Home Authors Posts by Bureau

Bureau

17674 POSTS 0 COMMENTS

ଜଗନ୍ନାଥଙ୍କ ରଥଯାତ୍ରାର ବ୍ୟବସାୟୀକରଣ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବିକଲା ସମାଜବାଦୀ ପାର୍ଟି

0
ଭୁବନେଶ୍ୱର, ୯ା୬ (ଓଡ଼ିଆ ପୁଅ) : ବିଶ୍ୱର ସାଧାରଣ ମଣିଷର ଦେବତା ଜଗନ୍ନାଥଙ୍କର ରଥଯାତ୍ରା-୨୦୧୯ର ପ୍ରସାରଣର ବ୍ୟବସାୟୀକରଣ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଗତ ୪ ତାରିଖ ଦିନ ଏକ ଚିଠି...

ରଜ ମହୋତ୍ସବ ୨୦୧୯ ପାଇଁ କମିଟିର ସାମ୍ବାଦିକ ସମ୍ମିଳନୀ

0
ଖଇରା, ୧୦/୬/୨୦୧୯(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ସ୍ଥିତ ଜେଭିସିସି କମ୍ପୁଟର କେନ୍ଦ୍ର ପରିସରରେ ସୁରେନ୍ଦ୍ର ନାଥ ରାଉତଙ୍କ ସଭାପିତ୍ୱରେ ଖଇରା ବ୍ଲକର ଇଲୋକଟୋ୍ରନିକ ଓ ପ୍ରିଣ୍ଟ ମିଡିଆର ସାମ୍ବାଦିକମାନଙ୍କୁ ନେଇ...

ରାମକୃଷ୍ଣ ପତିଙ୍କ ୩୩ତମ ଶ୍ରାଦ୍ଧୋତ୍ସବ ପାଳନ ପାଇଁ କାର୍ଯ୍ୟକ୍ରମ

0
ଭୁବନେଶ୍ୱର, ୧୦-୬ (ଓଡ଼ିଆ ପୁଅ) : ବିଶିଷ୍ଟ ସାମ୍ୟବାଦୀ ନେତା, ପଟିଆବନ୍ଧ ନିର୍ମାଣର ବିଶ୍ୱକର୍ମା ଭୁବନେଶ୍ୱରର ପୂର୍ବତନ ବିଧାୟକ ସ୍ୱର୍ଗତ ରାମକୃଷ୍ଣ ପତିଙ୍କ ୩୩ତମ ଶ୍ରାଦ୍ଧବାର୍ଷିକୀ ତାଙ୍କ ଜନ୍ମସ୍ଥାନ ପୈତୃକ ଗ୍ରାମ ଭୁବନେଶ୍ୱର...

ହାସ୍ୟାଭିନେତା ୰ ସଲିଲ ମିତ୍ରଙ୍କ ଶୋକସଭା ପାଳନ

0
ଭୁବନେଶ୍ୱର, ୦୯.୦୬ (ଓଡ଼ିଆ ପୁଅ) : ସୁନାମଧନ୍ୟ ଚଳଚ୍ଚିତ୍ର ହାସ୍ୟାଭିନେତା ତଥା କୋଟି କୋଟି ଓଡ଼ିଆଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ୰ ସଲିଲ ମିତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶୋକ...

World Cup 2019: ଅଷ୍ଟ୍ରେଲିଆକୁ ୩୬ ରନରେ ହରାଇଲା ଭାରତ

0
ନୂଆ ଦିଲ୍ଲୀ ୯-୬ (ଓଡ଼ିଆ ପୁଅ) କ୍ରିକେଟ ୱାର୍ଲ୍ଡ କପରେ ଟିମ ଇଣ୍ଡିଆ ନିଜର ଦ୍ୱିତୀୟ ବିଜୟ ଲାଭ କରିଛି। ଭାରତ କେନିଙ୍ଗଟନ ଓଭାଲ ପଡ଼ିଆରେ ଅଷ୍ଟ୍ରେଲିଆକୁ ୩୬ ରନରେ ହରାଇଛି। ଭାରତ...

ନନ୍ଦିନୀ ଦେବୀଙ୍କ ପ୍ରଶାସନିକ ଦକ୍ଷତା ଓ ନେତୃତ୍ୱ ନୂଆପିଢି ପାଇଁ ପ୍ରେରଣା – ଧର୍ମେନ୍ଦ୍ର...

