Bureau
ଆଇନରେ ପରିଣତ ହେଲା ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ
ଜମ୍ମୁକାଶ୍ମୀର, ୯/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଆଇନ ରେ ପରିଣତ ହୋଇଛି ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଲ୍ । ବିଲ୍ କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଥିବା ବେଳେ ଏହା...
ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ : AIIMS ରେ ଭର୍ତ୍ତି –...
ନୂଆ ଦିଲ୍ଲୀ ୯-୮ (ଓଡ଼ିଆ ପୁଅ) ପୂର୍ବତନ କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। କୁହାଯାଉଛିଯେ, ଜେଟଲୀଙ୍କୁ ଶୁକ୍ରବାରଦିନ...
ଆଦର୍ଶ ଜନନାୟକ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଜୟନ୍ତୀ ପାଳିତ
ରାଉରକେଲା ୯-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଓଡିଆ ଭାଷା ବିକାଶ ମଂଚଞ୍ଚ ଓ ଓଏସ୍ ଏପି ହାଇସ୍କୁଲର ମିଳିତ ଆନୁକୂଲ୍ୟରେ ଆଦର୍ଶ ଜନନାୟକ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ...
ନିହାରବାଳା ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ବସ୍ତିଆ ମେମୋରିଆଲ ଟ୍ରଷ୍ଟ
ରାଉରକେଲା ୯-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପୂର୍ବତନ ସମ୍ପାଦିକା ତଥା ବସ୍ତିଆ ମେମୋରିଆଲ ଟ୍ରଷ୍ଟ ଶୈକ୍ଷିକ ବିଭାଗର ଟ୍ରଷ୍ଟି ନିହାରବାଳା ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୋତ୍ସବ...
କିଶୋର କୁମାରଙ୍କୁ ମନେପକାଇଲା ସୁହାନା ସମା
ରାଉରକେଲା ୯-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ହିନ୍ଦୀ ସଙ୍ଗୀତ ଜଗତର ଯାଦୁଗର ଗାୟକ କିଶୋର କୁମାରଙ୍କ ୯୦ତମ ଜୟନ୍ତୀ ଅବସରରେ ସୁହାନା ସମା ଅର୍କେଷ୍ଟ୍ରା ଗ୍ରୁପ୍ ତରଫରୁ ସ୍ଥାନୀୟ ରାଉରକେଲା କ୍ଲବ୍...
ଚାରା ରୋପଣ କଲେ ଭିଏସପିର ଛାତ୍ରଛାତ୍ରୀ
ରାଉରକେଲା ୯-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଦକ୍ଷିଣ ରାଉରକେଲାର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ(ଭିଏସପି)ରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ତତ୍ୱାବଧାନରେ ବୃକ୍ଷରୋପଣ...
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ ପକ୍କାଘର, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରୁ କେବେ ଚିହ୍ନଟ...
କାଳିଆ ଯୋଜନାରୁ ଅଯୋଗ୍ୟ ହିତାଧୀକାରି କାଢିବା ପାଇଁ ସରକାରଙ୍କ ନିଷ୍ପତି ପ୍ରସଙ୍ଗରେ
- କେତେ ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି ବିଜୁ ପକ୍କାଘର?
- ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରି ତାଲିକା କାହିଁ?
- କେଉଁ ୪୦ଲକ୍ଷ...
ଅଗଷ୍ଟ ୧୦ରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସଦସ୍ୟତା ପ୍ରମୁଖ ତଥା...
- ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଅଭିଯାନର ସମୀକ୍ଷା କରିବେ ଶ୍ରୀ ଚୌହାନ
- ଖୋର୍ଦ୍ଧାରେ ଏକ ବିଶାଳ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ ଶ୍ରୀ ଚୌହାନ
- ବୁଦ୍ଧିଜିବୀଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନଙ୍କ...
ଲୋକଙ୍କ ସୁବିଧା ପାଇଁ ମୋଦି ସରକାର ଉର୍ଜା କ୍ଷେତ୍ରର ସଂସ୍କାରରେ ବ୍ୟାପକ ସୁଧାର ଆଣିଛନ୍ତି...
ମିଳିତ ସିଭିଲ-ମିଲିଟାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
- ସାମାଜିକ ପରିବର୍ତ୍ତନ ପାଇଁ ଉର୍ଜାକୁ ଏକ ଉପକରଣ ଭାବେ ବ୍ୟବହାର କରାଯାଇପାରିବ
- ସୁରକ୍ଷିତ, ଶସ୍ତା ଏବଂ ସୁଲଭ ଉର୍ଜା କରିବାରେ ଭାରତୀୟ ମଡେଲ ଅନେକ ବିକାଶଶୀଳ...
କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲା ଏକାଦଶ ଶ୍ରେଣୀ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସୀର ଲହରି
ନୟାଗଡ଼ ୯-୮ (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ): ବାରମ୍ବାର ଦାବି, ଆନ୍ଦୋଳନ ଏବଂ ଧର୍ମଘଟ ପରେ ଶେଷରେ ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ବିଧିବଦ୍ଧ ଭାବେ ବିଜ୍ଞାପନ ପ୍ରାକାଶ ପାଇଛି।...
କିଷାନ କଂଗ୍ରେସର ଅଗଷ୍ଟ ୯ କୃଷକ ଅଧିକାର ପଦଯାତ୍ରା ଅନିର୍ବାଯ୍ୟ କାରଣ ବଶତଃ ସ୍ଥଗିତ...
