Home ଓଡ଼ିଶା ଓଡ଼ିଶା ଆସୁଛନ୍ତି ଶିବରାଜ

ଓଡ଼ିଶା ଆସୁଛନ୍ତି ଶିବରାଜ

229

ଭୁବନେଶ୍ୱର, ୧୦/୦୮(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଶିବରାଜ ସିଂହ ଚୌହ୍ୱାନ ।

ଭୁବନେଶ୍ଵର ଠାରେ ପହଞ୍ଚିବା ପରେ ସେ ଅପରାହ୍ନ ୪ଟାରେ ଖୋର୍ଦ୍ଧା ଗୀତା ଭବନ ପଡ଼ିଆରେ ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ପରେ ଓଡ଼ିଶାରେ ସଦସ୍ୟତା ଅଭିଯାନର ସମୀକ୍ଷା କରିବେ ଶିବରାଜ ସିଂହ ଚୌହ୍ୱାନ । ଏହାଛଡା ସଦସ୍ୟତା ଅଭିଯାନରେ ଖୋର୍ଦ୍ଧାରୁ ସଦସ୍ୟ ହେବେ ଶିବରାଜ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.