Home Authors Posts by Bureau

Bureau

17653 POSTS 0 COMMENTS

ଡକାୟତି ପୂର୍ବରୁ ପୁଲିସ ଜାଲରେ ୫ ଡକାୟତ

0
ରାଉରକେଲା ୨୮-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ବ୍ୟାଙ୍କର ଡକାୟତି କରିବାକୁ ଉଦ୍ୟମ କରୁଥିଲେ ମାତ୍ର ସଫଳ ହେଲାଣି। ପୁଲିସ ଜାଲରେ ଧରାପଡ଼ିଛନ୍ତି ୫ କୁଖ୍ୟାତ ଡକାୟତ। ପୁଲିସ ସେମାନଙ୍କ ଠାରୁ ବିଭିନ୍ନ...

ପୀରାଗଢ଼ୀରେ ବିଜୁଳି ବଲ୍ବ ଫ୍ୟାକ୍ଟ୍ରୀରେ ନିଆଁ ଲାଗିଲା: ଦମକଳ ବିଭାଗର ୧୫ ଗାଡ଼ି ନିଆଁ...

0
ନୂଆ ଦିଲ୍ଲୀ ୨୮-୫ (ଓଡ଼ିଆ ପୁଅ) ଦିଲ୍ଲୀର ଉଦ୍ୟୋଗ ନଗର ପୀରା ଗଢ଼ୀ ନାମକ ସ୍ଥାନରେ ବିଜୁଳି ବଲ୍ବ ବନାଉଥିବା ଏକ ଫ୍ୟାକ୍ଟ୍ରୀରେ ନିଆଁ ଲାଗିଛି। ଦମକଳ ବିଭାଗର ୧୫ଟି ଗାଡ଼ି ସେଠାରେ...

ଆଇଇଡ଼ି ବିଷ୍ପୋରଣରେ ୧୧ ଯବାନ ଆହତ

0
ଝାରଖଣ୍ଡ ୨୮-୫ (ଓଡ଼ିଆ ପୁଅ) ଝାରଖଣ୍ଡରେ ସରାଯକେଲାର କୁଚାଇ ନାମକ ସ୍ଥାନରେ ବଢ଼ିଭୋର ୪:୫୩ ବେଳେ ଏକ ଆଇଇଡ଼ି (IED) ବିଷ୍ପୋରଣରେ ୮ଜଣ 20B କୋବରା (20B CoBRA) ଏବଂ ତିନି ଜଣ...

ଭୋଟର ମହାନ : ବିଧାନସଭା ପାଇଁ ୭ଟି ଯାକ ଆସନରୁ ବିଜେଡ଼ିକୁ ବିଜୟୀ କରିଥିବା...

0
ବରଗଡ଼, ୨୫/୫ - (ଓଡ଼ିଆ ପୁଅ) ଟେକ୍ଟିକାଲ ଭୋଟିଂ ବା ଯୋଜନାବଦ୍ଧ ଭୋଟିଂର ସବୁଠାରୁ ବଡ଼ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ। ବରଗଡ଼ ଲୋକସଭା ଅନ୍ତର୍ଗତ ୭ଟି ଯାକ...

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ୫ଟି ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ସଦସ୍ୟା

0
ଭୁବନେଶ୍ୱର, ୨୫/୫ (ଓଡ଼ିଆ ପୁଅ) : ବିଜୁ ଜନତା ଦଳ ପଞ୍ଚମଥର ପାଇଁ କ୍ରମାଗତ ଭାବରେ ବିଧାନସଭା ନିର୍ବାଚନ ବିପୁଳ ସଂଖ୍ୟାରେ ଜିତିବା ପରେ ସରକାର ଗଢ଼ିବାକୁ ଯାଉଥିବା ବେଳେ ଦଳର ସଭାପତି...

ସମ୍ବଲପୁର ଲୋକସଭା ଆସନରେ ପ୍ରଥମ ଥର ପାଇଁ ଜିତିଲା ବିଜେପି

0
ସମ୍ବଲପୁର, ୨୫/୫ (ଓଡ଼ିଆ ପୁଅ) ସମ୍ବଲପୁର ଲୋକସଭା ଆସନରେ ସର୍ବପ୍ରଥମ ଥର ପାଇଁ ବିଜେପିକୁ ଜିତାପଟ ମଳିଛି। ଦଳର ଦେବଗଡ଼ ବିଧାୟକ ନିତେଶ ଗଂଗଦେବ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ି ପ୍ରାର୍ଥୀ ଡ଼....

ବିଜେପିକୁ ବଡ ରାଜନୈତିକ ସମୂହ ଭାବେ ସ୍ୱୀକୃତୀ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ – ଧର୍ମେନ୍ଦ୍ର...

