Home ଓଡ଼ିଶା ନୟାଗଡ଼ରୁ ମହିପୁର ଗଡ଼ିବ ଟ୍ରେନ

ନୟାଗଡ଼ରୁ ମହିପୁର ଗଡ଼ିବ ଟ୍ରେନ

76

ଭୁବନେଶ୍ୱର,୨୫/୭,(ଓଡିଆପୁଅ-ପଙ୍କଜିନୀ ନାୟକ) ଏବେ ନୟାଗଡବାସୀଙ୍କ ପାଇଁ ଖୁସି ଖବର । ଏବେ ନୟାଗଡରୁ ମହିପୁରକୁ ଟ୍ରେନ ଚଳାଚଳ କରିବ । ଯାହା ପାଇଁ ସ୍ଥାନୀୟବାସୀନ୍ଦା ବେଶ୍ ଖୁସି ହୋଇଛନ୍ତି । ନିୟମିତ ଟ୍ରେନ ଚଳାଚଳ ନେଇ ସମସ୍ତ ସ୍ଥିତି ଅନୁଧ୍ୟାନ ପରେ ସିଆରଏସ ଆଜି ଅନୁମତି ପ୍ରଦାନ କରିଛନ୍ତି । ଏହାଛଡା ଆଜି ପରୀକ୍ଷାମୂଳକ ଭାବେ ଟ୍ରେନ ଗଡିଥିବା ମଧ୍ୟ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.