Home ଓଡ଼ିଶା ଜଗା ପାଇଁ ନିୟୋଜିତ ହେବେ ସ୍ବତନ୍ତ୍ର ହୋମ ଟ୍ୟୁଟର

ଜଗା ପାଇଁ ନିୟୋଜିତ ହେବେ ସ୍ବତନ୍ତ୍ର ହୋମ ଟ୍ୟୁଟର

113

କଟକ,୧୩/୦୯,(ଓଡ଼ିଆ ପୁଅ ପି ନାଏକ): ଯୋଡ଼ା ମୁଣ୍ଡ ଜଗା ବଳିଆ ଙ୍କୁ ନେଇ ଏବେ ଏକ ନୂଆ ଖବର ପ୍ରକାଶ ପାଇଛି । ମିଳିଥିବା ଖବର ଅନୁସାରେ, ଜଗା ପାଇଁ ସ୍ୱତନ୍ତ୍ର ହୋମ୍‌ ଟ୍ୟୁଟର ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ତେବେ ଏ ସଂପର୍କରେ SCB କର୍ତ୍ତୃପକ୍ଷ ସହ ଆଲୋଚନା କରାଯାଇଥିବା ବେଳେ କଟକ ବଡ଼ ମେଡିକାଲ କର୍ତ୍ତୃପକ୍ଷ ସମ୍ମତି ଦେଲେ ଜଗା ପାଇଁ ସ୍ୱତନ୍ତ୍ର ହୋମ ଟ୍ଵିଟର ନିୟୋଜିତ କରାଯିବ ।

ତେବେ ଏନେଇ ସମସ୍ତ ଖର୍ଚ୍ଚ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବହନ କରିବେ ବୋଲି କହିଛନ୍ତି । କଟକ SCBରେ ଜଗାକାଳିଆଙ୍କୁ ଭେଟିିବା ପରେ ଏହା କହିଛନ୍ତି ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.