Chitta Ranjan Das
ସୁରକ୍ଷା ଯୁଗ୍ମନିର୍ଦେଶକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଲୋକସଭା ସଚିବାଳୟର ସୁରକ୍ଷା ଯୁଗ୍ମନିର୍ଦେଶକ ଅରୁଣ କୁମାର ସାହୁ ଅବସରଗ୍ରହଣ କରିଥିବାରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାର ଭରତପୁର ଗ୍ରାମର...
ଫକିରାବାଦ ମର୍କେଜୀ ମସଜିଦ ପରିଦର୍ଶନକଲେ ଜିଲ୍ଲାପାଳ
କେନ୍ଦ୍ରାପଡା, ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଫକିରାବାଦର ମର୍କେଜି ମସଜିଦକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ଏହି ମସଜିଦର ଉନ୍ନୟନ ପାଇଁ...
କେନ୍ଦ୍ରାପଡା କଲେଜ ମୋ ସୃଜନର ଏନ୍ତୁଡିଶାଳ
କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ଓଡିଆ ସାହିତ୍ୟ ସମାଜ ଆନୁକୁଲ୍ୟରେ ବିଶିଷ୍ଟ ସାହିତ୍ୟିକ ଅତିବଡି ପୁରସ୍କାରପ୍ରାପ୍ତ ଲେଖକ ଡଃ. ରାମଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧନା...
“ଲୋକସଭାରେ ସ୍ୱର୍ଗତ ସୁରେନ୍ଦ୍ର ଦ୍ୱିବେଦୀ ଥିଲେ ଓଡିଶାର ସ୍ୱର”
କେନ୍ଦ୍ରାପଡ଼ା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡାର ପ୍ରଥମ ସାସଂଦ ତଥା ଓଡିଶାର ବରପୁତ୍ର ବିପ୍ଳବୀ ସ୍ୱର୍ଗତ ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ୧୦୯ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଭାଗବତ...
ଚଣ୍ଡିଆପଲ୍ଲୀରେ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ
କେନ୍ଦ୍ରାପଡ଼ା, ୧୧/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତର ଚଣ୍ଡିଆପଲ୍ଲୀ ମା’ ମଙ୍ଗଳା କ୍ରିକେଟ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି। ଗତ...
“ମାଟି ପାଇଁ ପାଟି ଖୋଲ” – କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡାରେ ମେଡିକାଲ କଲେଜ ଦାବିରେ...
କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା କଂଗ୍ରେସ ପକ୍ଷରୁ “ମାଟି ପାଇଁ ପାଟି ଖୋଲ” କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ମହା ଆନ୍ଦୋଳନ ଅନୁଷ୍ଠିତ...
କେନ୍ଦାପଡା କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗର ପରିବେଶ ସଚେତନତା ଶିବିର
କେନ୍ଦ୍ରାପଡା, ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ୟୁଜିସି ସଂପ୍ରସାରଣ କାର୍ଯ୍ୟକ୍ରମ ଭାବରେ ଏକ ପରିବେଶ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି...
ପୁରୁଷୋତ୍ତମପୁର ପଂଚାୟତ ହାଇସ୍କୁଲ ବିଜ୍ଞାନ ଶିକ୍ଷକଙ୍କ ପରଲୋକ
କେନ୍ଦ୍ରାପଡା, ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀଙ୍କ ୫୫ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି। ଗତ ମଙ୍ଗଳବାର ରାତିରେ...
ବିଜେପି ନଗର ଯୁବମୋର୍ଚ୍ଚା ପକ୍ଷରୁ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥି ପାଳିତ
କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବିଜେପି ନଗର ଯୁବମୋର୍ଚ୍ଚା ପକ୍ଷରୁ ପ୍ରଖର ରାଷ୍ଟ୍ରବାଦୀ, ଚିନ୍ତାନାୟକ, ଏକାତ୍ମ ମାନବବାଦର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥିରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି...
ଇନ୍ଦୁପୁର ଉଚ୍ଚ ପ୍ରାଥମିକ ସ୍କୁଲରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକ ମାଗଣା...
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ୍ କଲେଜ ପ୍ରତିଷ୍ଠା ଦାବିକୁ ସମର୍ଥନ
କେନ୍ଦ୍ରାପଡା ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲା ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଗଠନ ପକ୍ଷରୁ ଲକ୍ଷ୍ମୀନାରାୟଣ ଧର୍ମଶାଳା ପରିସରରେ ମନ୍ମଥ ନାଥ ରାଉତଙ୍କ ସଭାପତିତ୍ୱରେ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସଂଗଠନର...
