Bureau
୯୨ ମିଟର ଉପରୁ ବଞ୍ଜି ଜମ୍ପିଙ୍ଗ କରୁଥିଲା ଏହି ବ୍ୟକ୍ତି: ମଝିରେ ଖୋଲିଗଲା ରଶି...
ନୂଆ ଦିଲ୍ଲୀ ୨୬-୭ (ଓଡ଼ିଆ ପୁଅ) ଆଜିକାଲି ବହୁତ ଲୋକମାନଙ୍କୁ ଆଡ୍ଭେଞ୍ଚର କରିବାକୁ ନିଶା ଲାଗିଛି। ତେବେ ଯେଉଁମାନେ ଏହି ପ୍ରକାରର ଷ୍ଟଣ୍ଟ କିମ୍ବା ଆଡଭେଞ୍ଚରର ଭାଗ ନେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ...
ଆଜିର ଦିନଟି ଭାରତ ପାଇଁ ଅତି ଖାସ
ନୂଆଦିଲ୍ଲୀ, ୨୬।୭, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଜି ଦିନଟି ପ୍ରତି ଭାରତବାସୀଙ୍କ ପାଇଁ ଗର୍ବର ଦିନ, କାରଣ ଆଜିକୁ ଠିକ୍ ୨୦ ବର୍ଷ ପୂର୍ବେ ପାକିସ୍ତାନକୁ ଧୂଳି ଚଟାଇ କାରଗିଲ ପାହାଡରୁ...
ଗ୍ୟାସ୍ ନିଆଁରେ ପୋଡ଼ି ଦୁଇଜଣ ଯୁବକ ଗୁରୁତର
ବାଲିଗୁଡା, ୨୫/୭ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସଲାଗୁଡା ଗ୍ରାମରେ ଅଘଟଣ। ଗ୍ୟାସ୍ ନିଆଁରେ ପୋଡ଼ି ଦୁଇଜଣ ଯୁବକ ଗୁରୁତର। ପଡୋଶୀ ଘରେ ନିଆଁ ଲାଗିଥିବା...
ଧନବାଦରେ କଳାହାଣ୍ଡିର ସଂଗମ କଳାକାରଙ୍କ ସଫଳତା
ଭବାନୀପାଟଣା, ୨୫ା୦୭ (ଓଡ଼ିଆ ପୁଅ) : ଝାରଖଣ୍ଡର ଧନବାଦଠାରେ ଅଲ୍ ଇଣ୍ଡିଆ ଥିଏଟର୍ କାଉନ୍ସିଲ୍ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ସାଂସ୍କୃତିକ ମହୋତ୍ସବ ‘କାଲାହୀରା-୨୦୧୯’ରେ କଳାହାଣ୍ଡିର ‘ସଂଗମ’ ଅନୁଷ୍ଠାନର କଳାକାରମାନେ ବେଶ୍ ପ୍ରଶଂସିତ ହୋଇଛନ୍ତି...
ଦିଲ୍ଲୀ ଦୂରଦର୍ଶନ କେନ୍ଦ୍ରର ଆଠ ଷ୍ଟୁଡିଓରେ ଭିଡିଓ ୱାଲ ଓ ଆର୍ଥ ଷ୍ଟେସନ ଉଦଘାଟନ...
ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ) କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି ନୂଆଦିଲ୍ଲୀସ୍ଥିତ ଦୂରଦର୍ଶନ କେନ୍ଦ୍ରର ସମସ୍ତ ଆଠଟି ଷ୍ଟୁଡିଓରେ ଭିଡିଓ ୱାଲ ଓ ଆର୍ଥ ଷ୍ଟେସନକୁ ଉଦଘାଟନ କରିଛନ୍ତି। ଏହି...
ଏମଏସଏମଇ କ୍ଷେତ୍ରରେ ଋଣ ସୀମା ସଂଶୋଧନ ପାଇଁ ସୁପାରିଶ
ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ) ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ଗୁଡ଼ିକୁ ଯୋଗାଇ ଦିଆଯାଉଥିବା ବନ୍ଧକମୁକ୍ତ ଋଣ ସୀମା ୨୦ ଲକ୍ଷ ଟଙ୍କାକୁ...
ଆରଟିଆଇ ସଂଶୋଧନ ବିଲ, ୨୦୧୯ ସଂସଦରେ ଗୃହୀତ
- ଆଜି ରାଜ୍ୟସଭାର ଅନୁମୋଦନ ଲାଭ କଲା ବିଲ
- ଆରଟିଆଇ ଆଇନର ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବାର କୌଣସି ଉଦ୍ଦେଶ୍ୟ ନାହିଁ : ଡ. ଜିତେନ୍ଦ୍ର ସିଂ
ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ)...
