Home କେନ୍ଦ୍ରାପଡ଼ା ସାନମଙ୍ଗଳା ନିକଟରେ କରୋନା ପଜିଟିଭ ବାହାରିବାରୁ କଂଟେନମେଂଟ ଜୋନ ଘୋଷଣା

ସାନମଙ୍ଗଳା ନିକଟରେ କରୋନା ପଜିଟିଭ ବାହାରିବାରୁ କଂଟେନମେଂଟ ଜୋନ ଘୋଷଣା

57

କେନ୍ଦ୍ରାପଡା ୨୯/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ସାନମଙ୍ଗଳା ନିକଟରେ ଜନୈକ ଠିକାଦାର ଙ୍କ କରୋନା ପଜିଟିଭ ବାହାରିବାରୁ ତାଙ୍କୁ କୋଭିଡ ହସପିଟାଲକୁ ପଠାଇଦିଆଯିବା ସହ ସଂପୃକ୍ତ ଅଚଂଳକୁ ପ୍ରଶାସନ ପକ୍ଷରୁ ନିଷାଦ୍ଧାଚଂଳ ଭାବେ ଘୋଷଣା କରାଯାଇଛି ବୋଲି ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ସୂଚନା ଦେଇଛନ୍ତି। ଏହା ଦ୍ୱାରା ସେହି ଅଚଂଳରୁ ବାହାରକୁ କେହି ନଯିବା ଏବଂ ବାହାରୁ କେହି ସେହିସବୁ ଅଚଂଳକୁ ପ୍ରବେଶ କରିବା ଉପରେ କଟକଣା ଜାରିକରିଛି ପ୍ରଶାସନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.