Home Authors Posts by Bureau

Bureau

17676 POSTS 0 COMMENTS

ପାଣିକୋଇଲି ଜିଆରଏସଙ୍କୁ ପୁନଃ ନିଯୁକ୍ତି ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

0
ଯାଜପୁର, ୨୮/୭ (ଓଡ଼ିଆ ପୁଅ) : ଯାଜପୁର ଜିଲ୍ଲାର କୋରେଇ ବ୍ଲକ ପାଣିକୋଇଲି ଜିଆରଏସ ସସ୍ମିତା ବେହେରାଙ୍କୁ ପୁନଃ ନିଯୁକ୍ତ କରିବା ପାଇଁ ଉଚ୍ଚନ୍ୟାୟଳୟ ନିର୍ଦ୍ଦେଶ ଦେଇଛି। ସୂଚନା ମୁତାବକ କାର୍ଯ୍ୟରେ ଅବହେଳା...

ସ୍ୱେଚ୍ଛାସେବୀ କ୍ଲବ୍ ସିଡ୍ ପକ୍ଷରୁ ଚାରା ରୋପଣ

0
ଯାଜପୁର, ୨୮/୭ (ଓଡ଼ିଆ ପୁଅ) : ଯାଜପୁର ଅଗ୍ରଣୀ ପୁରସ୍କୃତ ପ୍ରାପ୍ତ ସ୍ୱେଚ୍ଛାସେବୀ କ୍ଲବ ସିଡ୍ ଏବଂ ସମ୍ପର୍କ ଅନୁଷ୍ଠାନ ମିଳିତ ସହଯୋଗରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଡ୍ କାର୍ଯ୍ୟକାରୀ...

ଜଗତସିଂହପୁର ଜିଲ୍ଲପାଳଙ୍କ ଦ୍ୱାର ଦୁଇଗୋଟି ୱେବ୍ ପୋର୍ଟାଲର ଶୁଭଉନ୍ମୋଚନ

0
ଜଗତସିଂହପୁର ୨୮/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ)- ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହଠାରେ ଜିଲା୍ଲପାଳ ଶ୍ରୀ ସଂଗ୍ରାମ କେଶରି ମହାପାତ୍ର ଶନିବାର ଦିନ ଜଗତସିଂହପୁର ପୌରପରିଷଦର ନୂତନଭାବେ ନିଜସ୍ୱ...

ଆସ୍ଥା ଭୋଟରେ ଜିତିଲେ ୟେଦୁରପ୍ପା: ଇସ୍ତପା ଦେଲେ କର୍ଣ୍ଣାଟକର ବାଚସ୍ପତି କେ.ଆର୍ ରମେଶ କୁମାର

0
ବାଙ୍ଗାଲୁରୁ ୨୯-୭ (ଓଡ଼ିଆ ପୁଅ) କର୍ଣ୍ଣାଟକରେ ରାଜନୈତିକ ନାଟକର ସମାପ୍ତି ହୋଇଛି। ଆସ୍ଥା ଭୋଟରେ ଜିତିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା। ଏହାପରେ ଇସ୍ତପା ଦେଲେ କର୍ଣ୍ଣାଟକର ବାଚସ୍ପତି କେ.ଆର୍ ରମେଶ କୁମାର। ଆସ୍ଥା...

ପଞ୍ଚାୟତ ବାଣିପୀଠ ଉପ୍ରା ବିଦ୍ୟାଳୟରେ ବୃକ୍ଷରୋପଣ

0
ଜଗତସିଂହପୁର ୨୮/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ)- ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଦଣ୍ଡା ଗ୍ରାମରେ ଅବସ୍ଥିତ ପଞ୍ଚାୟତ ବାଣିପୀଠ ଉପ୍ରା ବିଦ୍ୟାଳୟରେ ପରିବେଶ ସଚେତନତା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଆସ୍ଥା ଭୋଟରେ ୟେଦୁରପ୍ପାଙ୍କୁ ମିଳିଲା ବହୁମତ : କହିଲେ ବିଗିଡ଼ିଥିବା ପ୍ରଶାସନକୁ ଠିକ କରିବୁ

