Home Authors Posts by Chitta Ranjan Das

Chitta Ranjan Das

908 POSTS 0 COMMENTS

ସାନମଙ୍ଗଳା ନିକଟରେ କରୋନା ପଜିଟିଭ ବାହାରିବାରୁ କଂଟେନମେଂଟ ଜୋନ ଘୋଷଣା

0
କେନ୍ଦ୍ରାପଡା ୨୯/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ସାନମଙ୍ଗଳା ନିକଟରେ ଜନୈକ ଠିକାଦାର ଙ୍କ କରୋନା ପଜିଟିଭ ବାହାରିବାରୁ ତାଙ୍କୁ କୋଭିଡ ହସପିଟାଲକୁ ପଠାଇଦିଆଯିବା ସହ ସଂପୃକ୍ତ ଅଚଂଳକୁ ପ୍ରଶାସନ...

ପଣ୍ଡିତ ଗଣେଶ୍ୱର ପଣ୍ଡାଙ୍କ ବିୟୋଗରେ ସ୍ମୃତିସଭା

0
କେନ୍ଦ୍ରାପଡା ୨୯/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ପଣ୍ଡିତ ଗଣେଶ୍ୱର ପଣ୍ଡାଙ୍କ ବିୟୋଗରେ ଟାଉନ ହାଇସ୍କୁଲ ପରିସରରେ ଏକ ସ୍ମୃତିସଭା ହାଇସ୍କୁଲର ପୁରାତନଛାତ୍ର ଶଚିଦାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି...

ଧୂମାତ ଓ ଇନ୍ଦୁପୁର ପଞ୍ଚାୟତରୁ ୧୯୫ ସ୍ୱାବ ନମୁନା ସଂଗ୍ରହ

0
କେନ୍ଦ୍ରାପଡ଼ା ୨୬/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ଓ ଇନ୍ଦୁପୁର ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ଇନ୍ଦୁପୁର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମାଜିକ ଦୂରତା ରକ୍ଷା ପୂର୍ବକ ଏକ...

ପରିବାରକୁ ଏକଘରିକିଆ କରି ନିଆଁ ପାଣି ବାସନ୍ଦ କରିଦେଇଥିବା ଅଭିଯୋଗ

0
କେନ୍ଦ୍ରାପଡା ୨୫/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ପାଟକୁରା ଥାନା ଅନ୍ତର୍ଗତ ବାରତୁଙ୍ଗା ଗ୍ରାମର ମହେଶ୍ୱର ବେହେରା ଓ ସର୍ବେଶ୍ୱର ବେହେରାଙ୍କ ପରିବାରକୁ କେତେକ ମୁଷ୍ଟିମେୟ ଲୋକ ଏକ ଘରିକିଆ କରିଦେଇ ନିଆଁ...

ସିପିଆଇ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

0
କେନ୍ଦ୍ରାପଡା ୨୫/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି-ପି-ଆଇ-) ପକ୍ଷରୁ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ୧୧ଦଫା...

କେନ୍ଦ୍ରାପଡା ପୋଲିସ ଦ୍ୱାରା ବିଭିନ୍ନ ମଦ ଦୋକାନ ଉପରେ ଚଢାଉ ଓ ସଟଡାଉନ

0
କେନ୍ଦ୍ରାପଡା ୨୫/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କୋଭିଡ ପ୍ରୋଟକଲକୁ ଅନୁସରଣ ନକରି ସାମାଜିକ ଦ୍ୱରତା ରକ୍ଷା ନକରିବା ମହଙ୍ଗା ପଡିଛି ମଦ ଦୋକାନୀମାନଙ୍କୁ। ତିନିମୁହାଣି ଛକରେ ଥିବା ୨ଟି ମଦବାର ଏବଂ...

କରଣ ଭାଇମାନେ ଶ୍ରଦ୍ଧାସୁମନ ଅର୍ପଣ କଲେ ସ‌୍ୱର୍ଗତ ବିଜୟ ମହାନ୍ତିଙ୍କୁ

0
କେନ୍ଦ୍ରାପଡା ୨୫/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାର କରଣଭାଇମାନେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ବିଶିଷ୍ଟ ମଂଚ ତଥା ଚଳଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କୁ। ଏହି ଉପଲକ୍ଷେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ...