ଭୁବନେଶ୍ୱର, ୮/୮ (ଓଡ଼ିଆ ପୁଅ) - ପିସିସି କିଷାନ କଂଗ୍ରେସ ପକ୍ଷରୁ ଗତ ମାସ ୨୮ ତାରିଖ ଦିନ ଅନୁଷ୍ଠିତ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅଗଷ୍ଟ ୯ କ୍ରାନ୍ତି ଦିବସଠାରୁ ପର୍ଯ୍ୟାୟକ୍ରମେ...
ଆଇସିଏଆଇ ସମ୍ବଲପୁର ଚେପ୍ଟର, କ୍ଷୀରୋଦ ଅଧ୍ୟକ୍ଷ ଓ ଯଜ୍ଞ ନାରାୟଣ ଉପାଧ୍ୟକ୍ଷ ନିର୍ବାଚିତ
ସମ୍ବଲପୁର, ୮/୮ (ଓଡ଼ିଆ ପୁଅ) ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଏକାଉନଟେଂଟ ଅଫ ଇଂଡ଼ିଆର ସମ୍ବଲପୁର ଶାଖାର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଟିତ ହୋଇଯାଇଛି। ନିର୍ବାଚିତ ନୂତନ କର୍ମକର୍ତା ମାନେ ହେଲେ ଓସ୍କୋର ଉପ...
୩୨ କିଲୋ ଗଂଜେଇ ଜବତ, ୨ ବେପାରୀ ଗିରଫ
ରାଉରକେଲା ୯-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଇସ୍ପାତ ସହର ରାଉରକେଲା ନିଶାର ଚକ୍ରବ୍ୟୁହରେ ଘାଂଟି ହେଉଥିବା ବେଳେ, ଅପରପକ୍ଷରେ ରାଉରକେଲା ପୁଲିସକୁ ମିଳିଛି ଏକ ସଫଳତା।ସମ୍ବଲପୁରରୁ ବିହାରକୁ ଚୋରାରେ ଚାଲାଣ ହେଉଥିବା...
ନିଯୁକ୍ତି ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଇ-ରୋଜଗାର ସମାଚାର ଲୋକାର୍ପିତ
- ଇଲେକ୍ଟ୍ରୋନିକ ମାଧ୍ୟମରେ ଯୁବବର୍ଗଙ୍କ ଯୋଗାଯୋଗ ଆବଶ୍ୟକତାକୁ ପୂରଣ କରିବ ଇ-ଜର୍ଣ୍ଣାଲ
ନୂଆ ଦିଲ୍ଲୀ ୯-୮ (ଓଡ଼ିଆ ପୁଅ) କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ରୋଜଗାର ସମାଚାରର ଇ-ସଂସ୍କରଣର...
ସମଗ୍ର ଶିକ୍ଷା-ଜଳ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ
- ଦେଶର ସବୁ ସ୍କୁଲରେ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ
ନୂଆ ଦିଲ୍ଲୀ ୯-୮ (ଓଡ଼ିଆ ପୁଅ) କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଶୁକ୍ରବାର ଅଗଷ୍ଟ...
ଫେମ ଇଣ୍ଡିଆ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ୫୫୯୫ ଇଲେକ୍ଟ୍ରିକ ବସ ଚଳାଚଳକୁ ମଞ୍ଜୁରି :...
- ଭୁବନେଶ୍ୱରକୁ ମିଳିବ ୫୦ଟି ବସ୍
- ସଂଚୟ ହେବ ୧୨୦କୋଟି ଲିଟର ଇନ୍ଧନ
- ୨.୬ ମିଲିୟନ ଟନ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ
ନୂଆ ଦିଲ୍ଲୀ ୯-୮ (ଓଡ଼ିଆ ପୁଅ) ଭାରୀ ଉଦ୍ୟୋଗ ବିଭାଗ...
ଭାରତ ରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି
ନୂଆ ଦିଲ୍ଲୀ ୯-୮ (ଓଡ଼ିଆ ପୁଅ) ଗୁରୁବାରଦିନ ରାଷ୍ଟ୍ରପତି ଭବନ ପରିସରରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଭାରତ ରତ୍ନ ପୁରସ୍କାର ପ୍ରଦାନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଅଳଙ୍କରଣ ସମାରୋହରେ...
ଆମର ସଶସ୍ତ୍ର ସେନା ସବୁପ୍ରକାର ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ : ପ୍ରତିରକ୍ଷା...
- ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହିତ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ଫଳରେ ୭୦ ବର୍ଷର ଭେଦଭାବ ଦୂର ହୋଇଛି : ଶ୍ରୀ ରାଜନାଥ ସିଂ
ନୂଆ...
କମ୍ପ୍ରେସର ପାଟି ହାଲ କର୍ମଚାରୀ ମୃତ୍ୟୁ
କୋରାପୁଟ:୯/୮/୨୦୧୯(ଓଡ଼ିଆ ପୁଅ/ଅଭିନାଶ ଜାନାମ)କୋରାପୁଟ ଜିଲ୍ଲାର ସୁନାବେଡ଼ା ସ୍ଥିତ ହାଲ ମିଗ କାରଖାନା ଠାରେ କମ୍ପ୍ରେସର ପାଟି ଜଣେ କର୍ମଚାରୀଙ୍କ ହୋଇଛି। ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲାର ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ ଏରୋନଟିସ ଲିମିଟେଡ଼...
ବନ୍ୟାପାଣି ଯୋଗୁଁ ପୋଲଉପରେ ପାଣି
ନୂଆପଡା- ୮-୮ (ଓଡ଼ିଆ ପୁଅ-ହେରାମ୍ବ ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଡାଲରୁ ମହଗାଁକୁ ଯାଇଥିବା ମୁଖ୍ୟ ରାସ୍ତାର ପୋଲ ଉପରେ ପାଣି ଚାଲୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପ୍ରକାଶ ଥାଉକି ଏହି...






