Bureau
ନବୀନ ବାବୁ ରାଜନୀତି ଉଦ୍ଧ୍ୱର୍କୁ ଯାଇ ଓଡିଶାରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ଲାଗୁ କରନ୍ତୁ:...
ଓଡିଶାରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ
ଭୁବନେଶ୍ୱର, ୦୭/୦୬ (ଓଡ଼ିଆ ପୁଅ) : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ନୀତିରେ ସାରା...
୪ଟି ଗାଡ଼ି ପୋଡିଦେଲେ ଦୁବୃର୍ତ, ନକ୍ସଲ ସନ୍ଦେହ
ରାଉରକେଲା ୭-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ୪ଟି ଗାଡିକୁ ଆଜି ଜାଳିଦେଇଛନ୍ତି ଦୁର୍ବୃର୍ତ। ଏଥିରେ ନକ୍ସଲଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାର ଗୋରା...
ସନ୍ଦେହଘେରରେ ଜିଏସଟି ବିଭାଗ: ପୂର୍ବତନ ବିଧାୟକ
ରାଉରକେଲା ୮-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) ଗତ ମଇ ୨୮ ତାରିଖରେ ସଂଧ୍ୟାରେ ବ୍ୟସ୍ତବହୁଳ ହନୁମାନ ବାଟିକା ଛକ ଓ ହାଇଟେକ ଛକ ମଧ୍ୟରେ େହୋଇଥିବା ପ୍ରାୟୋଜିତ ଲୁଟରେ ଆନ୍ତରାଜ୍ୟ ଜିଏସଟି ଚୋର...
ମାନବ ସେବାରେ ସମର୍ପିତ ସ୍ମାର୍ଟ ସିଟିର ପ୍ରଶାନ୍ତ
ରାଉରକେଲା ୮-୬ (ଓଡ଼ିଆ ପୁଅ/ସୁବୋଧ ନାୟକ): ଶାସ୍ତ୍ରରେ ଉଲ୍ଲେଖ ଅଛି ‘ମାନବ ସେବା ହିଁ ମାଧବ ସେବା’। ଏହି ଉକ୍ତିର ସତ୍ୟତା ପୁରାଣ କାଳରୁ ଆଜିର ହାଇଟେକ ଯୁଗ ପର୍ଯ୍ୟନ୍ତ ରହି ଆସିଛି।...
ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନା ଉପରେ କର୍ମଶାଳା
ଖଡିଆଳ/ନୂଆପଡା-୦୮.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ଏନଏସି ଦ୍ୱାରା ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନା ଉପରେ ଏକ ଶନିବାର ଅପରାହ୍ନରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ...
ଆଇନକୁ ହାତକୁ ନେଇଥିବା ବିଧାୟକଙ୍କ ବିରୁଦ୍ଧରେ ତୁରନ୍ତ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଦାବିକଲା ଓଡ଼ିଶା ଡିପ୍ଲୋମା...
ଭୁବନେଶ୍ୱର, ୮ା୬ (ଓଡ଼ିଆ ପୁଅ) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ରାସ୍ତା ଓ ଗୃହ ନିର୍ମାଣ ବିଭାଜନ ଅଧିନରେ ଅବସ୍ଥାପିତ ସହକାରୀ ଯନ୍ତ୍ରୀ ଶ୍ରୀ ଜୟକାନ୍ତ ଶବରଙ୍କୁ ଗତ ଜୁନ୍ ୫ ତାରିଖ...
ଭୁଲ ତଥ୍ୟ ଦେଇ ବିସ୍ଥାପିତ ସହାୟତା ରାଶି ହଡପ ଅଭିଯୋଗ
ଭୁଲ ତଥ୍ୟ ଦେଇ ବିସ୍ଥାପିତ ସହାୟତା ରାଶି ହଡପ ଅଭିଯୋଗଖଡିଆଳ/ନୂଆପଡା-୦୮.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଓ କୋମନା ବ୍ଲକର ମଧ୍ୟ ସ୍ଥଳ ସୁନ୍ଦର ଓ ଇନ୍ଦ୍ର...
