Bureau
ପୁଅକୁ ଜାଗୁଆର ନ ମିଳିବାରୁ ପାଣିରେ ଭସେଇ ଦେଲେ BMW
ହରିୟାଣା,୧୦/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ପିଲାମାନେ ନିଜ ପିତାମାତାଙ୍କ ପାଖରେ କିଛି ବି ଜିନିଷ ପାଇଁ ଅଳି କରିଥାନ୍ତି। ଯେକୌଣସି ପରିସ୍ଥିତିରେ ବାପା ମା ଏହାକୁ ପ୍ରାୟତଃ ପୂରଣ କରିବାକୁ ଚେଷ୍ଟା ମଧ୍ୟ କରନ୍ତି।...
୧୪ରେ ଖୋଲିବ ହୀରାକୁଦ ଗେଟ
ସମ୍ବଲପୁର, ୧୦ା୮(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଅଗଷ୍ଟ ୧୪ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ । ଏନେଇ ଆଜି ସୂଚନା ମିଳିଛି । ତେବେ ଗେଟ୍ ଖୋଲିବା ପରେ ହୀରାକୁଦ ଡ୍ୟାମରୁ ପ୍ରଥମ...
ଦକ୍ଷିଣ ଭାରତରେ ବନ୍ୟା ଯୋଗୁଁ ସ୍ଥିତି ସଙ୍ଗୀନ
କେରଳ,୧୦/୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଦକ୍ଷିଣ ଭାରତରେ ବନ୍ୟା ସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି । ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁ ସ୍ଥିତି ଏବେ ସଂଗୀନ...
ଜମ୍ମୁରେ ସୁଧୁରୁଛି ସ୍ଥିତି
ଜମ୍ମୁ କାଶ୍ମୀର,୧୦/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଜମ୍ମୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ସମୀକ୍ଷା କରିବା ପରେ ଶୁକ୍ରବାରଠାରୁ ଧାରା ୧୪୪ ହଟାଇବାର ନିଷ୍ପତ୍ତି କରାଯାଇଛି । ଏହାସହ ଶନିବାରଠାରୁ ସ୍କୁଲ ଏବଂ କଲେଜ...
ପାକିସ୍ତାନକୁ ପୁଣି ଝଟକା
ନୂଆଦିଲ୍ଲୀ,୧୦/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ପାକିସ୍ତାନକୁ ପୁଣି ଝଟକା। କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କଲା ମିଳିତ ଜାତିସଂଘ । ଏହା ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ପ୍ରସଙ୍ଗ । ଏଥିରେ ମଧ୍ୟସ୍ଥତା କରାଯିବ ନାହିଁ...
ଅଚାନକ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ପ୍ରତାପ ଷଡଙ୍ଗୀ
ବାଲେଶ୍ଵର,୧୦/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଅଚାନକ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ମନ୍ତ୍ରୀଙ୍କ ଗସ୍ତ ପରେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ...
ଓଡ଼ିଶା ଆସୁଛନ୍ତି ଶିବରାଜ
ଭୁବନେଶ୍ୱର, ୧୦/୦୮(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଶିବରାଜ ସିଂହ ଚୌହ୍ୱାନ ।
ଭୁବନେଶ୍ଵର ଠାରେ ପହଞ୍ଚିବା ପରେ ସେ ଅପରାହ୍ନ ୪ଟାରେ ଖୋର୍ଦ୍ଧା ଗୀତା ଭବନ ପଡ଼ିଆରେ...
ଉନ୍ନାବ ଗ୍ୟାଙ୍ଗରେପ କାଣ୍ଡ : ପୀଡ଼ିତା ଏବଂ ଘରଲୋକଙ୍କ ରହିବା ଖାଇବା ବ୍ୟବସ୍ଥା କରିବ...
ନୂଆ ଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) ଦିଲ୍ଲୀ କୋର୍ଟ ଶୁକ୍ରବାରଦିନ ଅଖିଲ ଭାରତୀୟ ଆଯୁର୍ଵିଜ୍ଞାନ ସଂସ୍ଥାନ (AIIMS)ର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି କି ସେ ଉନ୍ନାବ ବଳାତ୍କାର ପୀଡ଼ିତାର ପରିଜନମାନଙ୍କର ରହିବା ଏବଂ...