0
- ଓଡିଶାର ଲୋକସଭା ଓ ବିଧାନସଭା ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ - ଓଡିଶାବାସୀଙ୍କ ଜନମତ ଓ ନିଷ୍ପତିକୁ ମୁଣ୍ଡପାତି ସ୍ୱୀକାର କରୁଛି - ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...

ନୂତନ ବିଧାୟକ ଭାବେ ନିର୍ବାଚିତ ପରେ ଅଧରାଜ ପାଣିଗ୍ରାହୀଙ୍କ ଭୋଟରଙ୍କୁ ପ୍ରତିଶ୍ରୃତି

0
ଖଡିଆଳ/ନୂଆପଡା-୨୪.୦୫.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ଛାତ୍ର ଜୀବନରୁ ସଂଘର୍ଷ କରି କଂଗ୍ରେସ ଦଳ ରାଜନୀତିରେ ପାଦ ଦେଇ ଦୀର୍ଘବର୍ଷ ସଂଘର୍ଷ କଳାପରେ ଚଳିତ ୨୦୧୯ ସାଧାରଣ ନିର୍ବାଚନରେ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି...

ବିଧାନସଭା ଆସନ: କେଉଁଠୁ କିଏ ବିଜୟୀ

0
ଭୁବନେଶ୍ୱର ୨୩-୫ (ଓଡ଼ିଆ ପୁଅ) କେଉଁ ବିଧାନସଭା ଆସନରୁ କିଏ ବିଜୟୀ ହୋଇଛନ୍ତି ଦେଖନ୍ତୁ ତାଲିକା ... ହିଞ୍ଜିଳି - ନବୀନ ପଟ୍ଟନାୟକ - ବିଜେଡି ବିଜେପୁର - ନବୀନ ପଟ୍ଟନାୟକ - ବିଜେଡି ଖଣ୍ଡପଡ଼ା -...

ଏଭରେଷ୍ଟ ଆରୋହୀ କଳ୍ପନା ଦାଶଙ୍କ ପରଲୋକ

0
ଭୁବନେଶ୍ୱର ୨୩-୫ (ଓଡ଼ିଆ ପୁଅ) ଏଭରେଷ୍ଟ ଆରୋହୀ କଳ୍ପନା ଦାସଙ୍କ ପରଲୋକ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଏଭରେଷ୍ଟ ଚଢ଼ିବା ପାଇଁ ଯାଇଥିଲେ କଳ୍ପନା। ତେବେ ଏହି ଦୁଃଖ ଖବର ଆଜି ପହଁଚିଛି।...

ବେଗୁନିଆପଡ଼ା ବ୍ଳକ ମାଟ୍ରିକ ଟପ୍ପର ହେଲେ ରାଜେଶ ପଣ୍ଡା

0
କୋଦଳା :୨୨/୦୫ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ )ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ଏବଂ ଚଳିତ ବର୍ଷ ମଧ୍ୟ ଛାତ୍ରକଂ ତୁଳନାରେ ଛାତ୍ରୀଙ୍କ ପ୍ରଦର୍ଶନ ଭଲ ରହିଥିବା ଜଣାପଡ଼ିଛି ।ବେଗୁନିଆପଡ଼ା...

ସିଂହାସନ ଅପେକ୍ଷାରେ : ସୁନ୍ଦରଗଡ଼ ଏମପି ଜୁଏଲ, ରାଉରକେଲା ଏମଏଲଏ ସାରଦା!

0
ରାଉରକେଲା ୨୨-୫ : (ଓଡ଼ିଆ ପୁଅ/ସୁବୋଧ ନାୟକ) ଆସନ୍ତାକାଲି ମେ’୨୩ ତାରିଖ ସମସ୍ତ ରାଜନୈତିକ ଦଳ, ପ୍ରାର୍ଥୀ ଓ କର୍ମୀଙ୍କ ପାଇଁ ଏକ ଚିରସ୍ମରଣୀୟ ଦିନ ହୋଇ ରହିବ। ନିଜ ରାଜନୈତିକ କ୍ୟାରିୟରର...

ଏନଆରଇଜିଏ ମଜୁରୀ ପ୍ରଦାନରେ ବିଳମ୍ବକୁ ମାନିଲେ ରାଜ୍ୟ ସରକାର ଅଧିକ ରୋଜଗାର ପାଇଁ ଅନ୍ୟ...

0
ଭୁବନେଶ୍ୱର ୨୨-୫ (ଓଡ଼ିଆ ପୁଅ) ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ(ଏମ୍ଏନଆରଇଜିଏ) ଅଧନରେ ଶ୍ରମିକମାନଙ୍କୁ ବିଳମ୍ବରେ ଅର୍ଥ ପ୍ରଦାନ ହେଉଥିବା ସମ୍ପର୍କିତ ମାମଲାରେ ରାଜ୍ୟ ସରକାର ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)ଙ୍କ...

