Home ଓଡ଼ିଶା କର୍ତ୍ତବ୍ୟରେ ଅବହେଳା ପାଇଁ ବଦଳିଲେ ବାଦାମ ପାହାଡ଼ ଓଆଇସି

କର୍ତ୍ତବ୍ୟରେ ଅବହେଳା ପାଇଁ ବଦଳିଲେ ବାଦାମ ପାହାଡ଼ ଓଆଇସି

98

ରାଇରଙ୍ଗପୁର,୨୯ ।୭,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ବଦଳିଲେ ବାଦାମପାହାଡ ଓଆଇସି। ବିନା ଦୋଷରେ ବାପ,ପୁଅ ୩ ମାସ ଜେଲରେ ଭର୍ତ୍ତି ହେବା ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଆଜି ବାଦାମପାହାଡ଼ ଥାନା OICଙ୍କ ବଦଳି ହୋଇଛି ।

ତେବେ ନିଜ ଦାୟିତ୍ବରେ ଅବହେଳା କରିଥିବା ଅଭିଯୋଗ ଆସିବା ପରେ OIC ଶଶୀ ଧର ସେଠୀଙ୍କୁ ବଦଳି କରାଯାଇଛି । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସପି ଅଫିସକୁ ଶଶୀ ଧରଙ୍କୁ ବଦଳି କରାଯାଇଛି । ପୋଲିସର ଅବହେଳା ନେଇ ଏସ୍‌ଡିପିଓ ତଦନ୍ତ କରିବେ । ତେବେ ହତ୍ୟା ଅଭିଯୋଗରେ ସ୍ୱାମୀ ଓ ଶ୍ୱଶୁର ଜେଲରେ ଥିଲେ । ମାତ୍ର ମହିଳା କୋର୍ଟରେ ହଜାର ହେବ ପରେ ବାପ ପୁଅ ଖଲାସ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.