Home ଓଡ଼ିଶା ୨ ଓଡିଆ ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁରସ୍କାର

୨ ଓଡିଆ ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁରସ୍କାର

417

ନୂଆଦିଲ୍ଲୀ,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ପୁଲିସ ସେବା କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ଦୁଇ ଜଣ ଓଡ଼ିଆ ପୋଲିସ ଅଫିସରଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ। ଏନେଇ ଘୋଷଣା ହୋଇଛି ।  ଦୁଇ ଓଡ଼ିଆ ପୋଲିସ ଅଧିକାରୀମାନେ ହେଲେ ସିଆଇଡି-ସିବିରେ ଡିଏସ୍‌ପି ରୂପେ କାର୍ଯ୍ୟରତ ପ୍ରମୋଦ କୁମାର ରଥ ଓ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଏଏସ୍‌ଆଇ ରୂପେ କାର୍ଯ୍ୟରତ ଶିବ ନାରାୟଣ ରଥ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.