Home କେନ୍ଦ୍ରାପଡ଼ା ଅଯୋଦ୍ଧାନଗର ଗ୍ରାମରୁ ଚୋରୀ ଅଭିଯୋଗ

ଅଯୋଦ୍ଧାନଗର ଗ୍ରାମରୁ ଚୋରୀ ଅଭିଯୋଗ

84

କେନ୍ଦ୍ରାପଡା, ୧୭ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଅଯୋଦ୍ଧାନଗର ଗ୍ରାମର ନିରଞ୍ଜନ ନାୟକଙ୍କ ଘରୁ ଗୁରୁବାର ବିଳମ୍ବିତ ରାତିରେ ଗ୍ରୀଲତାଡି ଚୋରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଘରମାଲିକ ଶୋଇଥିବା ବେଳେ ଚୋର ପଶି ନଗଦ ୬୦ହଜାର ଟଙ୍କା ସମେତ ସୁନା ଅଳଙ୍କାର ପ୍ରଭୃତି ଚୋରୀ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଥାନାରେ ଏନେଇ ଏକ ଚୋରୀ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.