Home ଓଡ଼ିଶା ବନ୍ଦ ହେଲା ୬ଟି ଗେଟ

ବନ୍ଦ ହେଲା ୬ଟି ଗେଟ

394

ସମ୍ବଲପୁର,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ହୀରାକୁଦ ଜଳଭଣ୍ତାରେ ବନ୍ଦ ହେଲା ୬ ଟି ଗେଟ । ଛତିଶଗଡ ଅଂଚଳରେ ଗତ କିଛି ହେବ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ତାରକୁ ଅଧିକ ଜଳ ପ୍ରବେଶ କରିବା ସହ ଜଳ ସ୍ତର ବୃଦ୍ଧି ପାଇଥିଲା । ତେବେ ସେନେଇ ପ୍ରାୟ ୪୮ ଘଣ୍ଟା ଉର୍ଦ୍ଧ୍ୱ ସମୟ ଧରି ହୀରାକୁଦ ଜଳଭଣ୍ତାର ୨୦ଟି ଦେଇ ଜଳ ନିଷ୍କାସିତ ହେବା ପରେ ଆଜି ସକାଳ ୭ ଟା ୬ ଟି ଗେଟ ବନ୍ଦ ହୋଇଛି । ଯାହାକି ବର୍ତ୍ତମାନ ଜଳଭଣ୍ତାର ଜଳସ୍ତର ୬୨୫.୨୧ ଘନ ଫୁଟ ରହିଥିବାବେଳେ ସେକେଣ୍ତ ପ୍ରତି ୨ ଲକ୍ଷ ୬୫ ହଜାର ୫୩୫ କ୍ୟୁସେକ ଜଳ ପ୍ରବେଶ କରୁଛି । ତେଵେ ବର୍ତ୍ତମାନ ୧୪ ଟି ଗେଟ ଦେଇ ୨ ଲକ୍ଷ ୫୫ ହଜାର ୩୪୪ କ୍ୟୁସେକ ପାଣି ନିଷ୍କାସିତ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.