ଆଧାର ଯୋଗୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଧିମେଇଲା

0
ସମ୍ବଲପୁର, ୨୨/୫ (ଓଡ଼ିଆ ପୁଅ) ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ପ୍ରଚଳନ ହେବା ପରେ ୧୯୧୫-୧୬ ଓ ୧୯୧୬-୧୭ ବର୍ଷରେ ସମ୍ବଲପୁର ଜିଲ୍ଲା ଭଲ ପ୍ରଦର୍ଶନ କରିଥିଲା। ଉଭୟ ମୃତ୍ତିକା ପରୀକ୍ଷା ଏବଂ ମୃତ୍ତିକା...

ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡଃ ପିକେ ମିଶ୍ରଙ୍କୁ ମର୍ଯ୍ୟାଦାଜନକ ସାସାକାୱା ପୁରସ୍କାର

0
ନୂଆଦିଲ୍ଲୀ, ୨୨/୫ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡଃ ପିକେ ମିଶ୍ରଙ୍କୁ ଜାତିସଂଘର ବିପର୍ଯ୍ୟୟ ବିପଦ ପ୍ରଶମନ କାର୍ଯ୍ୟାଳୟ (ୟୁଏନଡିଆରଆର) ସାସାକାୱା ପୁରସ୍କାର ୨୦୧୯ ପ୍ରଦାନ କରିଛି। ଗୁରୁବାର ଦିନ...

ବାଲିଗୁଡାରେ ଭୋଟ ଗଣତି ପାଇଁ ପ୍ରସ୍ତୁତି ଜୋରଦାର

0
ବାଲିଗୁଡା, ୨୨/୫ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ): -; ଭୋଟ ଗଣତି ପାଇଁ ବାଲିଗୁଡା ଉପଖଣ୍ଡ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କନ୍ଧମାଳ ଜିଲ୍ଲାରେ ଲୋକସଭା ସହ ବିଧାନସଭା ନିର୍ବାଚନପାଇଁ ମତଦାନ କରାଯାଇଥିଲା ଗତ...

ବୀର ସୁରେନ୍ଦ୍ର ସାଏ ଷ୍ଟାଡ଼ିୟମରେ ଦିବାରାତ୍ରୀ ଖେଳ ପାଇଁ ଲାଗିବ ସ୍ତାୟୀ ଫ୍ଲଡ଼ ଲାଇଟ

0
ସମ୍ବଲପୁର, ୨୨/୫ (ଓଡ଼ିଆ ପୁଅ) ରାଜ୍ୟର ଅନ୍ୟତମ ପ୍ରମୁଖ କ୍ରୀଡାଂଗନ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡ଼ିୟମ ଖୁବ ଶୀଘ୍ର ଫ୍ଲଡ଼ ଲାଇଟରେ ଝଲସିବ। ଏଥିପାଇଁ କାର୍ଯ୍ୟ ଆରମ୍ବ ହୋଇଛି। ଆସନ୍ତା ଜୁନ...

ଦକ୍ଷିଣ ରାଉରକେଲା: ଏ-୧ରେ ପାସ୍ କଲେ ସୁବ୍ରତ ଓ ରୁଦ୍ର

0
ରାଉରକେଲା ୨୨-୫ (ଓଡ଼ିଆ ପୁଅ/ସୁବୋଧ ନାୟକ): ରାଜ୍ୟରେ ପ୍ରକାଶିତ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପାସ୍ ହାର ୭୦.୭୮ ପ୍ରତିଶତ ହୋଇଥିବା ବେଳେ,...

ସୁ-୩୦ ଏମକେଆଇ ବାୟୁଯାନରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0
ନୂଆ ଦିଲ୍ଲୀ ୨୨-୫ (ଓଡ଼ିଆ ପୁଅ) ଆଜି ଆଇଏଏଫ ଏହାର ଆଗଧାଡିର ବାୟୁଯାନ ସୁ-୩୦ ଏମକେଆଇରୁ ସଫଳତାର ସହ ବାୟୁ ମାର୍ଗରେ ଗତି କରୁଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି। ଏହି ବାୟୁଯାନରୁ...

ଆରଆଇଏସଏଟି-୨ବିର ସଫଳ ଉତକ୍ଷେପଣ: କୃଷି, ଜଙ୍ଗଲ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କରିବ ସହାୟତା

0
ନୂଆ ଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) ଭାରତର ପୋଲାର ଉପଗ୍ରହ ଉତକ୍ଷେପଣ ଯାନ (ପିଏସଏଲଭି-ସି୪୬) ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ସତୀଶ ଧାୱନ ମହାକାଶ କେନ୍ଦ୍ର (ଏସଡିଏସସି) ଏସଏଚଏଆରରୁ ସଫଳତାର ସହ ଆରଆଇଏସଏଟି-୨ବି ଉତକ୍ଷେପଣ...