0
କର୍ଣ୍ଣାଟକ ୨୯-୭ (ଓଡ଼ିଆ ପୁଅ) କର୍ଣ୍ଣାଟକରେ ରାଜନୈତିକ ନାଟକର ସମାପ୍ତି ହୋଇଛି। ଆସ୍ଥା ଭୋଟରେ ୟେଦୁରପ୍ପାଙ୍କୁ ବହୁମତ ମିଳିଛି। ଆସ୍ଥା ଭୋଟରେ ଭୋଟିଂ ପାଇଁ ବିରୋଧି ଦଳ ଦାବି କଲେ ନାହିଁ। ସୂଚନାଯୋଗ୍ୟଯେ,...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ମନର କଥା ୨.୦

0
- ପାର୍ବଣ ଋତୁ ମେଳାରେ ଜଳ ସଂରକ୍ଷଣ ବାର୍ତ୍ତା ବାଂଟିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ - ଆରମ୍ଭ ହେବ ମହାକାଶ ସମ୍ପର୍କୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା - ଶ୍ରୀହରିକୋଟାରୁ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ଅବତରଣ କରିବା ଦୃଶ୍ୟ...

ଦେଶରେ ବାଘ ସଂଖ୍ୟା ୨୯୬୭

0
ନୂଆଦିଲ୍ଲୀ,୨୯/୭,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଜି ବ୍ୟାଘ୍ର ଦିବସ ଅବସରରେ ବାଘ ଗଣନା ରିପୋର୍ଟ-୨୦୧୮କୁ ଉନ୍ମୋଚନ ହୋଇଛି । ବିଶ୍ବ ବ୍ୟାଘ୍ର ଦିବସ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବ ଭାରତୀୟ ବାଘ...

କର୍ତ୍ତବ୍ୟରେ ଅବହେଳା ପାଇଁ ବଦଳିଲେ ବାଦାମ ପାହାଡ଼ ଓଆଇସି

0
ରାଇରଙ୍ଗପୁର,୨୯ ।୭,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ବଦଳିଲେ ବାଦାମପାହାଡ ଓଆଇସି। ବିନା ଦୋଷରେ ବାପ,ପୁଅ ୩ ମାସ ଜେଲରେ ଭର୍ତ୍ତି ହେବା ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଆଜି ବାଦାମପାହାଡ଼ ଥାନା OICଙ୍କ...

ପୁଣି ଫେରିଛି ସାଇକୋ କିଲର

0
କଟକ,୨୯/୭,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):  ସିଲଭର ସିଟି କଟକରେ ପୁଣି ସାଇକୋ କିଲରର ଆତଙ୍କ । ଜଣେ ମହିଳାଙ୍କୁ ଟାର୍ଗେଟ କରିଛି ସାଇକୋ କିଲର ।  ଝରକା ଭିତରେ ହାତ ପୁରାଇ ଜଣେ...

ଆହୁରି ସପ୍ତାହେ

0
ଭୁବନେଶ୍ୱର,୨୯/୭(ଓଡିଆ ପୁଅ/ ପଙ୍କଜିନୀ ନାୟକ): ଲଘୁଚାପ ହେବା ଯୋଗୁଁ ଏବେ ସକ୍ରିୟ ହେବାରେ ଲାଗିଛି ମୌସୁମୀ । ଫଳରେ ଏହା ପ୍ରଭାବରେ ଆହୁରି  ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆଜି ...

ବର୍ଷାରେ ବେହାଲ ମାଲକାନଗିରି

0
ମାଲକାନଗିରି, ୨୯/୭, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଲଗାଣ ବର୍ଷାରେ ଉବୁଟୁବୁ ମାଲକାନଗିରି। ଜିଲ୍ଲାରେ ୩ ଦିନ ଧରି ବର୍ଷା ଲାଗି ରହିବା ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। କୋରକୋଣ୍ଡା...

