ଆତ୍ମା’ ଅଧିନରେ କାର୍ଯ୍ୟରତ କେନ୍ଦ୍ରାପଡା ଜିଲ୍ଲାର ୪୦କର୍ମଚାରୀ ସମୁହ ଛୁଟିରେ...