ଜନଶକ୍ତି ପାର୍ଟି ପକ୍ଷରୁ ସ୍ୱର୍ଗତ ହାଡିବନ୍ଧୁ ବେହେରାଙ୍କ ବିୟୋଗରେ ଶୋକ
କେନ୍ଦ୍ରାପଡା, ୯/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ବରିଷ୍ଠ ଆଇନଜୀବି ସ୍ୱର୍ଗତ ହାଡିବନ୍ଧୁ ବେହେରାଙ୍କ ବିୟୋଗରେ ଜନଶକ୍ତି ପାର୍ଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ପାର୍ଟିର ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବି...
ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ଆଇନଜୀବି ହାଡିବନ୍ଧୁ ବେହେରାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା, ୯/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ସହରର କାକଟସ୍ଥିତ ଭାଗବତ ପ୍ରସାଦ ମହାନ୍ତିଙ୍କ ବାସଭବନ ପରିସରରେ ବରିଷ୍ଠ ଆଇନଜୀବି ସ୍ୱର୍ଗତ ହାଡିବନ୍ଧୁ ବେହେରାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଭାଗବତ ପ୍ରସାଦ...
ଅଯୋଦ୍ଧାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ମାଛ ବ୍ୟବସାୟୀ ସଙ୍ଘର ନିଧି ସମର୍ପଣ
କେନ୍ଦ୍ରାପଡା, ୮/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)-ଅଯୋଦ୍ଧାରେ ଆରମ୍ଭ ହୋଇଥିବା ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ରାପଡା ମାଛ ବ୍ୟବସାୟୀ ସଙ୍ଘ ପକ୍ଷରୁ ସଂଗୃହିତ ନିଧି ସମର୍ପଣ କରାଯାଇଛି।...
ଅଧିକ ଯୈାତୁକ ଦାବିରେ ବଧୁହତ୍ୟା ଘଟଣାରେ ରାଜକନିକା ଥାନା ପୋଲିସର ଉଦାସୀନତା ବିରୋଧରେ ଏସପିଙ୍କୁ...
କେନ୍ଦ୍ରାପଡା, ୮/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଅଧିକ ଯୈାତୁକ ଦାବିରେ ଏକ ବଧୁହତ୍ୟା ଘଟଣାରେ ରାଜକନିକା ଥାନା ପୋଲିସର ଉଦାସୀନତା ବିରୋଧରେ ପରିବାର ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ...
ମେଡିକାଲ କଲେଜ ସ୍ଥାପନା ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ – ମିଳିତ କ୍ରିୟାନୁଷ୍ଠାନ କମିଟି
କେନ୍ଦ୍ରାପଡା, ୮/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନା ଦାବିନେଇ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେଉଥିବା ଜଣା ପଡିଛି। ୧୫ ଲକ୍ଷ ଜନସଂଖ୍ୟା...
କଂସାର ପଂଚାୟତର ରାମ ମନ୍ଦିର ନିକଟରେ ଥଣ୍ଡାପାନୀୟ ଜଳ ବ୍ୟବସ୍ଥା ଉଦଘାଟିତ
କେନ୍ଦ୍ରାପଡା, ୮/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଂଚାୟତର ରାମ ମନ୍ଦିର ନିକଟରେ ଏକ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ଉଦଘାଟିତ ହୋଇଯାଇଛି। ପଂଚାୟତ ସରପଂଚ ପ୍ରଦ୍ୟୁମ୍ନ କୁମାର...
ପୂର୍ବତନ ପୋଷ୍ଟମାଷ୍ଟରଙ୍କ ପରଲୋକ
କେନ୍ଦ୍ରାପଡା, ୮/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ନସଡିପୁର ଗ୍ରାମର ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ବସନ୍ତ କୁମାର ଦାସଙ୍କ ୮୦ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଜଣେ ମେଳାପି, ବନ୍ଧୁବତ୍ସଳ ଓ...
ଅସହାୟ ପରିବାରକୁ ସହାୟତା କଲେ ପଂଚାୟତ ସଭାପତି
କେନ୍ଦ୍ରାପଡା, ୯/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଂଚାୟତର ପାଳକଣା ଗ୍ରାମର ଉମା ମଳିକଙ୍କ ଅସ୍ୱାଭାବିକ ବିୟୋଗ ଖବର ପାଇ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ନିର୍ଦେଶକ୍ରମେ...
ବାରୁଅ ମଠରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
କେନ୍ଦ୍ରାପଡା, ୯/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅ ପଂଚାୟତର ସିଦ୍ଧ ମହାପୁରୁଷ ମଠ ପରିସରରେ ପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକ...






