Bureau
ଭୁବନେଶ୍ୱର ଡ୍ୟାନ୍ସ ବାରରୁ ୫୦ ଯୁବତୀ ଉଦ୍ଧାର
ଭୁବନେଶ୍ୱର, ୨୭/୭, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ବେଆଇନ୍ବାର୍ରେ ଗତକାଲି ବିଳମ୍ବିତ ରାତିରେ କମିଶନରେଟ୍ପୋଲିସର ଚଢ଼ଉ କରି ୫୦ରୁ ଉର୍ଦ୍ଧ୍ୱ ଯୁବତୀଙ୍କୁ ଉଦ୍ଧାର କରିଛି।
ସେହି ଯୁବତୀମାନେ ଓଡ଼ିଶା...
କଣ ପାଇଁ ରାସ୍ତାରେ ଶବ ରଖି ଉତ୍ତେଜନା କଲେ ଗାଁ ଲୋକେ ?
ବାଲେଶ୍ଵର, ୨୭/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ବାଲିଆପାଳ-କମର୍ଦ୍ଦା ମୁଖ୍ୟରାସ୍ତାର ଉଲୁଡା ଛକ ନିକଟରେ ଶବ ରଖି ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି।
ଗତକାଲି ମୃତ...
ପବଜି ନେଲା ଜୀବନ
କଶ୍ମୀର, ୨୭/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଏବେ ସାରା ଦେଶରେ ପବଜି ଏକ ନିଶା ପାଲଟିଛି। ବିଶେଷ ଭାବରେ ଏହା କମ୍ ବୟସ ପିଲାଙ୍କୁ ବେଶି ଆକୃଷ୍ଟ କରୁଛି।ଏହାରି ଭିତରେ ଏହି ଗେମ୍...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ ମୃତ, ୭ ଆହତ
ମୟୁରଭଞ୍ଜ, ୨୭/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ସକାଳେ ମୟୁରଭଞ୍ଜ ବାଙ୍ଗିରିପୋଷି ବାମନ ଘାଟି ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଫଳରେ ଏକ ବୋଲେରକୁ ପଛପଟୁ ଟ୍ରକ ଧକ୍କା ଦେଇଛି।
ଫଳରେ ଘଟଣାସ୍ଥଳରେ...
ଭାରତରେ ବୋଇଙ୍ଗ୍ଏଏଚ୍୬୪ଇ ଆପାଚି ଗାର୍ଡିଆନ୍ ଆଟାକ୍ ହେଲିକପ୍ଟର
ନୂଆଦିଲ୍ଲୀ, ୨୭/୭, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଗାଜିଆବାଦସ୍ଥିତ ହିନ୍ଦୋନ୍ଏୟାର୍ବେସ୍ରେ ପହଞ୍ଚିବ ପ୍ରଥମ ବ୍ୟାଚ୍ବୋଇଙ୍ଗ୍ଏଏଚ୍୬୪ଇ ଆପାଚି ଗାର୍ଡିଆନ୍ଆଟାକ୍ହେଲିକପ୍ଟର। ଏହି ହେଲିକପ୍ଟର୍ଗୁଡ଼ିକ ଏକ ଆଣ୍ଟୋନୋଭ୍ଏଏନ୍୨୨୪ ପରିବହନ ବିମାନରେ ଆସି ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବ...
କଶ୍ମୀର ସୀମାରେ ୨ ଆତଙ୍କବାଦୀ ନିପାତ
ଜାମ୍ମୁ କାଶ୍ମୀର, ୨୭/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ଜାମ୍ମୁ କାଶ୍ମୀର ର ସୋପିଆନ ଅଞ୍ଚଳରେ ଏନକାଉଣ୍ଟର ହୋଇଛି। ଫଳରେ ଏନକାଉଣ୍ଟରରେ ଜୈଶ-ଇ-ର ଦୁଇ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା...
ଏବେ ବି ଦାରିଦ୍ର୍ୟ ସୀମାରେଖା ତଳେ ରହିଛି ଏହି ଦେଶ
କରାଚି,୨୭/୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଆଜି ବି ଅନେକ ଦେଶ ଅଛି ଯାହା ଦାରିଦ୍ର୍ୟ ସୀମାରେଖା ତଳେ ରହିଛି । ଆଉ ଏହା ଭିତରେ ପାକିସ୍ତାନ ଭଳି ଦେଶ ସାମିଲ ରହିଛି ।...
ଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କ ତରଫରୁ ସାଂସଦକୁ ସମ୍ବର୍ଦ୍ଧନା
ନୂଆଦିଲ୍ଲୀ ୨୭-୭ (ଓଡ଼ିଆ ପୁଅ) - ଓଡ଼ିଶାର ମହାନ ସଂସ୍କୃତି ସ୍ରୋତକୁ ବିଶ୍ଵବ୍ୟାପ୍ତ କରିବାର ଆବଶ୍ୟକତା ରହିଥିବା ସାଙ୍ଗକୁ ପୃଥିବୀର ବିଭିନ୍ନ ରାଷ୍ଟ୍ରର ,ଉନ୍ନତ ସାହିତ୍ୟ , କଳା ,ସଂସ୍କୃତି ଓ କାରିଗରୀ...
କିଏ ହେବ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ?
ନୂଆଦିଲ୍ଲୀ,୨୬/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ୧୯୮୩ ମସିହା ର ବିଶ୍ବକପ୍ ବିଜେତା କପିଲ୍ ଦେବ୍ ଭାରତୀୟ ଟିମ୍ ଆଗାମୀ କୋଚ ଚହଳ କରିବେ ବୋଲି ସୂଚନା ମିଳିଛି । କପିଲ୍ ଙ୍କ ସମେତ...
ଟେଷ୍ଟ କ୍ରିକେଟରୁ ଏହି କ୍ରିକେଟରଙ୍କ ଅଲବିଦା
ନୂଆଦିଲ୍ଲୀ,୨୬/୭,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ପାକ୍ କ୍ରିକେଟର ମୋ. ଆମିର । ସେ ନିଜ କ୍ୟାରିୟର ଭିତରେ ସମୁଦାୟ ୩୬ଟି ମ୍ୟାଚ ଖେଳିଥିବା ବେଳେ ମୋଟ...
ଏବେ ଗୋଟିଏ ହ୍ବାଟସ ଆପ୍ ଆକାଉଣ୍ଟକୁ ବିଭିନ୍ନ ଡିଭାଇସରେ କରିହେବ ଅପରେଟ୍
ନୂଆଦିଲ୍ଲୀ,୨୬/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ବର୍ତମାନ ମଲ୍ଟି ମିଡ଼ିଆ ମେସେଜିଂ ଆପରେ ହ୍ବାଟସ ଆପ୍ ନିଜର ଏକ ସ୍ବତନ୍ତ୍ର ସ୍ଥାନ କବଜା କରିପାରିବାରେ ସଫଳ ହୋଇପାରିଛି । ଏହାସହ ଦିନକୁ ଦିନ ଏହାର ବହୁଳ...
ମାନ୍ୟଵରଙ୍କ ଉପରେ ନଜର ରଖିବ କ୍ରାଇମବ୍ରାଞ୍ଚ
କେନ୍ଦ୍ରାପଡା,୨୬ ।୭(ଓଡିଆପୁଅ/ପଙ୍କଜିନୀ ନାୟକ): ଗତକାଲି ସନ୍ଧ୍ୟାରେ କଟକ ଚୌଦ୍ୱାର ଜେଲରୁ ମୁକୁଳିଥିବା ସନ୍ତୋଷ ରାଉଳ ଓରଫ୍ ସାରଥୀ ବାବା ଏବେ ରହିବେ କ୍ରାଇମବ୍ରାଞ୍ଚ ଜନରରେ । ସାରଥୀଙ୍କ ପ୍ରତିଟି କାର୍ଯ୍ୟାକଳାପ ଉପରେ କ୍ରାଇମବ୍ରାଞ୍ଚ...
ଅର୍ଡର ଦେଇ ଯିବା ପାଇଁ ସୁରକ୍ଷା କର୍ମୀଙ୍କୁ ଭିକ୍ଷା ମାଗୁଛି ମା’
ମେକ୍ସିକୋ,୨୬/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ସୁନ୍ଦର ଜୀବନ କାଟିବା ପାଇଁ ପ୍ରତିବର୍ଷ ମେକ୍ସିକୋ ବର୍ଡର ଦେଇ ମଧ୍ୟ ଆମେରିକା କୁ ବିପୁଳ ସଂଖ୍ୟାରେ ଶରଣାର୍ଥୀ ଆସିଥାନ୍ତି । ଏହାଦ୍ବାରା କିଛି ଜଣ ସଫଳ ହୋଇଥାନ୍ତି...
ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅନୁଗୁଳ,୨୬ ।୭(ଓଡିଆ ପୁଅ/ପଙ୍କଜିନୀ ନାୟକ): ଅନୁଗୁଳ ଜିଲ୍ଲା ଭରତପୁର କୋଇଲା ଖଣିରେ ମାଟି ଅତଡା ଧସିବା ଘଟଣାରେ ୨ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି ।ଏହି ଘଟଣାରେ ମୃତକଙ୍କ ପରିବାରକୁ ସହାୟତା...
ଅହମ୍ମଦାବାଦର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ, ଫସିଛନ୍ତି ୧୫, ଜଣେ ମୃତ
ଅହମ୍ମଦାବାଦ,୨୬/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଆଜି ଅହମ୍ମଦାବାଦର ଜଗତପୁର-ଗୋଟା ଅଞ୍ଚଳରେ ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଫଳରେ ଜଣଙ୍କର ମୃତ୍ୟୁ ସୋଇଛି ।
ଖବରପାଇ ଘଟଣା ସ୍ଥଳରେ ୧୦ଟି ଦମକଳବାହିନୀ ପହଞ୍ଚି...
ଟିକ୍ ଟକ୍ ପାଇଁ ଚାଲିଗଲା ଜୀବନ
ନୂଆଦିଲ୍ଲୀ,୨୬ ।୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଟିକ୍ ଟକ୍ ଭିଡିଓ କରିବା ପାଇଁ ଲୋକମାନେ କିଛି ବି କରିବାକୁ ପଛାଉନାହାନ୍ତି । ବିପଦପୂର୍ଣ୍ଣ ଭାବେ କିଛି ବି କରିପକାଉଛନ୍ତି । ତେଣିକି ନିଜ...
ଲିଫ୍ଟ ଦେଉଥିବା ବ୍ୟକ୍ତି ସାବଧାନ !
ନୂଆଦିଲ୍ଲୀ,୨୬/୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଏଣିକି ଲିଫ୍ଟ ଦେଉଥିବା ବ୍ୟକ୍ତି ସାବଧାନ । କାରଣ ଆପଣଙ୍କର ଏହି ଗୋଟିଏ ଭୁଲ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଆଉ ଏଥିପାଇଁ ଜରିମାନା ଦେବା ସହ...
ପ୍ଲେଟରେ ଚାଲୁଛି ମାଂସ !
ଫ୍ଲୋରିଡା,୨୬/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଆପଣ ଯଦି ରେସ୍ତୋରାଁ ଯାଉଛନ୍ତି, ଆଉ ମିଟର ଅର୍ଡର କରୁଛନ୍ତି । ମାତ୍ର ପରେ ସେହି ମାଂସ ଖଣ୍ଡ ଚାଲିବାକୁ ଲାଗୁଛି । ତାହେଲେ ଆପଣଙ୍କୁ କେମିତି...
ଏଏସଓଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଯୁକ୍ତି ପତ୍ର ପ୍ରଦାନ
ଭୁବନେଶ୍ୱର,୨୬ ।୭(ଓଡିଆ ପୁଅ/ପଙ୍କଜିନୀ ନାୟକ): ସହକାରୀ ଉପବିଭାଗ ଅଧିକାରୀଙ୍କ ପ୍ରବେଶ ପ୍ରଶିକ୍ଷଣ ସମାରୋହ ଆଜି ରାଜଧାନୀର ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଯାଇଛି । ଓ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ବର୍ତ୍ତମାନ କେଉଁ ସ୍ଥାନରେ ଅଛନ୍ତି ମାନ୍ୟବର ?
କେନ୍ଦ୍ରାପଡ଼ା,୨୬/୭(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ) : ଗତକାଲି ଜେଲରୁ ମୁକୁଳିବା ପରେ ସାରଥୀ ବାବା ଓରଫ ସନ୍ତୋଷ ରାଉଳ କେଉଁଠି ଅଛନ୍ତି, ସାଧାରଣରେ ଏହା ଜାଣିବା ପାଇଁ ମନରେ ଉତ୍କଣ୍ଠା ରହିଛି ।
ତେବେ...





