Home ଓଡ଼ିଶା ଏଣିକି ଚେକ୍ ହେବ ସ୍କୁଲ ବ୍ୟାଗ

ଏଣିକି ଚେକ୍ ହେବ ସ୍କୁଲ ବ୍ୟାଗ

484

ଭୁବନେଶ୍ଵର, ୦୧/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଏବେ ଆଉ ବେଶି ଓଜନିଆ ହେବନି ସ୍କୁଲ ବ୍ୟାଗ। ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ହ୍ରାସ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏ ନେଇ ଆଜି ସବୁ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ପିଲାଙ୍କ ଉପରେ ଚାପ ନ ପକାଇବା ସହ ବ୍ୟାଗ ଓଜନ ଚେକ କରିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ହେବ ବୋଲି ସୂଚନା ମିଳିଛି। ସ୍କୁଲ ପିଲାଙ୍କ ଉପରୁ ଚାପ ହ୍ରାସ ପାଇଁ ସରକାର ଏହିପରି ଉଦ୍ୟମ କରୁଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.