Home କେନ୍ଦ୍ରାପଡ଼ା ଅସହାୟ ପରିବାରକୁ ସହାୟତା କଲେ ପଂଚାୟତ ସଭାପତି

ଅସହାୟ ପରିବାରକୁ ସହାୟତା କଲେ ପଂଚାୟତ ସଭାପତି

21

କେନ୍ଦ୍ରାପଡା, ୯/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଂଚାୟତର ପାଳକଣା ଗ୍ରାମର ଉମା ମଳିକଙ୍କ ଅସ୍ୱାଭାବିକ ବିୟୋଗ ଖବର ପାଇ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ନିର୍ଦେଶକ୍ରମେ କୋରୋ ପଂଚାୟତର ବିଜେଡି ସଭାପତି ଅଶୋକ କୁମାର ବରାଳ ମୃତ ମହିଳାଙ୍‌କ ଘରେ ପହଁଚି ସେହି ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ମୃତ ମହିଳାଙ୍କର ୪ଟି ଛୋଟପିଲା ସେମାନଙ୍କ ବୁଢିମା ନିକଟରେ ଅଛନ୍ତି। ଏହି କାର୍ଯ୍ୟକୁ ଗ୍ରାମବାସୀମାନେ ପ୍ରସଂଶା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.