Home Authors Posts by Bureau

Bureau

17676 POSTS 0 COMMENTS

କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

0
ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ନବକୃଷ୍ଣନଗରସ୍ଥିତ ସୋନାପର୍ବତ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରତିଭା କୁମାରୀ ମହାପାତ୍ରଙ୍କ ସଭାପତିତ୍ୱରେ ଆଜି ବିଦ୍ୟାଳୟର କର୍ମଚାରୀ ଉମାକାନ୍ତ ସାମଲଙ୍କୁ ବିଦ୍ୟାଳୟ ପରିସରରେ ଏକ...

ସଂସ୍କୃତ ଦିବସ ସମାରୋହ ସାମିଲ ହେଲେ ଛାତ୍ରଛାତ୍ରୀ

0
ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସାରନଗରୀସ୍ଥିତ ଆଦର୍ଶ ବିଦ୍ୟା ମନ୍ଦିରରେ ସଂସ୍କୃତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ଡ଼ାକ୍ତର ଫକୀର ଚରଣ ହୋତା ଯୋଗ ଦେଇ ଆନୁଷ୍ଠାନିକ...

ବ୍ଲକସ୍ତରୀୟ କ୍ରିଡ଼ା ପ୍ରତିଯୋଗିତା, ଭାଗନେଲେ ୧୮୨ଖେଳାଳି

0
ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ ୬୫ତମ ସାରଦୀୟ କ୍ରିଡ଼ା ପ୍ରତିଯୋଗିତା ଲାଠିକଟା ଦେଓକରଣ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଜଲଦା ମିନି ଷ୍ଟାଡ଼ିୟମ...

ରେଳବାଇ ଜେଇଙ୍କୁ ମାଡ଼ପିଟ ଅଭିଯୋଗ

0
ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରେଳବାଇ ଜେଇଙ୍କୁ ଜଣେ ଠିକାଦାର ମାଡ଼ ମାରିଥିବା ରେଳବାଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର...

ଛାତ୍ରସଂସଦ ନିର୍ବାଚନ ବାତିଲ୍ କୁ ଏ.ଆଇ.ଏସ୍ .ଏଫ.ର ନିନ୍ଦା

0
ଭୁବନେଶ୍ୱର, ୨୩-୮ (ଓଡ଼ିଆ ପୁଅ) : ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ୍ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଛାତ୍ର ବିରୋଧି। ବିଗତ କିଛିବର୍ଷ ଧରି ହିଂସା ଓ ବୃହତ୍ତର ସ୍ୱାର୍ଥର ଆଳ ଦେଖାଇ...

ପ୍ରତିରକ୍ଷା ସଚିବ ହେଲେ ଡଃ ଅଜୟ କୁମାର

0
ନୂଆ ଦିଲ୍ଲୀ ୨୩-୮ (ଓଡ଼ିଆ ପୁଅ) କେରଳ କ୍ୟାଡରର ୧୯୮୫ ବ୍ୟାଚର ଆଇଏଏସ ଅଧିକାରୀ ଡଃ ଅଜୟ କୁମାର ପ୍ରତିରକ୍ଷା ମନ୍ତ୍ରଣାଳୟର ସଚିବ ନିଯୁକ୍ତ ହୋଇଛନ୍ତି। କ୍ୟାବିନେଟ ନିଯୁକ୍ତି କମିଟି (ଏସିସି) ଡଃ...

ସ୍ୱରାଷ୍ଟ୍ର ସଚିବ ଭାବେ ଶ୍ରୀ ଅଜୟ କୁମାର ଭଲ୍ଲାଙ୍କ ନିଯୁକ୍ତିକୁ ଏସିସିର ଅନୁମୋଦନ

0
ନୂଆ ଦିଲ୍ଲୀ ୨୩-୮ (ଓଡ଼ିଆ ପୁଅ) କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି (ଏସିସି) ୧୯୮୪ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଅଜୟ କୁମାର ଭଲ୍ଲାଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ...

ଶିକ୍ଷା ନିକେତନ ରେ ଅଭିଭାବକ ସମ୍ମିଳନୀ

0
ବାଲିଗୁଡା,୨୩-୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଥିବା ଅଗ୍ରଣୀ ଶିକ୍ଷ୍ୟlନୁଷ୍ଠାନ ଶିକ୍ଷା ନିକେତନ ପରିସର ମଧ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ରାଜ କିଶୋର ପାଢ଼ୀ ଙ୍କ...