ବହୁମତ ପ୍ରମାଣ କରିବେ ୟଦିୟୁରୁପ୍ପା

0
କର୍ଣ୍ଣାଟକ,୨୯/୭,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):  ଆଜି ବିଧାନସଭାରେ ଶକ୍ତି ପରୀକ୍ଷା ଦେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା । ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ବିଧାନସଭାରେ ବହୁମତ ପ୍ରମାଣ...

ଶୈବ ପୀଠରେ କାଉଡ଼ିଆଙ୍କ ଭିଡ

0
ଭୁବନେଶ୍ୱର,୨୯/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ):  ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଶ୍ରାବଣ ମାସର ଦ୍ୱିତୀୟ ସୋମବାର ପାଇଁ ଚଳଚଞ୍ଚଳ ହୋଇପଡିଛି ଶୈବ ପୀଠ । ଏନେଇ ଆଜି ସକାଳୁ ସକାଳୁ ସମସ୍ତ...

ସମୁଦାୟ ବାଘ ସଂଖ୍ୟା କେତେ, ଆଜି ହେବ ଘୋଷଣା

0
ନାଗପୁର,୨୯/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଦେଶରେ ସମୁଦାୟ କେତେ ବାଘ ଅଛନ୍ତି ତାହା ଆଜି ଘୋଷଣା ହେବ। ବିଶ୍ବ ବ୍ୟାଘ୍ର ଦିବସ ଅବସରରେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବ ଭାରତୀୟ ବାଘ ଗଣନା ରିପୋର୍ଟ-୨୦୧୮କୁ...

ଜୟ ଶ୍ରୀ ରାମ ନ କହିବାରୁ ଦେହରେ ଲଗାଇଲେ ନିଆଁ

0
ଲକ୍ଷ୍ନୌ,୨୯/୭,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଜୟ ଶ୍ରୀରାମ ନ କହିବାରୁ ଦେହରେ ଗାଁ ଗଲା ନିଆଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଚନ୍ଦାଉଲି ଜିଲ୍ଲାରେ । ଏପରି ୧୫...

ଚୋରର ପ୍ଲାନ୍ ଭଣ୍ଡୁର

0
କନ୍ଧମାଳ,୨୯/୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ପୋଲିସ ଓ ଚୋର ମଧ୍ୟରେ ଛକାପଞ୍ଝା। କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଗତକାଲି ଏଟିଏମ ଚୋରି ମାମଲାରେ ଗିରଫ୍...

ସୋସିଆଲ୍ ମିଡ଼ିଆରେ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ ହେବା ପରେ ଦୁଇ ବିଜେପି ଯୁବ ନେତା...

0
ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) ଜାତୀୟ ଗଣ ମାଧ୍ୟମ ଖବର ଅନୁଯାୟୀ ଭାରତୀୟ ଜନତା ପାର୍ଟୀ ହିମାଞ୍ଚଳ ପ୍ରଦେଶର କୁଲ୍ଲୂରେ ପାର୍ଟୀ ଦୁଇ ନେତାଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ ହେବା ପରେ...

ଅଗଷ୍ଟ ୮ ରେ ଭାରତ ରତ୍ନରେ ସମ୍ମାନୀତ ହେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

0
ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଅଗଷ୍ଟ ୮ ରେ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଖବରରୁ ପ୍ରକାଶ। ସୂଚନାଯୋଗ୍ୟଯେ, ଚଳିତବର୍ଷ ଗଣତନ୍ତ୍ର ଦିବସର...

ପୁଲିସ ହାତରେ ସାଇକୋ କିଲରର ସୁରାକ

0
ଭୁବନେଶ୍ୱର, ୨୮।୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ ): ୨୪ ଘଣ୍ଟାରେ ୩ ମର୍ଡର କରି ପୁଲିସକୁ ଚ୍ୟାଲେଞ୍ଜ ଦେଇଥିବା ସାଇକୋ କିଲରର ସୁରାକ ଏବେ ପୋଲିସ ହାତରେ ଲାଗିଛି। ଦୀର୍ଘଦିନ ଚେଷ୍ଟା କରିବା ପରେ...