Home ଓଡ଼ିଶା ଆଜମ ଖାନଙ୍କ ବିରୋଧରେ ରୁଜୁ ହେଲା ମାମଲା ଓଡ଼ିଶାଜାତୀୟରାଜନୀତି ଆଜମ ଖାନଙ୍କ ବିରୋଧରେ ରୁଜୁ ହେଲା ମାମଲା By Bureau - August 1, 2019 111 Total0 0 0 0 0ନୂଆଦିଲ୍ଲୀ, ୦୧/୦୮, (ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆଜି ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବେଆଇନ ଅର୍ଥ କାରବାର ନିରୋଧୀ ଆଇନ ବଳରେ ଇଡ଼ି ମାମଲା ରୁଜୁ କରିଥିବା ବେଳେ ବର୍ତ୍ତମାନ, ଉତ୍ତରପ୍ରଦେଶର ରାମପୁର ଆସନରୁ ସାଂସଦ ଅଛନ୍ତି ଆଜମ ଖାନ। Tweet Total0 0 0 0 0