Home କେନ୍ଦ୍ରାପଡ଼ା ଜନଶକ୍ତି ପାର୍ଟି ପକ୍ଷରୁ ସ୍ୱର୍ଗତ ହାଡିବନ୍ଧୁ ବେହେରାଙ୍କ ବିୟୋଗରେ ଶୋକ

ଜନଶକ୍ତି ପାର୍ଟି ପକ୍ଷରୁ ସ୍ୱର୍ଗତ ହାଡିବନ୍ଧୁ ବେହେରାଙ୍କ ବିୟୋଗରେ ଶୋକ

14

କେନ୍ଦ୍ରାପଡା, ୯/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ବରିଷ୍ଠ ଆଇନଜୀବି ସ୍ୱର୍ଗତ ହାଡିବନ୍ଧୁ ବେହେରାଙ୍କ ବିୟୋଗରେ ଜନଶକ୍ତି ପାର୍ଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ପାର୍ଟିର ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାସ, ଡଃ.ସୂର୍ଯ୍ୟମଣୀ ପଣ୍ଡା ଓ ରମେଶ ଥାଟୋଇ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସ୍ୱର୍ଗତ ବେହେରାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ସ୍ୱର୍ଗତ ବେହେରା ଜଣେ ଦକ୍ଷ ଆଇନଜ୍ଞ ଓ ସମାଜସେବୀ ଥିଲେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.