Home ଓଡ଼ିଶା ଏମସରେ ଭର୍ତ୍ତି ହେଲେ ଅରୁଣ ଜେଟଲୀ

ଏମସରେ ଭର୍ତ୍ତି ହେଲେ ଅରୁଣ ଜେଟଲୀ

302

ନୂଆଦିଲ୍ଲୀ, ୯/୦୮,(ଓଡ଼ିଆ ପୁଅ /ପଙ୍କଜି ନାୟକ): ଶ୍ଵାସ କ୍ରିୟାରେ କଷ୍ଟ ଅନୁଭବ କରିବା ଯୋଗୁଁ ଦିଲ୍ଲୀ AIIMS ରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ । ସକାଳ ୧୧ଟାରୁ ସେ AIIMSରେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତର ବି. କେ. ବହଲଙ୍କ ତତ୍ତ୍ୱାବଧାନରେ ତାଙ୍କର ଏବେ ଚିକିତ୍ସା ଚାଲିଛି ।

ଏନେଇ ଏବେ AIIMS ରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି   ଓ କେନ୍ଦ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ସେଠାକୁ ଯାଇଛନ୍ତି । ଲୋକସଭା ବାଚସ୍ପତି ଓମ ବିରଲା ବି ପହଞ୍ଚିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.