ମହୀପୁରକୁ ଗଡ଼ିବ ଟ୍ରେନ, ରେଳବାଇ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ରେଳଧାରଣା ପରୀକ୍ଷଣ
ନୟାଗଡ଼, ୨୫-୭ (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ): ଖୋର୍ଦ୍ଧା-ବଲାଙ୍ଗିର ରେଳପ୍ରକଳ୍ପର ନୟାଗଡ଼ ଟାଉନ ରେଳ ଷ୍ଟେସନରୁ ମହୀପୁର ପର୍ଯ୍ୟନ୍ତ ସଂପ୍ରସାରିତ ରେଳଧାରଣାରେ ଗଡ଼ିବ ପାସେଞ୍ଜର ଟ୍ରେନ। ଏ ନେଇ ପୂର୍ବତଟ ରେଳବିଭାଗ ମୁଖ୍ୟ ସୁରକ୍ଷା...
କିରାସିନି ଭାବି ଡିବିରେ ପେଟ୍ରୋଲ ପକେଇଥିଲେ: ନିଆଁରେ ପୋଡ଼ି ହୋଇ ତିନି ଗୁରୁତର
ମୟୁରଭଞ୍ଜ ୨୫-୭ (ଓଡ଼ିଆ ପୁଅ) ମୟୂରଭଞ୍ଜ ଶରତ ଥାନା କଟୁରିଆ ଗାଁରେ ଅଘଟଣ ଘଟିଛି। ମିଳିଥିବା ସୂଚନା ମତେ, କିରାସିନି ଭାବି ଡିବିରେ ପେଟ୍ରୋଲ ପକାଇଥିବା କାରଣରୁ ଅଚାନକ ନିଆଁ ଲାଗିଯାଇଥିଲା। ଏହି...
ତିନି ବିଧାୟକ ଅଯୋଗ୍ୟ ଘୋଷିତ
କର୍ଣ୍ଣାଟକ ୨୫-୭ (ଓଡ଼ିଆ ପୁଅ) କର୍ଣ୍ଣାଟକର ବିଧାନସଭା ଅଧ୍ୟକ୍ଷ ଆର ରମେଶ କୁମାର ଗୁରୁବାର ଦିନ ଜଣେ ନିର୍ଦ୍ଦଳୀୟ ବିଧାୟକ ଏବଂ ଦୁଇ ଜଣ କଂଗ୍ରେସ ବିଧାୟକଙ୍କ ସମେତ ତିନିଜଣ ବିଧାୟକଙ୍କୁ ଅଯୋଗ୍ୟ...
ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା RTI ସଂଶୋଧନ ବିଲ୍
ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ) ଲୋକସଭାପରେ ରାଜ୍ୟସଭାରେ ଧ୍ୱନୀମତରେ ସୂଚନା ଅଧିକାର ଆଇନ୍ ସଂଶୋଧନ ବିଲ୍ ପାରିତ ହୋଇଯାଇଛି। ପ୍ରାୟତଃ ସମସ୍ତ ବିପକ୍ଷ ଦଳ ଏହା ବିରୁଦ୍ଧରେ ୱାକଆଉଟ୍ କରିଥିଲେ।
ଏଠାରେ ସୂଚନା...
ଲୋକସଭାରେ ପାରିତ ହେଲା ତିନ ତଲାକ ବିଲ
ନୂଆଦିଲ୍ଲୀ,୨୫/୭,(ଓଡିଆପୁଅ-ପଙ୍କଜିନୀ ନାୟକ) ଶେଷରେ ବହୁ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ପାରିତ ହୋଇଛି ତିନ ତଲାକ ବିଲ । ଏହି ବିଲ୍ ସପକ୍ଷରେ ୩୦୩ ଟି ଭୋଟ ମିଳିଥିବା ବେଳେ ଏହା ବିପକ୍ଷରେ ୮୨...
ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ନୟାଗଡ଼-ଭୁବନେଶ୍ୱର ଟ୍ରେନ ଚଳାଚଳ ପାଇଁ ରେଳବିଭାଗ ଅଧିକାରୀଙ୍କୁ ବାଦିପତ୍ର...
ନୟାଗଡ଼, (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ): ନୟାଗଡ଼ ନାଗରିକ ମଞ୍ଚ ଏବଂ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନୟାଗଡ଼-ଭୁବନେଶ୍ୱର ଟ୍ରେନ ଚଳାଚଳ ପାଇଁ ରେଳବିଭାଗ ଅଧିକାରୀଙ୍କୁ ଆଜି ଦାବିପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ଗସ୍ତରେ...