ଖଡିଆଳ ନାଗରିକ ପରିଷଦ ପକ୍ଷରୁ ନବନିର୍ବାଚ୍ଚିତ ବିଧାୟକ ଙ୍କୁ ନାଗରିକ ସମ୍ବର୍ଦ୍ଧନା
ଖଡିଆଳ/ନୂଆପଡା-୦୮.୦୬.୧୯(ଓଡିଆପୁଅ /ସୁଜିତ କୁମାର ପ୍ରଧାନ)ନୂଆପଡା ଜିଲ୍ଲା ଖଡିଆଳ ସହର ସ୍ଥିତ ୧ ନମ୍ବର କଲ୍ୟାଣ ମଣ୍ଡପ ଠାରେ ନବ ନିର୍ବାଚ୍ଚିତ ବିଧାୟକ ଅଧିରାଜ ପାଣିଗ୍ରାହୀ ଙ୍କୁ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ନବନିର୍ବାଚ୍ଚିତ...
ନୀତି ଆୟୋଗର ସଦସ୍ୟ
ନୂଆ ଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ଭାରତ ସରକାର ନୀତି ଆୟୋଗର ପୁନର୍ଗଠନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ଇନଷ୍ଟିଚ୍ୟୁସନ ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗର ପୁନର୍ଗଠନକୁ ନିମ୍ନମତେ...
କ୍ୟାବିନେଟ କମିଟି-୨୦୧୯ର ସଦସ୍ୟ
ନୂଆଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ବ୍ୟାବସାୟିକ ନିୟମ ପରିଚାଳନା ଅନ୍ତର୍ଗତ କ୍ୟାବିନେଟ କମିଟିର ସରକାର ପୁନର୍ଗଠନ କରିଛନ୍ତି। ଏଥିରେ ସାମିଲ ରହିଛି- ନିଯୁକ୍ତି, ଆବାସ, ଆର୍ଥିକ, ସଂସଦୀୟ, ରାଜନୈତିକ, ସୁରକ୍ଷା, ନିବେଶ ଓ...
୫୫ଟି ଗ୍ରାମରେ ବନୀକରଣ ଜରିଆରେ ସବୁଜ ବଳୟ ସୃଷ୍ଟି କରାଯିବ
ସମ୍ବଲପୁର, ୬/୬ - (ଓଡ଼ିଆ ପୁଅ) ସମ୍ବଲପୁର ସହର ଆଖପାଖରେ ୫୫ଟି ଗ୍ରାମରେ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯାଇ ସମ୍ବଲପୁର ଚାରିପଟେ ସବୁଜ ବଳୟ କରାଯିବ ବୋଲି ଡିଏଫଓ ସଞ୍ଜୀତ କୁମାର କହିଛନ୍ତି।...
ସମସ୍ୟାରେ ଜର୍ଜରିତ ବାଲିଗୁଡ଼ାର ଆଦିବାସୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସମେତ ୬ ଅଧ୍ୟପକ ପଦବୀ ଖାଲି...
ବାଲିଗୁଡ଼ା, ୮/୬ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) ରାଜ୍ୟ ସରକାର ଉଚ୍ଚ ଶିକ୍ଷାର ବିକାଶ ଓ ବହୁ ସଂସ୍କାର କଥା ବିଭିନ୍ନ ସଭା ସମିତିରେ କହୁଥିବା ବେଳେ ବିଭିନ୍ନ ଢାଞ୍ଚାଗତ ପରିବର୍ତ୍ତନର ବାହାବା ନେଉଛନ୍ତି କିନ୍ତୁ...
ଉଚ୍ଚସ୍ତରୀୟ ବୈଠକରେ ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
- ଓଡ଼ିଶା ସମେତ ୪ଟି ରାଜ୍ୟକୁ ଯୋଜନାରେ ସାମିଲ ପାଇଁ ନିଆଯାଉଛି ପଦକ୍ଷେପ
- ରାଜ୍ୟ ଯୋଜନା ସହ କେନ୍ଦ୍ରୀୟ ଯୋଜନାର ସମିଶ୍ରଣ ଉପରେ ଗୁରୁତ୍ୱ
ନୂଆ ଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ...