ବିଲକୁ ମାଡୁନି ପାଣି ଚାଷୀ ସଫାକଲେ ନାଳ

0
କେନ୍ଦ୍ରାପଡା ୨୨/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ନାଗପୁର ଗ୍ରାମର ୯ନମ୍ବର ଶାଖା କେନାଲରେ ପାଣି ଆସୁନଥିବାରୁ ସଂପୃକ୍ତ ଅଂଚଳର ଶହ ଶହ ଏକର ଜମି ଫାଟି...

ଦଳିତ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ବିରୋଧରେ ଅଭିଯୋଗ

0
କେନ୍ଦ୍ରାପଡା ୨୨/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଦଳିତ ବର୍ଗର ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପାଟକୁରା ଥାନା ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳାଙ୍କ ସ୍ୱାମୀ। ଅଭିଯୋଗ ଅନୁଯାଇ...

ବ୍ୟାଙ୍କରୁ ଋଣରେ ବ୍ୟବସାୟ ଆରମ୍ଭ କରିଥିବା ଏସଏଚଜି କରୋନା ସମୟରେ ଋଣ ପରିଷୋଧ ପାଇଁ...

0
କେନ୍ଦ୍ରାପଡା ୨୨/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ବ୍ୟାଙ୍କରୁ ଋଣ ଆଣି ବ୍ୟବସାୟ ଆରମ୍ଭ କରିଥିବା ସ୍ୱୟଂ ସହାୟିକା ଗୋଷ୍ଠି କରୋନା ମହାମାରୀ ସଂକ୍ରମଣ ଯୋଗୁଁ ବ୍ୟବସାୟ କରିପାରୁ ନଥିବାରୁ ବ୍ୟାଙ୍କ ଋଣ ପରିଷୋଧ...

ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଚଳଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି...

0
କେନ୍ଦ୍ରାପଡା ୨୨/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୁଲ୍ୟରେ ବୁଧବାର ଅପରାହ୍ନରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ସାମାଜିକ ଦ୍ୱରତା ରକ୍ଷା ପୂର୍ବକ ବିଶିଷ୍ଟ ଚଳଚିତ୍ର ଅଭିନେତା ସୂର୍ଗତ...

କେନ୍ଦ୍ରାପଡା ନାଗରିକ ମଂଚ ପକ୍ଷରୁ ସରପଂଚ ଓ ଶ୍ରମିକନେତାଙ୍କୁ ସମ୍ବର୍ଦ୍ଧନା

0
କେନ୍ଦ୍ରାପଡା ୨୨/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ନାଗରିକ ମଂଚ ପକ୍ଷରୁ ଗୁଲନଗର ପଂଚାୟତର ସରପଂଚ ପିତବାସ ବେହେରା ଓ ବିଶିଷ୍ଟ ଶ୍ରମିକ ନେତା ତଥା ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘର...

ତିନିବର୍ଷ ତଳର ପ୍ରକଳ୍ପ ନାମରେ ମିଥ୍ୟାବିଲ କରିନେବାକୁ ମସୁଧା ହେଉଥିବା ଅଭିଯୋଗ

0
କେନ୍ଦ୍ରାପଡା ୨୨/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ପଂଚାୟତର ଅଧିବାସୀମାନେ ମଙ୍ଗଳବାର କେନ୍ଦ୍ରାପଡା ବିଡିଓ ଏବଂ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଗତ ୩ବର୍ଷ ତଳର...

ଅଳପୁଆ, ଦାମୋଦରପାଟଣାର ବ୍ରାହ୍ମଣୀ ନଦୀବାଲିକୁ ବେଆଇନ ଚାଲାଣ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

0
କେନ୍ଦ୍ରାପଡା ୨୧/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଏବଂ ଦାମୋଦରପାଟଣା ଗ୍ରାମ ଠାରେ ବ୍ରାହ୍ମଣୀ ନଦୀ ବାଲିକୁ ବେଆଇନ ଭାବେ ବିନା ଲିଜରେ ଚାଲାଣ କରାଯାଉଥିବା ନେଇ ଆଜି...