ଘରୋଇ ଟିଉସନ୍ ରେ ପଢିବାକୁ ଛାତ୍ରଛାତ୍ରୀଙ୍କୁ ଧମକ

0
ପୋଲସରା ୨୩-୮ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ବାଇଁ) କୌଣସି ସରକାରୀ କର୍ମଚାରୀ କିମ୍ବା ଶିକ୍ଷକ, ଅଧ୍ୟାପକ ଘରୋଇ ଟିଉସନ କରି ପାରିବେ ନାହିଁ ବୋଲି ସରକାରୀ ନିର୍ଦ୍ଧେଶ ରହିଛି। କିନ୍ତୁ ସରକାରଙ୍କ ଏହି...

ଟାଉନ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀ ଜୟନ୍ତୀ

0
ରାଉରକେଲା ୨୨-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ନବାର୍ଷିକୀ ଫର୍ଟିଲାଇଜର ଟାଉନ କଂଗ୍ରେସ କମିଟି ପକ୍ଷରୁ ପାଳିତ ହୋଇଯାଇଛି। ଏଥିରେ ଟାଉନ କଂଗ୍ରେସ ସଭାପତି...

ଅନ୍ୱେଷାର ୪୪ତମ ମାସିକିଆ ମାଗଣା ହାଟ ସମ୍ପନ୍ନ

0
ରାଉରକେଲା ୨୨-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଇସ୍ପାତ ନଗରୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ୱେଷାର ୪୪ତମ ମାସିକିଆ ମାଗଣା ହାଟ ସେକ୍ଟର-୨୦ ନେହେରୁପାଲ୍ଲୀ ସ୍ଥିତ ଗୋଏଲ ସରସ୍ୱତୀ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ...

ଓଡ଼ିଶା ଡାଇସିସ୍ ଜମି ପଡ଼ିଆରେ ଚାରାରୋପଣ : ‘ମନୁଷ୍ୟର ପ୍ରଥମ ଓ ଶେଷ ବନ୍ଧୁ...

0
ରାଉରକେଲା ୨୨-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ନର୍ଥ- ୱେଷ୍ଟର୍ଣ୍ଣ ଜି.ଇ.ଏଲ ଚର୍ଚ୍ଚ ଓଡ଼ିଶା ଡାଇସିସ ପକ୍ଷରୁ ଏକ ମହତ ଉଦ୍ଦେଶ୍ୟ ନେଇ ଜନହିତର କଲ୍ୟାଣ ନିମନ୍ତେ ରାଜଗାଙ୍ଗପୁର ଅନ୍ତର୍ଗତ ଡୁଡକା ବାହାଲ...

ଓଡିଶାର ବିକାଶରେ ଆଡିକାଠ ପକାଉଛନ୍ତି ରାଜ୍ୟ ସରକାର: ବିଜେପି

0
ରାଜ୍ୟ ସରକାର କେନ୍ଦ୍ରୀୟ ପ୍ରକଳ୍ପକୁ ବିଳମ୍ବରେ ମଜୁଂରି କରି ଶିଳ୍ପ ବିକାଶର ନାରା ଦେଉଥିବା ପ୍ରସଙ୍ଗରେ - ପୁଜିଂ ନିବେଶ ପାଇଁ କେନ୍ଦ୍ରରେ ମୋଦି ସରକାର ଓଡିଶାକୁ ପ୍ରାଥମିକତା ଦେଇ ଆସିଛନ୍ତି - କେନ୍ଦ୍ରସରକାରଙ୍କ ୧...

ଏ ନୁହେଁ କାହାଣୀ! … ମାୟାନଗରୀ ମୁମ୍ବାଇ ବୁଲିଲେ ୩ ନାବାଳକ ଛାତ୍ର

0
ରାଉରକେଲା ୨୨-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ପ୍ରତି ପରିବାରରେ ଥିବା ପିଲାମାନଙ୍କ ପାଇଁ ବାପା, ମା’ ସବର୍ଦା ଯତ୍ନବାନ ହେବା ସହ ସେମାନଙ୍କ ପାଇଁ ଚିନ୍ତିତ ଥିବା ଦେଖିବାକୁ ମିଳେ। ମାତ୍ର...

