24.1 C
Bhubaneswar
Friday, March 29, 2024
Home Authors Posts by Bureau

Bureau

17647 POSTS 0 COMMENTS

ଗଣପତି ବିସର୍ଜନ ସମୟରେ ବଡ଼ ଦୁର୍ଘଟଣା: ଡଙ୍ଗା ପଲଟିବାରୁ ୧୧ ମୃତ

0
ଭୋପାଳ ୧୩-୯ (ଓଡ଼ିଆ ପୁଅ) ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ଗଣପତି ବିସର୍ଜନ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗଣପତି ବିସର୍ଜନ ପାଇଁ ଯାଇଥିବା ଲୋକମାନଙ୍କର ଡଙ୍ଗା ପଲଟିଯିବାରୁ ୧୧ ଲୋକଙ୍କର...

୨୬, ୨୭ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଇଁ ଆହ୍ଵାନ

0
ନୂଆ ଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) : କେନ୍ଦ୍ର ସରକାରଙ୍କର ୧୦ ସାର୍ବଜନିକ ବ୍ୟାଙ୍କଗୁଡ଼ିକର ମିଶ୍ରଣର ନିଷ୍ପତି ବିରୋଧରେ ଚାରୋଟି ବ୍ୟାଙ୍କ ଅଧିକାରୀମାନଙ୍କର ୟୁନିୟନ ୨୬ ଏବଂ ୨୭ ସେପ୍ଟେମ୍ବରରେ ଦୁଇ ଦିବସୀୟ...

ଭାରତ-କତାର ହାଇଡ୍ରୋକାର୍ବନ ସମ୍ପର୍କ ଆହୁରି ମଜବୁତ୍ ହେବ – ଧର୍ମେନ୍ଦ୍ର ପ୍ରଧାନ

0
ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତର ଅନ୍ତିମ ଦିନରେ କତାର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା - ଭାରତର ଗ୍ୟାସ ଭିତିଭୂମି କାମରେ କତାରର ପୁଞ୍ଜିନିବେଶ ନେଇ ଆଲୋଚନା କତାର/ଭୁବନେଶ୍ୱର, ସେପ୍ଟେମ୍ବର ୧୨ (ଓଡ଼ିଆ ପୁଅ) – ବିଭିନ୍ନ କ୍ଷେତ୍ର...

ବିଜୁ ବାବୁଙ୍କୁ ଭାରତ ରତ୍ନ କେବେ ? ସମାଜବାଦୀ ପାର୍ଟି

0
ଭୁବନେଶ୍ୱର୧୨ା୯(ଓଡିଆ ପୁଅ) ଭାରତ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କୁ ୨୦୧୯-୨୦ ପାଇଁ ଭାରତ ରତ୍ନ ଦେବାକୁ ବିଚାର କରୁଛନ୍ତି। ଦେଶପ୍ରତି ଶ୍ରୀ ରାଓଙ୍କ ଅବଦାନକୁ ସ୍ମରଣ କରି ତାଙ୍କୁ ଭାରତ ରତ୍ନ...

ସେକ୍ସ ରାକେଟର ମେନୁ କାର୍ଡ : କେଉଁ ପୋଜିସନ ପାଇଁ କେତେ ରେଟ୍ –...

0
ନୂଆଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ଦିଲ୍ଲୀ ମହିଳା ଆୟୋଗ (DCW), ଦିଲ୍ଲୀ ପୁଲିସ ସହଯୋଗରେ ଉତ୍ତର ଦିଲ୍ଲୀର ବୁରାଡ଼ୀ ନାମକ ସ୍ଥାନରେ ଥିବା ସ୍ପା ସେଣ୍ଟର, ୧୮ ପ୍ଲସ ବ୍ୟୁଟି ଟେମ୍ପଲରେ ଚାଲୁଥିବା...