ବଡହାଟରୁ ୬ଜଣଙ୍କୁ କୋଭିଡ ହସପିଟାଲକୁ ପଠାଯିବା ପରେ ଶାଢୀସଂସାର ଠାରୁ ପୁରୁଣାବସଷ୍ଟାଣ୍ଡ କଂଟେନମେଂଟ ଜୋନ...

0
କେନ୍ଦ୍ରାପଡା ୨୧/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ପୋରାଚଂଳ ଅନ୍ତର୍ଗତ ୧୪ନମ୍ବର ୱାର୍ଡର ବଡହାଟ ଗ୍ରାମର ବଟକୃଷ୍ଣ ସାହୁଙ୍କ ପତ୍ନୀଙ୍କର ଜ୍ୱର ହୋଇ ମୃତ୍ୟୁ ହେବା ପରେ କୋଭିଡ ପ୍ରୋଟୋକଲ ଅନୁଯାଇ ପ୍ରଶାସନ...

ଜିଲ୍ଲାରେ ଅନଲାଇନ ମାଧ୍ୟମରେ ସମସ୍ତ ସାମାଜିକ ସୁରକ୍ଷା ଯୋଜନାର ସୁବିଧା ପାଇଁ ତାଲିମ ଶିବିର

0
କେନ୍ଦ୍ରାପଡା ୨୧/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ରାଜ୍ୟ ସରକାରଙ୍କ ପତ୍ର ସଂଖ୍ୟା -୪୭୨୩ ତା ୨୬-୦୬-୨୦୨୦ରିଖ ନିର୍ଦେଶ ମତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା...

କରୋନା ପଜିଟିଭ ବାହାରିବାରୁ ପୌରାଂଚଳର ଦିଲାରପୁର-କ୍ୟୁରେସିମହଲା ସିଲ

0
କେନ୍ଦ୍ରାପଡା, ୧୮ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ୧୫ନମ୍ବର ୱାର୍ଡର ଦିଲାରପୁର ସାମିଲ କ୍ୟୁରେସିମହଲାକୁ ଜଣେ କରୋନା ପଜିଟିଭ ବାହାରିବା ପରେ ସଂପୃକ୍ତ ଅଚଂଳକୁ ସିଲ କରି ଦିଆଯିବା ସହ...

ପ୍ରଶାସକ ଓ ରାଜନେତାଙ୍କ ନାମରେ ଫେକ ଆକାଉଁଟ ଖୋଲି ଅର୍ଥ ମଗାଯାଉଛି

0
କେନ୍ଦ୍ରାପଡା, ୧୯ା୭(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାରେ ଏବେ ପ୍ରଶାସକ ଓ ରାଜନେତାଙ୍କ ନାମରେ ଫେସବୁକରେ ଫେକ ଆକାଉଁଟ ଖୋଲାଯାଇ ଲୋକମାନଙ୍କୁ ଅର୍ଥ ମଗାଯିବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି। ସେମାନଙ୍କ ନାମ...

କୋଭିଡ -୧୯ ନିୟମ ଉଲ୍ଲଙ୍ଘନ ଯୋଗୁଁ ଚତୁର୍ଥୀ ଭୋଜି ଅଧାରହିଲା

0
କେନ୍ଦ୍ରାପଡା, ୧୭ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କୋଭିଡ -୧୯ ନିୟମ ଉଲ୍ଲଙ୍ଘନ କରାଯାଇଥିବାରୁ ଏକ ଚତୁର୍ଥୀ ଭୋଜି ଅଧାରହିଥିବା ଜଣାପଡିଛି। ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତର ଦୁତିଆଳ...

ଅଯୋଦ୍ଧାନଗର ଗ୍ରାମରୁ ଚୋରୀ ଅଭିଯୋଗ

0
କେନ୍ଦ୍ରାପଡା, ୧୭ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଅଯୋଦ୍ଧାନଗର ଗ୍ରାମର ନିରଞ୍ଜନ ନାୟକଙ୍କ ଘରୁ ଗୁରୁବାର ବିଳମ୍ବିତ ରାତିରେ ଗ୍ରୀଲତାଡି ଚୋରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି।...