ଲୋକସଭାରେ ପାରିତ ହେଲା ତିନି ତଲାକ ବିଲ୍
ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ) ଲୋକସଭାରେ ବହୁ ହଙ୍ଗାମା ମଧ୍ୟରେ ତିନି ତଲାକ ବିଲ୍ ପାରିତ ହୋଇଯାଇଛି। ଏହି ବିଲ୍ ସପକ୍ଷରେ ୩୦୩ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୮୨ଟି ମତ...
ନୟାଗଡ଼ରୁ ମହିପୁର ଗଡ଼ିବ ଟ୍ରେନ
ଭୁବନେଶ୍ୱର,୨୫/୭,(ଓଡିଆପୁଅ-ପଙ୍କଜିନୀ ନାୟକ) ଏବେ ନୟାଗଡବାସୀଙ୍କ ପାଇଁ ଖୁସି ଖବର । ଏବେ ନୟାଗଡରୁ ମହିପୁରକୁ ଟ୍ରେନ ଚଳାଚଳ କରିବ । ଯାହା ପାଇଁ ସ୍ଥାନୀୟବାସୀନ୍ଦା ବେଶ୍ ଖୁସି ହୋଇଛନ୍ତି । ନିୟମିତ ଟ୍ରେନ...
ମୁଖ୍ୟମନ୍ତ୍ରୀଙ୍କୁ – ଧର୍ମେନ୍ଦ୍ରଙ୍କ ପତ୍ର: ଓବିସି ଓ ଏସଇବିସି ବର୍ଗ ପାଇଁ ଶିକ୍ଷାନୁଷ୍ଠାନ ଓ...
- ଓଡିଶାରେ ଓବିସି ଓ ଏସଇବିସି ବର୍ଗ ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ ଏବଂ ଏମଧ୍ୟରୁ ଅନେକ ଦାରିଦ୍ର୍ୟ ଓ ଅଶିକ୍ଷା ମଧ୍ୟରେ କାଳାତିପାତ କରୁଛନ୍ତି।
- ଓଡିଶା ସରକାର ସରକାରୀ ଚାକିରୀ...
ଗୋ ବନ୍ଧ୍ୟାଦୋଷର ପ୍ରତିକାର ଓ ସୁପରିଚାଳନା ନିମନ୍ତେ ସଚେତନତା ଶିବିର
ପଟାଙ୍ଗୀ ୨୫-୭ (ଓଡିଆ ପୁଅ/ମେଘା ଗୁଣ୍ଠା) ପଟାଙ୍ଗୀ ବ୍ଲକ ଅନ୍ତର୍ଗତ ରାଲେଗଡ଼ ଗ୍ରାମ ପଞ୍ଚାୟତର ପୁଟ ପାଡୁଗ୍ରାମରେ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଗୋବନ୍ଧ୍ୟାଦୋଷର ପ୍ରତିକାର ଓ ସୁପରିଚାଳନା ନିମନ୍ତେ ଏକ ସଚେତନତା...
ଭଗବାନ ଭରସାରେ ଟିଟିଲାଗଡ଼ ସରକାରୀ ମୁଖ୍ୟ ଚିକିତ୍ସାଳୟ, ମାଗଣା ଚିକିତ୍ସା ସେବା ଏଠି ପ୍ରହସନରେ...
ଟିଟିଲାଗଡ଼ ୨୪-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସବ୍ଡିଭିଜନାଲ ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବରୁ ସାମାନ୍ୟ ରୋଗ ଟିଏ ପାଇଁ ବାଧ୍ୟ ହୋଇ ବଲାଙ୍ଗୀର, ବୁର୍ଲା ଯାଇ ହଇରାଣ ହେବା ନେଇ...
ବିଜେଡି ଶାସନରେ ନାବାଳିକା ଓ ମହିଳା ସବୁଠୁ ଅଧିକ ନିର୍ଯ୍ୟାତିତା: ମହିଳାମୋର୍ଚ୍ଚା
ରାଜ୍ୟରେ ବୃଦ୍ଧି ପାଇଥିବା ଦୁର୍ଷ୍କମ ବିରୁଦ୍ଧରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର, ତା.୨୪/୦୭ (ଓଡ଼ିଆ ପୁଅ) : ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ମହିଳା ବିରୋଧୀ। ଏଠି ମହିଳାଙ୍କୁ ସୁରକ୍ଷା...
ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ
ଭୁବନେଶ୍ୱର ୨୪-୭ (ଓଡ଼ିଆ ପୁଅ) – ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଶିଶୁ, ନାବାଳିକା ଓ ନାରୀ ନିର୍ଯ୍ୟାତନା, ବଳାକ୍ରାର ଓ ଗଣବଳାକ୍ରାର, ଅପହରଣ ଓ ନିଖୋଜ ଓ ବିପର୍ଯ୍ୟସ୍ତ ଆଇନ୍...








