Home ଓଡ଼ିଶା ବିପଦ ସଂକେତ ଟପିଲା ଜଳକା

ବିପଦ ସଂକେତ ଟପିଲା ଜଳକା

143

ବାଲେଶ୍ଵର,୧୩/୦୯,(ଓଡ଼ିଆ ପୁଅ ପି ନାଏକ):ବିପଦ ସଂକେତ ଟପିଲା ଜଳକା ନଦୀ । ଲଗାଣ ବର୍ଷା ଯୋଗୁଁ ଏବେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ । । ମଥାନୀଠାରେ ଜଳକାର ବିପଦ ସଙ୍କେତ ଏବେ ରହିଛି ୫.୫୦ ମିଟର ରହିଥିବା ବେଳେ ଜଳସ୍ତର ୫. ୬୬ ମିଟର ରହିଛି ।

ଅନ୍ୟପଟେ  ଜଳସ୍ତର ବଢୁଥିବାରୁ ଆତଙ୍କିତ ଅବସ୍ଥ ନଦୀ ଅବବାହିକା ଗାଁର ଲୋକ । ବନ୍ୟା ଆସିଲେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଓ ସଦର ବ୍ଲକ ର ୨ଟି ପଞ୍ଚାୟତ ଜଳମଗ୍ନ ହେବାର ସମ୍ଭାବନା ରହିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.