Bureau
ଜେପିଭିଟି ଆସୋସିଏସନ୍ ର କାର୍ଯ୍ୟକାରିଣୀ ବୈଠକ
ଜଗତସିଂହପୁର ୩୧/୦୭ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ) ଜଗତସିଂହପୁର ସହରର ସ୍ତାନୀୟ ଡାଏମଣ୍ଡ ମଣ୍ଡପରେ ଜଗତସିଂହପୁର ଫଟୋଗ୍ରାଫର୍ସ ଆଣ୍ଡ ଭିଡିଓଗ୍ରାଫର୍ସ ଟ୍ରେଡର୍ ସ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ଶ୍ରୀ ମହେଶ୍ୱର ମହାନ୍ତିଙ୍କ...
ଡା.ପ୍ରବୋଧ କୁମାର ମିଶ୍ରଙ୍କ ‚ହେ ମାଆ! ମାତୃଭୂମି ! ପୁସ୍ତକ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ...
- ସଂସ୍କୃତ ଏବଂ ଓଡିଆ ସାହିତ୍ୟ ପାଇଁ ଡା.ପ୍ରବୋଧ କୁମାର ମିଶ୍ରଙ୍କ ଯୋଗଦାନ ଅତୁଳନୀୟ
- ଓଡିଆ ସ୍ୱାଭିମାନ ହିଁ ତାଙ୍କ କାଳଜୟୀ ସୃଷ୍ଟିକୁ ପ୍ରେରିତ କରିଛି
ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧ (ଓଡ଼ିଆ ପୁଅ) –...
ଜଳବନ୍ଦୀରୁ ମୁକ୍ତ ହେବ ଭୁବନେଶ୍ୱର ମହାନଗର ନିଗମ ୪ ନମ୍ବର ୱାର୍ଡ: ପୌର କମିଶନର...
ଭୁବନେଶ୍ୱର, ତା ୧ା୮ (ଓଡ଼ିଆ ପୁଅ) : କୁଆଖାଇ ନଦୀ, ପୁରୀ ମୁଖ୍ୟ କେନାଲ୍, ୧୬ ନମ୍ବର ଜାତୀୟ ରାଜପଥ, ପୁରୁଣା ଜଗନ୍ନାଥ ସଡ଼କ ଓ ପ୍ରାଚୀ ନଦୀ ଅଭ୍ୟନ୍ତରରେ ଥିବା ଭୁବନେଶ୍ୱର...
ବୃଦ୍ଧାଙ୍କୁ ସହାୟ ହେଲା ‘ହୋପ ଅଫ୍ ଲାଇଫ୍ ’
ରାଉରକେଲା ୧-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲା ସହର ସାରନଗରୀ ସ୍ଥିତ ଆରଏସପି ମିନି ଷ୍ଟାଡ଼ିୟମ ସମ୍ମୁଖ ରାସ୍ତାରେ ଜଣେ ୫୨ ବର୍ଷିୟା ବୃଦ୍ଧା ବିଚରଣ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ହୋପ...
ମାନସିକ ବିକାରଙ୍କ ଏକମାତ୍ର ସାହାରା ବସ୍ ଷ୍ଟପ୍ !
ରାଉରକେଲା ୧-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲା ହେଉଛି ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟି। ସହରବାସୀଙ୍କ ସୁବିଧା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ଅନେକ ଗୁଡ଼ିଏ ଯୋଜନା ହାତକୁ ନିଆଯାଇ...
ପ୍ରତିଷ୍ଠା ହେବ ନୂତନ ରାଷ୍ଟ୍ରାୟତ ଉଦ୍ୟୋଗ କାବିଲ
- ନାଲକୋ, ଏଚସିଏଲ ଓ ଏମିସିଏଲର ସହଭାଗୀତାରେ ଗଠିତ ହେବ କାବିଲ
- ଗୁରୁତ୍ୱପୂର୍ଣ୍ଣ ଏବଂ ମୂଲ୍ୟବାନ ଖଣିଜ ଦ୍ରବ୍ୟର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବ ଏହି ଉଦ୍ୟୋଗ
ନୂଆଦିଲ୍ଲୀ- ୧/୮ (ଓଡିଆ ପୁଅ) -...