ସ୍କୁଲ ଗେଟ ଭିତରେ ପ୍ରଥମ ଶ୍ରେଣୀ ଛାତ୍ରକୁ ତାଲା ପକାଇ ପିଅନ ଛୁ

0
ବାଲେଶ୍ଵର,୧୨/୦୯,(ଓଡ଼ିଆ ପୁଅ ପି ନାଏକ): ବାଲେଶ୍ଵର ଜିଲ୍ଲା ମଠସାହି ମହାବୀର ନୋଡାଲ ସ୍କୁଲରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ପ୍ରଥମ ଶ୍ରେଣୀର ଛାତ୍ରକୁ ଗେଟ ଭିତରେ ତାଲା ପକାଇ...

ଭିଜିଲାନ୍ସ ପଞ୍ଝାରେ ବ୍ୟାଙ୍କ ମ୍ୟାନେଜର

0
ବଲାଙ୍ଗୀର,୧୨/୦୯,(ଓଡ଼ିଆ ପୁଅ ପି ନାଏକ): ଭିଜିଲାନ୍ସ ଜାଲରେ ବଲାଙ୍ଗିର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମ୍ୟାନେଜର । କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମ୍ୟାନେଜର ଅଶୋକ କୁମାର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।...

କପଡ଼ାରେ ଗୁଡା ହୋଇଥିବା ମୃତଦେହ ଉଦ୍ଧାର

0
ବୌଦ୍ଧ, ୧୨/୦୯, (ଓଡ଼ିଆ ପୁଅ ପି ନାଏକ): ବୌଦ୍ଧ ତେଲ ନଦୀ ଘାଟରୁ ଅଜଣା ମୃତଦେହ ଉଦ୍ଧାର ହୋଇଛି। କଣ୍ଟାମାଳ ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କମଘାଟ ଗାଁ ନଦୀ ଘାଟରୁ ମୃତଦେହ...

ଆଇରନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

0
ଝାରସୁଗୁଡ଼ା, ୧୨/୦୯, (ଓଡ଼ିଆ ପୁଅ ପି ନାଏକ): ଆଇରନ ଓର ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଖାଲି ସିଲଣ୍ଡର ବୋଝେଇ ଟ୍ରକ। ଦୁଇ ଟ୍ରକ୍ ଧକ୍କାରେ ସିଲିଣ୍ଡର ବୋଝେଇ ଟ୍ରକର ଡ୍ରାଇଭରଙ୍କ...

ଡେରାଡୁନ ରେ ସେକ୍ସ ରାକେଟର ପର୍ଦ୍ଦାଫାସ

0
ନୂଆଦିଲ୍ଲୀ,୧୨/୦୯,(ଓଡ଼ିଆ ପୁଅ ପି ନାଏକ): ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ ଚାଲିଥିବା ସେକ୍ସ ର୍ୟାକେଟ୍ ର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାସ୍ଥଳରୁ ଦଲାଲ ସମେତ ୭ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ...

ବୁଡିଲା ଖୋର୍ଦ୍ଧା

0
ଖୋର୍ଦ୍ଧା,୧୨/୦୯,(ଓଡ଼ିଆ ପୁଅ ପି ନାଏକ): ଲଗାଣ ବର୍ଷାରେ ବେହାଲ ଖୋର୍ଦ୍ଧା ଜିଲ୍ଲା । ଓରବରସିଂହ, ମାନପୁର ଓ ନରଣଗଡ଼ ପଞ୍ଚାୟତର ୧୦ଟି ଗାଁରେ ବନ୍ୟା ଜଳପ୍ରବେଶ କରିଛି । ପ୍ରବଳ ବର୍ଷା ଯୋଗୁଁ...

ଭିଜିଲାନ୍ସ ଜାଲରେ ୨ ସରକାରୀ କର୍ମଚାରୀ

0
ବ୍ରହ୍ମପୁର,୧୨/୦୯,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଭିଜିଲାନ୍ସ୍ ଜାଲରେ ଧରାକୋଟ ତହସିଲ କାର୍ଯ୍ୟାଳୟର ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଏବଂ ଚପରାସି । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ୨ ସରକାରୀ...

ଆଜି ଏହି ଯୋଜନାର ଶୁଭାରମ୍ଭ କରିବେ ମୋଦି

0
ନୂଆଦିଲ୍ଲୀ,୧୨/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ଝାଡ଼ଖଣ୍ଡର ରାଞ୍ଚି ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘କିଷାନ୍‌ ମନ୍‌ଧନ୍‌ ଯୋଜନା’ର (କେଏମ୍‌ଡିଓ୍ଵାଇ) ଶୁଭାରମ୍ଭ କରିବାକୁ ଗୁରୁବାର ଦିନ ମୋଦୀ ଝାଡ଼ଖଣ୍ଡର ରାଞ୍ଜି ଅଭିମୁଖେ...