ବ୍ଲାକ ଲିଷ୍ଟେଡ ପାକିସ୍ତାନ

0
ନୂଆଦିଲ୍ଲୀ,୨୩/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆର୍ଥିକ ସଙ୍କଟ ଯେମିତି ପାକିସ୍ତାନର ପିଛା ଛାଡ଼ିବାକୁ ନାରାଜ । ଭାରତ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଶତ୍ରୁତା ତାକୁ ଖୁବ୍‌ ଭାରୀ ପଡିଛି । ପୂର୍ବରୁ...

ଜେପିଭିଟି ଆସୋସିଏସନ୍ ର ବାର୍ଷିକ ଉତ୍ସବ ଓ ବିଶ୍ୱ ଫଟୋଗ୍ରାଫିଦିବସ ପାଳିତ

0
ଜଗତସିଂହପୁର ୨୩/୮ ( ଓଡିଆ ପୁଅ / ନୃସିଂହ ଚରଣ ବାରିକ) ଜଗତସିଂହପୁର ଫଟୋ- ଭିଡିଓଗ୍ରାଫିକ ଟ୍ରେଡର୍ସ ଆସୋସିଏସନ୍ ର ବାଷିକ ଉତ୍ସବ ଓ ବିଶ୍ୱ ଫଟୋଗ୍ରାଫି ଦିବସ ସ୍ଥାନୀୟ ସଂସ୍କୃତି ଭବନରେ...

ଦୁଗ୍ଧ ଉଦ୍ୟୋଗ ବିକାଶ ଯୋଜନା ସଂକ୍ରାନ୍ତୀୟ ଜିଲ୍ଲାସ୍ତରୀୟ କର୍ମଶାଳା

0
ଜଗତସିଂହପୁର-୨୩/୮ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) - ଜିଲ୍ଲାପାଳଙ୍କ ସଦ୍ ଦ୍ଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲ୍ଲାରେ ଦୁଗ୍ଧ ଉଦ୍ୟୋଗ ବିକାଶ ଯୋଜନା ସଂକ୍ରାନ୍ତୀୟ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ନାବାର୍ଡ...

ଡ଼. ଡ଼ାଭୋଲକରଙ୍କ ହତ୍ୟା ଦିବସକୁ “ସାଇଣ୍ଟିଫିକ୍ ଟେମ୍ପର ଡ଼େ”ଭାବେ ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ...

0
ଭୁବନେଶ୍ୱର ୨୩/୦୮ (ଓଡ଼ିଆ ପୁଅ) : ବିଶିଷ୍ଟ ହେତୁବାଦୀ ତଥା ନିରୀଶ୍ୱରବାଦୀ ନେତା ଡ଼. ନରେନ୍ଦ୍ର ଡ଼ାଭୋଲକରଙ୍କ ୭ମ ଦେହାନ୍ତ ଦିବସ (ଅଗଷ୍ଟ ୨୦) କୁ ସଂସ୍କାରବାଦୀ ସଂଗଠନ “ଆମୋଫୋଇ” ଓ ମୁକ୍ତଚିନ୍ତନବାଦୀ...

ଦୁର୍ଗାପୂଜା ପ୍ରସ୍ତୁତି ସଭାକୁ ସଫଳ କରିବାକୁ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ନିବେଦନ

0
କଟକ - ତା ୨୧/୮ (ଓଡ଼ିଆ ପୁଅ) - ଚଳିତ ବର୍ଷ ଦୁର୍ଗାପୂଜା ଓ ଭସାଣୀ ଉତ୍ସବ ପ୍ରସ୍ତୁତି ସଭାକୁ ସଫଳ କରିବା ପାଇଁ କଟକ ମହାନଗର ଶାନ୍ତି କମିଟି ସଭାପତି ଶ୍ରୀ...

ଆକାଶବାଣୀର ତ୍ରୈମାସିକ ବୈଠକ

0
ସମ୍ବଲପୁର, ୨୩/୮ (ଓଡ଼ିଆ ପୁଅ) - ରାଜ୍ୟର ଆକାଶବାଣୀ କେନ୍ଦ୍ରର ଆଂଚଳିକ କାର୍ଯ୍ୟକ୍ରମ ସମନ୍ୱୟ କମିଟିର ବୈଠକ ସମ୍ବଲପୁରର ପାନ୍ଥ ନିବାସରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ୧୧ ଟା ଆକାଶବାଣୀ କେନ୍ଦ୍ରର କାର୍ଯ୍ୟକ୍ରମ...