Home ଅପରାଧ ପୁଲିସ ହାତରେ ସାଇକୋ କିଲରର ସୁରାକ

ପୁଲିସ ହାତରେ ସାଇକୋ କିଲରର ସୁରାକ

251

ଭୁବନେଶ୍ୱର, ୨୮।୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ ): ୨୪ ଘଣ୍ଟାରେ ୩ ମର୍ଡର କରି ପୁଲିସକୁ ଚ୍ୟାଲେଞ୍ଜ ଦେଇଥିବା ସାଇକୋ କିଲରର ସୁରାକ ଏବେ ପୋଲିସ ହାତରେ ଲାଗିଛି। ଦୀର୍ଘଦିନ ଚେଷ୍ଟା କରିବା ପରେ ଶେଷରେ ପୋଲିସକୁ ସଫଳତା ମିଳିଛି।

କଟକରେ ସିରିଏଲ ମର୍ଡର କରି ଚର୍ଚ୍ଚାରେ ରହିଥିବା ସାଇକୋ କିଲରର ସୁରାକ ଏବେ ପୋଲିସ ହାତରେ ଲାଗିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ତିନି ଜଣଙ୍କୁ ହତ୍ୟା କରିଥିବା ସାଇକୋ କିଲରର ସୁରାକ ମିଳିଥିବା ନେଇ ଆଜି ସୂଚନା ପ୍ରଦାନ କରିଛନ୍ତି ପୋଲିସ କମିଶନର। ଏହା ସହ ହତ୍ୟାକାରୀକୁ ତୁରନ୍ତ ଧରିବାକୁ ପୋଲିସ ଉଦ୍ୟମ ଚଳାଇଛି ବୋଲି ମଧ୍ୟ ପୋଲିସ କମିଶନର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.