ସଡ଼କ ପାର୍ଶ୍ୱରେ ଓହଳି ରହିଥିଲା ୧୯ ଶବ : ଲେଖାଯାଇଥିଲା – ଦେଶଭକ୍ତ ବନନ୍ତୁ,...
ନୂଆ ଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) ମେକ୍ସିକୋରେ ପୁଣି ଥରେ ଗ୍ୟାଙ୍ଗୱାର ସମୟ ଆରମ୍ଭ ହୋଇଯାଇଛି। ପୁଲିସକୁ ଏଠାରେ ଏକ ପୋଲରେ ଓହଳି ରହିଥିବା ୧୯ଟି ଶବ ମିଳିଛି। ଏମାନଙ୍କ ମଧ୍ୟରେ ସାତଜଣଙ୍କର...
ଉନ୍ନାବ ଗ୍ୟାଙ୍ଗରେପ କାଣ୍ଡ : ସୁପ୍ରୀମ କୋର୍ଟର ଆଦେଶ ସତ୍ତ୍ୱେ ପୀଡ଼ିତାକୁ ଏ ପର୍ଯ୍ୟନ୍ତ...
ନୂଆ ଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) ଏକ ଅଗଷ୍ଟରେ ସୁପ୍ରୀମ କୋର୍ଟ ଆଦେଶ ଦେଇଥିଲେ କି ବଳାତ୍କାର ପୀଡ଼ିତା, ଏବଂ ପରିବାରର ଅନ୍ୟ ସଦସ୍ୟ ଏବଂ ତାଙ୍କର ଓକିଲକୁ କେନ୍ଦ୍ରୀୟ ରିଜର୍ଭ ପୁଲିସ...
ଅନୁଚ୍ଛେଦ ୩୭୦ ହଟିବା ପରେ ଆତଙ୍କୀ ଆକ୍ରମଣର ଆଶଙ୍କା: ହାଇ ଆଲର୍ଟରେ ନୌସେନା
ନୂଆ ଦିଲ୍ଲୀ ୧୦-୯ (ଓଡ଼ିଆ ପୁଅ) ଜାମ୍ମୁ-କାଶ୍ମୀରକୁ ବିଶେଷ ମାନ୍ୟତା ଦେଉଥିବା ଅନୁଚ୍ଛେଦ ୩୭୦ର ଅଧିକାଂଶ ପ୍ରାବଧାନକୁ ସମାପ୍ତ କରି ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଶରେ ବାଣ୍ଟିବା, ସରକାରଙ୍କର ନିଷ୍ପତି ପରେ,...
ବାଉଳା ହେଲାଣି ପାକିସ୍ଥାନ : ସମଝୌତା-ଥାର ପରେ ପାକିସ୍ଥାନ ଲାହୌର-ଦିଲ୍ଲୀ ବସ ସେବା ବନ୍ଦ...
ନୂଆ ଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) ଜାମ୍ମୁ ଏବଂ କାଶ୍ମୀର (Jammu and Kashmir)ରୁ ଆର୍ଟିକଲ ୩୭୦ ଏବଂ ଆର୍ଟିକଲ ୩୫ ଏ (Article 370 And article 35A) ହଟାଯିବା ପରେ...
ସାଧାରଣ ହିତାଧିକାରୀଙ୍କୁ ଖାଉଟି ପରିଚୟ ପତ୍ର ମିଳିବ କେବେ?
ଟିଟିଲାଗଡ଼ ୯-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସରକାର ସାଧାରଣ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାୟୀ ତାଲିକା ଭୁକ୍ତ କରିବା ସହ ସବୁ ସୁବିଧା, ସୁଯୋଗ ପ୍ରଦାନ କରିବା ନିୟମ କାର୍ଯ୍ୟକାରୀ କରିଛନ୍ତି।...