“ନୈତିକତା ଓ ରାଜନୈତିକ ନ୍ୟାୟ ଦୃଷ୍ଟିରୁ ମୋଦି ପୁନର୍ବାର ପ୍ରଧାନମନ୍ତ୍ରୀ ହେବା ଅଯୌକ୍ତିକ” –...
ଗଣତନ୍ତ୍ର ନା’ରେ ଭାରତରେ ବାସ୍ତବିକ୍ “ଭଣ୍ଡତନ୍ତ୍ର” ହିଁ ଚାଲିଛି : ଯାହା ସତ୍ୟ ତାହା ସ୍ୱୀକାର କରାଯାଉ ନାହିଁ। ଯାହା କଳା ତାକୁ ଧଳାରୂପେ ପ୍ରଦର୍ଶିତ କରାଯାଉଛି। ୩୨କୋଟି“ନୈତିକତା ଓ ରାଜନୈତିକ ନ୍ୟାୟ...
ରୋଜଗାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ କ୍ୟାରିଅର ସେବା କେନ୍ଦ୍ର, ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ତଫସିଲ ଭୁକ୍ତ ଜାତି ଓ...
ଫନି ଆକ୍ରାନ୍ତଙ୍କ ପାଇଁ ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ପାଣ୍ଠିକୁ ୫ଲକ୍ଷ...
ଭୁବନେଶ୍ୱର, ୭/୬ (ଓଡ଼ିଆ ପୁଅ) : ଫନି ବାତ୍ୟା କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଜି ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ୍(ଓସାନ୍) କର୍ମକର୍ତ୍ତାମାନେ ଭେଟି ୫ଲକ୍ଷ ଟଙ୍କାର...
କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ଓ ବିଧାୟକ ଚକ୍ରମଣି କହଁରଙ୍କୁ ସମ୍ବର୍ଦ୍ଧନା
ବାଲିଗୁଡା ୭-୬ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) : ନିର୍ବାଚିତ ହେବାପରେ ପ୍ରଥମଥରପାଇଁ କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ବାଲିଗୁଡା ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତ କରିଛନ୍ତି। ସାଂସଦ ଡ଼.ସାମନ୍ତଙ୍କ ସହ ବାଲିଗୁଡା ବିଧାୟକ ଚକ୍ରମଣି...
ଟ୍ରକ ପୋଡ଼ି ଦେଲେ ଦୁର୍ବୃତ୍ତ
କୋରାପୁଟ:୮/୬ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ବାଲଡା ଗ୍ରାମପଞ୍ଚାୟତରେ ଗତ କାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖବର ଅନୁଯାୟୀ ବାଲଡା ଗ୍ରାମର କମେଶ୍ୱର...
ବିଧାୟକଙ୍କ କଙ୍ଗାରୁ କୋର୍ଟକୁ ନିନ୍ଦା: ପାଟଣାଗଡ ବିଧାୟକଙ୍କୁ ଗିରଫ ଦାବି କଲା ନୂଆପଡା ଜିଲ୍ଲା...
ଖଡିଆଳ/ନୂଆପଡା-୦୭.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ବଲାଙ୍ଗିର ଜିଲ୍ଲା ପାଟଣା ବିଧାୟକ ସରୋଜ ମେହେର ଗତ ଜୁନ ୫ ତାରିଖ ଦିନ ପିଡବ୍ଲୁୁଡି ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଘରୁ ଡାକିନେଇ ବେଳପାଡା...
ବସ ଓଲଟି ୨୦ରୁ ଅଧିକ ଆହତ ୨ ଗୁରୁତର
ପଟ୍ଟାଙ୍ଗି ୭-୬ (ଓଡ଼ିଆ ପୁଅ/ମେଘା ଗୁଣ୍ଠା) କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକଅନ୍ତର୍ଗତ ପଟାଙ୍ଗି ରାଳେଗଡ଼ା ଗ୍ରାମ ପଞ୍ଚାୟତ ସ୍ଥିତ ତେଲାରାଇ ଛକ ବୁଲାଣିଠାରେ ଦୃତଗାମୀ ଯାତ୍ରୀବାହୀ ନଡିଆରାଣୀ ବସ ଭାରସାମ୍ୟ ହରାଇ ଭୋର...