ମହାଲେଖା ନିୟନ୍ତ୍ରକ ଭାବେ ଗିରିରାଜ ପ୍ରସାଦ ଗୁପ୍ତାଙ୍କ ଦାୟିତ୍ୱ ଗ୍ରହଣ
ନୂଆଦିଲ୍ଲୀ- ୧/୮ (ଓଡିଆ ପୁଅ) - ଶ୍ରୀ ଗିରିରାଜ ପ୍ରସାଦ ଗୁପ୍ତା ଆଜି ନୂଆଦିଲ୍ଲୀଠାରେ ମହାଲେଖା ନିୟନ୍ତ୍ରକ (ସିଜିଏ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଗୁପ୍ତା ହେଉଛନ୍ତି ଜଣେ ୧୯୮୩ ବ୍ୟାଚ...
୨୦୧୯-୨୦ ବର୍ଷ ପାଇଁ ଫସଫେଟ ଓ ପଟାସ ସାର ଉପରେ ପୋଷକ ଆଧାରିତ ସବସିଡିକୁ...
ନୂଆଦିଲ୍ଲୀ- ୧/୮ (ଓଡିଆ ପୁଅ) - ୨୦୧୯-୨୦ ବର୍ଷ ପାଇଁ ଫସଫେଟ ଓ ପଟାସ ସାର ଉପରେ ପୋଷକ ଆଧାରିତ ସବସିଡି ପ୍ରଦାନ ନେଇ ସାର ବିଭାଗର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର...
କେନ୍ଦ୍ରୀୟ ତାଲିକାରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଉପବର୍ଗୀକରଣର ଅନୁଧ୍ୟାନ ଲାଗି ଗଠିତ କମିଶନଙ୍କ କାର୍ଯ୍ୟକାଳ...
ନୂଆଦିଲ୍ଲୀ- ୧/୮ (ଓଡିଆ ପୁଅ) - କେନ୍ଦ୍ରୀୟ ତାଲିକାରେ ଅନ୍ୟାନ୍ୟ ପଛୁଆ ବର୍ଗ ମଧ୍ୟରେ ଉପବର୍ଗୀକରଣ ବିଷୟରେ ପରୀକ୍ଷଣ ଲାଗି ସମ୍ବିଧାନର ୩୪୦ ଧାରା ଅନ୍ତର୍ଗତ ଗଠିତ କମିଶନଙ୍କ କାର୍ଯ୍ୟକାଳକୁ ୬ ମାସ...
ପ୍ରଦୂଷଣର ମୁକାବିଲା ପାଇଁ ସେନା ପକ୍ଷରୁ ଇ-କାର ଚଳାଚଳ ଆରମ୍ଭ
ନୂଆଦିଲ୍ଲୀ- ୧/୮ (ଓଡିଆ ପୁଅ) - ପରିବେଶ ସୁରକ୍ଷା ପାଇଁ ସରକାରଙ୍କ ସହ ହାତ ମିଳାଇଛି ଭାରତୀୟ ସେନା। ଏକ ପରିବେଶ ଅନୁକୂଳ ପଦକ୍ଷେପ ସ୍ୱରୂପ ନୂଆଦିଲ୍ଲୀରେ ସେନା ଅଧିକାରୀଙ୍କ ଉପଯୋଗ ଲାଗି...
ଆକାଶବାଣୀ କେନ୍ଦ୍ର କର୍ମଚାରୀଙ୍କ ପକ୍ଷରୁ ସମ୍ବଲପୁର ଦିବସ ପାଳନ
ସମ୍ବଲପୁର ୧-୮ (ଓଡ଼ିଆ ପୁଅ) ସମ୍ବଲପୁର ଆକାଶବାଣୀ କେନ୍ଦ୍ର କର୍ମଚାରୀଙ୍କ ପକ୍ଷରୁ ସମ୍ବଲପୁର ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ ଆକାଶବାଣୀର ପ୍ରାୟ ସବୁ କର୍ମଚାରୀମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ନିଜ...
ବାଇକ୍ ଚୋରୀ ରାକେଟ୍ ର ପର୍ଦ୍ଦାଫାସ – ଚୋରି ବାଇକ୍ ଉଦ୍ଧାର
ବାଲିଗୁଡା, ୧-୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )ବାଲିଗୁଡା ପୋଲିସ୍ କୁ ମିଳିଛି ଏକ ବଡ଼ ସଫଳତା। ବାଇକ୍ ଚୋରୀ ରାକେଟ୍ ର ପର୍ଦ୍ଦାଫାସ୍ କରିଛି ବାଲିଗୁଡା ପୋଲିସ୍। ଚୋରି ବାଇକ୍...
ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
ବାଲିଗୁଡା, ୧-୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୁମୁଦିନୀ ପଟ୍ଟନାୟକଙ୍କୁ ଅବସର କାଳୀନ ସ୍ୱାଗତ ସମ୍ବର୍ଦ୍ଧନା...
ଲଜ୍ଜା : ପତ୍ନୀକୁ ଜୁଆରେ ବାଜି ଲଗାଇଲା : ହାରିଲା ପରେ ସାଙ୍ଗମାନେ ମିଶି...
କୋର୍ଟ ପ୍ରଥମ ନଜରରେ ମାମଲାକୁ ଗଂଭୀରତା ପୂର୍ବକ ନେଇ ପୁଲିସକୁ ଗ୍ୟାଙ୍ଗ ରେପ କେସ ରୁଜୁ କରିବା ପାଇଁ ଆଦେଶ ଦେଲେ
ନୂଆ ଦିଲ୍ଲୀ ୧-୮ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶର ଜୌନପୁରରେ ପତି...
ଲୋକସଭାରେ ପାସ୍ ହେଲା ସାର୍ବଜନୀନ ପରିସର ସଂଶୋଧିତ ବିଲ୍
ନୂଆଦିଲ୍ଲୀ, ୦୧/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଏବେ ସରକାରୀ ଘର ଛାଡିବେ ପୂର୍ବତନ ସାଂସଦ ଓ ଅବସରପ୍ରାପ୍ତ ଅଧିକାରୀ। ଦିଲ୍ଲୀ ଲୁଟିୟନ୍ରେ ସରକାରୀ ଘରେ ରହୁଥିବା ପୂର୍ବତନ ସାଂସଦ ଓ ଅବସରପ୍ରାପ୍ତ...
ତଳକୁ ଖସିଲା ଭାରତ ଅର୍ଥନୀତି
ନୂଆଦିଲ୍ଲୀ, ୦୧/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଧୀରେ ଧୀରେ ତଳକୁ ଖସୁଛି ଭାରତର ଅର୍ଥନୀତି। ୨୦୧୭ରେ ଭାରତ ବିଶ୍ୱର ୫ମ ବୃହତ ଅର୍ଥନୀତି ଥିବାବେଳେ ୨୦୧୮ରେ ସପ୍ତମ ସ୍ଥାନକୁ ଖସିଛି। ଏ...
ଏକାଠି ନଜର ଆସିଲେ ବିଜେପି ଓ ବିଜେଡ଼ି ସାଂସଦ
ନୂଆଦିଲ୍ଲୀ, ୦୧/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ପୁଣି ଏକାଠି ନଜର ଆସିଛନ୍ତି ବିଜେପି ଓ ବିଜେଡି ସାଂସଦ। ପଣ୍ଡିତ ପ୍ରବୋଧ କୁମାର ମିଶ୍ରଙ୍କ ଦ୍ୱାରା ଲିଖିତ ପୁସ୍ତକ ଓ ମଦର, ମଦର...
ଏଣିକି ଚେକ୍ ହେବ ସ୍କୁଲ ବ୍ୟାଗ
ଭୁବନେଶ୍ଵର, ୦୧/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଏବେ ଆଉ ବେଶି ଓଜନିଆ ହେବନି ସ୍କୁଲ ବ୍ୟାଗ। ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ହ୍ରାସ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଏ ନେଇ...
ଏଥର ଫ୍ରେଣ୍ଡ୍ ସିପ୍ ଡେ’ରେ ଟ୍ରେଣ୍ଡିଂ ବ୍ୟାଣ୍ଡ
ଭୁବନେଶ୍ଵର, ୦୧/୦୮, (ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆଉ ଦିନ କେତେଟା ପରେ ବନ୍ଧୁତ୍ବ ଦିବସ। ସେହି ଦିନ ସମସ୍ତେ ନିଜ ବନ୍ଧୁମାନଙ୍କୁ ସମୟ ଦେବା ବିଭିନ୍ନ ଉପହାର ମଧ୍ୟ ପ୍ରଦାନ କରିଥାନ୍ତି।
ତେବେ...
ଆଜମ ଖାନଙ୍କ ବିରୋଧରେ ରୁଜୁ ହେଲା ମାମଲା
ନୂଆଦିଲ୍ଲୀ, ୦୧/୦୮, (ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆଜି ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ବେଆଇନ ଅର୍ଥ କାରବାର ନିରୋଧୀ ଆଇନ ବଳରେ ଇଡ଼ି ମାମଲା ରୁଜୁ...