କୋରାପୁଟ ଜିଲ୍ଲାପାଳ ଭାବେ ଦାଇତ୍ୱ ନେଲେ ମଧୁସୂଦନ ମିଶ୍ର
କୋରାପୁଟ ୮/୮ (ଓଡ଼ିଆ ପୁଅ/ଅଭିନାଶ ଜା ନାମ) କୋରାପୁଟ ଜିଲ୍ଲାର ପୂର୍ବତନ ମହିଳା ଜିଲ୍ଲାପାଳ ପେମା ଟୁଡୁଙ୍କୁ ମାତ୍ର ୨୨ ଦିନ କର୍ଯ୍ୟ କରିଥିବାବେଳେ ହଠାତ ରାଜ୍ୟ ସରକାରଙ୍କ ଦ୍ଵାରା ନୟାଗଡ଼ ଜିଲାପାଳ...
ପଟାଙ୍ଗୀ ଅଞ୍ଚଳରେ ପ୍ରବଳ ବର୍ଷା : କିଏ ଖୁସି ତ କିଏ ଦୁଃଖୀ
ପଟାଙ୍ଗି- ୮-୮ (ଓଡ଼ିଆ ପୁଅ/ମେଘା ଗୁଣ୍ଠା) ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବା ଫଳରେ ସାରା ଓଡ଼ିଶାର ଜନ ଜୀବନକୁ ଅସ୍ତ ବ୍ୟସ୍ତ କରିଥିବା ବେଳେ ସେଥିରୁ ଓଡ଼ିଶାର କାଶ୍ମୀର ଭୋଲି କୁହାଯାଉଥିବା ପଟାଙ୍ଗି...
ଏଥର ରାକ୍ଷୀରେ ସାକ୍ଷୀ ରହିବ ତ୍ରୀରଙ୍ଗା!
ରାଉରକେଲା ୯-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଏହାକୁ ବୋଧେ ଏକ ସଂଯୋଗ ବୋଲି କୁହାଯାଇପାରେ। ଗୋଟିଏ ଦିନରେ ପଡ଼ୁଛି ପବିତ୍ର ରକ୍ଷା ବନ୍ଧନ ଏବଂ ସ୍ୱାଧୀନତା ଦିବସ। ଜାତୀୟ ପତାକା ଉଡ଼ାଇବା...
ମହିଳାଙ୍କ ସୁରକ୍ଷା ପାଇଁ ଆସିଲା ସ୍ମାର୍ଟ୍ ଚୁଡି
ହାଇଦ୍ରାବାଦ,୦୯/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ମହିଳାମାନଙ୍କ ସୁରକ୍ଷା ପାଇଁ ସବୁବେଳେ ପ୍ରଶ୍ନ ଉଠିଥାଏ ଏବଂ ଏହି ସୁବିଧା ନିମନ୍ତେ ସବୁବେଳେ କିଛି ନାକିଛି ଆବିଷ୍କାର ହୋଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାମାନଙ୍କ ପାଇଁ...
ଏମସରେ ଭର୍ତ୍ତି ହେଲେ ଅରୁଣ ଜେଟଲୀ
ନୂଆଦିଲ୍ଲୀ, ୯/୦୮,(ଓଡ଼ିଆ ପୁଅ /ପଙ୍କଜି ନାୟକ): ଶ୍ଵାସ କ୍ରିୟାରେ କଷ୍ଟ ଅନୁଭବ କରିବା ଯୋଗୁଁ ଦିଲ୍ଲୀ AIIMS ରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ । ସକାଳ ୧୧ଟାରୁ ସେ...
ଆଇନରେ ପରିଣତ ହେଲା ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ
ଜମ୍ମୁକାଶ୍ମୀର, ୯/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଆଇନ ରେ ପରିଣତ ହୋଇଛି ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଲ୍ । ବିଲ୍ କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଥିବା ବେଳେ ଏହା...
ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ : AIIMS ରେ ଭର୍ତ୍ତି –...
ନୂଆ ଦିଲ୍ଲୀ ୯-୮ (ଓଡ଼ିଆ ପୁଅ) ପୂର୍ବତନ କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। କୁହାଯାଉଛିଯେ, ଜେଟଲୀଙ୍କୁ ଶୁକ୍ରବାରଦିନ...







