Home ଓଡ଼ିଶା ଆକାଶବାଣୀ କେନ୍ଦ୍ର କର୍ମଚାରୀଙ୍କ ପକ୍ଷରୁ ସମ୍ବଲପୁର ଦିବସ ପାଳନ

ଆକାଶବାଣୀ କେନ୍ଦ୍ର କର୍ମଚାରୀଙ୍କ ପକ୍ଷରୁ ସମ୍ବଲପୁର ଦିବସ ପାଳନ

77

ସମ୍ବଲପୁର ୧-୮ (ଓଡ଼ିଆ ପୁଅ) ସମ୍ବଲପୁର ଆକାଶବାଣୀ କେନ୍ଦ୍ର କର୍ମଚାରୀଙ୍କ ପକ୍ଷରୁ ସମ୍ବଲପୁର ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ ଆକାଶବାଣୀର ପ୍ରାୟ ସବୁ କର୍ମଚାରୀମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ନିଜ ସଂସ୍କୃତିର ପରିଚୟ ଦେଇଛନ୍ତି। ଗଲା ୨ ବର୍ଷ ଧରି ଆକାଶବାଣୀ କେନ୍ଦ୍ର ତରଫରୁ ସମ୍ବଲପୁରୀ ଦିବସକୁ ପାଳନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.