ଏହି ଜିଲ୍ଲାଗୁଡିକ ସତର୍କ ସୂଚନା

0
ଭୁବନେଶ୍ଵର,୧୨/୦୯,(ଓଡ଼ିଆ ପୁଅ ପି ନାଏକ): ରାଜ୍ୟର୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ, ପୁରୀ,...

ଭାରସାମ୍ୟ ହରାଇଲା କାର,

0
ଚାନ୍ଦବାଲି,୧୨/୦୯,(ଓଡ଼ିଆ ପୁଅ ପି ନାଏକ):ଭାରସାମ୍ୟ ହରାଇ ରାସ୍ତାରୁ ପୋଖରୀ ମଧ୍ୟକୁ ଖସି ପଡିଲା ଇଣ୍ଡିକା କାର । କାର ଡ୍ରାଇଭରଙ୍କ ସହ ୪ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ...

୫ଟି ଗେଟ ଦେଇ ନିଷ୍କାସିତ ହେଉଛି ଜଳ

0
ସମ୍ଵସମ୍ବ,୧୨/୦୯,(ଓଡ଼ିଆ ପୁଅ ପି ନାଏକ): ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପାର୍ଶ୍ବରେ ୩ଟି ଏବଂ ଡାହାଣ ପାର୍ଶ୍ବରେ ୨ଟି ଗେଟ୍ ଦେଇ...

୧୫ ଦିନଧରି ଜଳବନ୍ଦୀ ଘେରରେ ୧୦ରୁ ଉର୍ଦ୍ଧ୍ବ ପରିବାର

0
ବାଲେଶ୍ଵର,୧୨/୦୯,(ଓଡ଼ିଆ ପୁଅ ପି ନାଏକ): ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତ ୬ ନମ୍ବର ୱାର୍ଡ଼ ସେଠୀ ସାହିର ରାସ୍ତା କାର୍ଯ୍ୟ ନୂତନ ଭାବେ ନିର୍ମାଣ ହୋଇଛି । ସ୍ଥାୟୀ...

ବାଲିଗୁଡ଼ା ଉପ-ଜିଲ୍ଲାପାଳ ପଦବୀ ଖାଲି; ବିକାଶ ଓ ପ୍ରାଶାସନିକ ଉନ୍ନୟନ କାର୍ଯ୍ୟ ବାଧା ପ୍ରାପ୍ତ

0
ବାଲିଗୁଡ଼ା୧୧ା୯(ଓଡିଆ ପୁଅ/)ସର୍ବ ବୃହତ୍ତମ ଉପଖଣ୍ଡ ରୂପେ ପରିଗଣିତ ହେଉଥିବା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ଆଜକୁ ଦୁଇ ମାସରୁ ଉର୍ଦ୍ଧ୍ୱ ଦିନ ହେଲା ଉପ-ଜିଲ୍ଲାପାଳ ପଦବୀ ଖାଲି ପଡ଼ିଛି। ପଛୁଆ ଓ ଆଦିବାସୀ...

ଅବ୍ୟବସ୍ଥା ଘେରରେ ସାରଙ୍ଗଡ଼ ହାଇସ୍କୁଲ ୨୭୩ ଜଣ ପିଲାଙ୍କ ନିମନ୍ତେ ମାତ୍ର ୩ ଜଣ...

0
ବାଲିଗୁଡ଼ା୧୧ା୯(ଓଡିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ଶିକ୍ଷାର ଗୁଣାତ୍ମକ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଠାରେ ଥିବା...

ପୁଣି ଲଜ୍ଜା

0
ମୋହାନା ୧୧।୯,(ଓଡ଼ିଆ ପୁଅ ପି ନାଏକ): ଗଜପତି ଜିଲ୍ଲା ମୋହନା ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏ ସମ୍ପର୍କରେ ସୂଚନା...