0
ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀରେ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଭୁବନେଶ୍ୱର, ଜୁନ ୦୯ (ଓଡ଼ିଆ ପୁଅ) – ନନ୍ଦିନୀ ଦେବୀଙ୍କ ପ୍ରଶାସନିକ ଦକ୍ଷତା ଓ ନେତୃତ୍ୱ ନୂଆପିଢି ପାଇଁ ପ୍ରେରଣା ବୋଲି...

ନିଜ ସର୍ଭିସ ରାଇଫଲରୁ ଗୁଳି କରି ଜବାନଙ୍କ ଆତ୍ମହତ୍ୟା

0
ସମ୍ବଲପୁର, ୯/୬ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲା କିସିଂଡ଼ା ପୋଲିସ ଥାନାରେ ଥିବା ଓଏସଏପି ବ୍ୟାରେକରେ ଆଜି ଅମୀର କୁମାର ସାହୁ (୩୭) ନାମକ ଜଣେ ଜବାନ ନିଜ ସାର୍ଭିସ ଇନସାସ ରାଇଫଲରୁ...

ମୁଲାୟାମ ସିଂହ ଯାଦବ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

0
ନୂଆ ଦିଲ୍ଲୀ ୯-୬ (ଓଡ଼ିଆ ପୁଅ) ମୁଲାୟାମ ସିଂହ ହାଇପର ଗ୍ଲାଇସିମିୟା (ହାଈପର ଟେନ୍ସନ) ଏବଂ ହାଇପର ଡାଇଭେଟିକ୍ ର ସମସ୍ୟାରେ ପୀଡ଼ିତ ଅଛନ୍ତି। ବର୍ତ୍ତମାନ ତାଙ୍କୁ ଲୋହିୟା ଇନ୍ଷ୍ଟିଚ୍ୟୁଟ୍ ର ସେକେଣ୍ଡ...

ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

0
ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ବିଲିଗୁଡ଼ା ୯-୬ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତ୍ରଗତ କ.ନୂଆ ଗାଁ ବ୍ଲକ ଅଧିନସ୍ଥ ସାରଙ୍ଗ ଗଡ଼ ଥାନା ପାତ୍ତାଙ୍ଗୀ ପଞ୍ଚାୟତର ପଦା ସାହିରେ...

ବଜ୍ରପାତରେ ୯ ମେଣ୍ଢା ମୃତ, ୭ ଆହତ

0
ପୋଲସରା ୯-୬ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ବାଇଁ) ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଶନିବାର ଅପରାହ୍ନରେ କାଳ ଵୈଶାଖି ହୋଇଥିଲା। ଯାହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ମଧୂପଲ୍ଲୀ ପଞ୍ଚାୟତ...

World Cup Cricket : ଭାରତ-ଅଷ୍ଟ୍ରେଲିଆ ହାଇଭୋଲଟେଜ୍ ଟକ୍କର : ଅଷ୍ଟ୍ରେଲିଆ ଆଗରେ ୩୫୩...

0
ICC କ୍ରିକେଟ ୱାର୍ଲ୍ଡ କପରେ କେନିଂଗ୍ଟନ ଓଭାାଲ ଖେଳ ପଡ଼ିଆରେ ଟିମ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ୍ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳୁଛି। ଏହି ମ୍ୟାଚରେ ଟସ ଟିମ ଇଣ୍ଡିଆ ଜିତି ପ୍ରଥମେ ବ୍ୟାଟିଂ କରିବା...

ଫନୀ ପରବର୍ତ୍ତୀ ପୁରୀର ପର୍ଯ୍ୟଟନ ଶିଳ୍ପର ବିକାଶ ଓ ପୁନରୁଦ୍ଧାର ନେଇ ସମୀକ୍ଷା କଲେ...

0
କେନ୍ଦ୍ରମନ୍ତ୍ରୀ ହେବା ପରେ ପ୍ରଥମ ଓଡିଶା ଗସ୍ତରେ ମହାପ୍ରଭୁଙ୍କ ଦର୍ଶନ ସହ ବିଶ୍ୱ ଇସ୍ପାତ ଜଗତରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସ୍ଥିତିର ଲାଭ ଓଡିଶା ବିଶେଷ ଭାବରେ ଯୁବପିଢୀଙ୍କ ପାଖରେ ପହଁଚାଯିବ - ଧର୍ମେନ୍ଦ୍ର ପ୍ରଧାନ ଫୋନି...

ସମ୍ବର୍ଦ୍ଧନା ସଭାରେ ଦଳୀୟ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ: ୧୨୦ + ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ...

0
- ଗରିବ ଓଡିଆ ପୁଅ ପ୍ରତାପ ନନାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇ ନରେନ୍ଦ୍ର ମୋଦି ସାଢେ ୪ କୋଟି ଓଡିଆ ଲୋକଙ୍କ ସମ୍ମାନ କରିଛନ୍ତି - ମହାପ୍ରଭୁଙ୍କ ଆଶୀର୍ବାଦ କାରଣରୁ ଆଜିି ବିଜେପି ରାଜ୍ୟ...

ଫନୀ କ୍ଷତିଗ୍ରସ୍ତ ରାହାଙ୍ଗିରିଆ ଗାଁ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
- ରାହାଙ୍ଗିରିଆରେ ବିଜୁଳି ପହଁଚାଇବା ପାଇଁ ସ୍ଥାନୀୟ ପ୍ରଶାସନକୁ କଲେ ଅନୁରୋଧ ବୀରହରେକୃଷ୍ଣପୁର, ଜୁନ ୦୮(ଓଡ଼ିଆ ପୁଅ) - ବାତ୍ୟା ଫନୀରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ପଂଚାୟତ ରାହାଙ୍ଗିରିଆ...

ବେଗୁନିଆ ୟୁଜିୟୁପିକୁ ମିଳିଲା ପ୍ରକୃତିମିତ୍ର ସମ୍ମାନ

0
ଖଇରା, ୮/୬/୨୦୧୯(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଅଧୀନ ବେଗୁନିଆ ୟୁଜିୟୁପି ସ୍କୁଲକୁ ଓଡିଶା ସରକାରଙ୍କ ତରଫରୁ ପ୍ରକୃତିମିତ୍ର ସମ୍ମାନ ପ୍ରଦାନ କରାଯାଇଛି। ଏହି ଘଟଣାରେ ସ୍କୁଲ...

ଚାଷୀବାପାଙ୍କ ମୁହଁରେ ହସ କମାଲ ଦେଖାଇଲେ ଦିବ୍ୟାଙ୍ଗ ଛାତ୍ରୀ ମଞ୍ଜୁ

0
ଖଇରା, ୮/୬/୨୦୧୯(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ୭ଜଣ ଛାତ୍ରଛାତ୍ରୀ ନବୋଦୟ ପରୀକ୍ଷାରେ ଉତ୍ତୀଣ୍ଣ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଅଛନ୍ତି ରାଇକୁଳା ମୌଳିକ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀ ମଞ୍ଜୁ...

ପ୍ରଦେଶ କଂଗ୍ରେସ ସେବାଦଳର ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ

0
ଭୁବନେଶ୍ୱର ୭.୬ (ଓଡ଼ିଆ ପୁଅ) - ଆଜି ଓଡିଶା ପ୍ରଦେଶ କଂଗ୍ରେସ ସେବାଦଳର ନିର୍ବାଚନ ସମୀକ୍ଷା ବୈଠକ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ସେବାଦଳ ରାଜ୍ୟ ମୁଖ୍ୟ ସଂଗଠକ ବିରେନ୍ ମୋହନ ପଟ୍ଟନାୟକଙ୍କ...

ବିଜେଡି ବିଧାୟକ ସରୋଜ ମେହେରଙ୍କୁ ଗିରଫ କରାଯାଉ:ବିଜେପି

0
ପାଟଣାଗଡର ବିଧାୟକ ଜଣେ ଜୁନିୟର ଇଂଜିନିୟରଙ୍କୁ ଜନସାଧାରଣଙ୍କ ଆଗରେ କାନ ଧରି ଉଠ୍ ବସ୍ କରାଇବା ପ୍ରସଙ୍ଗରେ ଭୁବନେଶ୍ୱର, ୦୭/୦୬ (ଓଡ଼ିଆ ପୁଅ) : ଗତକାଲି ପାଟଣାଗଡର ବିଜେଡି ବିଧାୟକ ସରୋଜ ମେହେର ଜଣେ...

ନବୀନ ବାବୁ ରାଜନୀତି ଉଦ୍ଧ୍ୱର୍କୁ ଯାଇ ଓଡିଶାରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ଲାଗୁ କରନ୍ତୁ:...

0
ଓଡିଶାରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ ଭୁବନେଶ୍ୱର, ୦୭/୦୬ (ଓଡ଼ିଆ ପୁଅ) : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ନୀତିରେ ସାରା...

୪ଟି ଗାଡ଼ି ପୋଡିଦେଲେ ଦୁବୃର୍ତ, ନକ୍ସଲ ସନ୍ଦେହ

0
ରାଉରକେଲା ୭-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ୪ଟି ଗାଡିକୁ ଆଜି ଜାଳିଦେଇଛନ୍ତି ଦୁର୍ବୃର୍ତ। ଏଥିରେ ନକ୍ସଲଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାର ଗୋରା...